Browsing Tag

latest entertainment news

ସନ୍ନି ଦେଓଲ୍‌ଙ୍କ ପୁଅ କରଣଙ୍କ ବିବାହ ତାରିଖ ଘୋଷଣା, ପ୍ରେମିକା ଦିଶା ଆଚାର୍ଯ୍ୟଙ୍କ ସହ ପଡ଼ିବ ହାତଗଣ୍ଠି

ବଲିଉଡ୍‌ରେ ଦେଓଲ ପରିବାରରେ ଶାହାନାଇ ବାଜିବାକୁ ଯାଉଛି। ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଖୁବ୍ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅନେକ ଦିନରୁ କରଣଙ୍କ ବିବାହର ଖବର ସାମ୍ନାକୁ ଆସୁଥିଲା। କିନ୍ତୁ ଏବେ ସମସ୍ତେ…

ତେଲୁଗୁର ଲୋକପ୍ରିୟ କୋରିଓଗ୍ରାଫର ଚୈତନ୍ୟ ମାଷ୍ଟର ଆଉ ନାହାନ୍ତି, ଋଣ ଚିନ୍ତାରେ ଲଗାଇଦେଲେ ଫାଶୀ

ତେଲୁଗୁ କୋରିଓଗ୍ରାଫର ଚୈତନ୍ୟ ମାଷ୍ଟର ଆଉ ନାହାନ୍ତି। ଗତକାଲି ରବିବାର ସେ ନିଜ ଜୀବନ ହାରିଦେଇଥିବା ଜଣାପଡ଼ିଛି। କୁହାଯାଉଛି ଯେ ଚୈତନ୍ୟ ନିଜର ଋଣ ପରିଶୋଧ କରିବାରେ ସକ୍ଷମ ହୋଇ ନ ଥିଲେ, ଯେଉଁ କାରଣରୁ ସେ ଧୌର୍ଯ୍ୟହରା ହୋଇପଡ଼ି ବେକରେ ଫାଶୀ ଲଗାଇ ଦେଇଥିଲେ। ଆନ୍ଧ୍ରପ୍ରଦେଶର ନେଲୋରରେ…

ଜିୟା ଖାନ ମୃତ୍ୟୁ ମାମଲା: ଆସନ୍ତାକାଲି CBI ଶୁଣାଇବ ଅନ୍ତିମ ନିଷ୍ପତ୍ତି

ବଲିଉଡ୍‌ ଅଭିନେତ୍ରୀ ଜିୟା ଖାନ ୧୦ ବର୍ଷ ତଳେ ନିଜ ଆପାର୍ଟମେଣ୍ଟରେ ମୃତ ଅବସ୍ଥାରେ ମିଳିଥିଲେ। ଏତେ ବର୍ଷ ବିତିଯିବା ପରେ ମଧ୍ୟ ଅଭିନେତ୍ରୀଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚିତ ହୋଇପାରି ନାହିଁ। ଜିୟାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ଏକ ୬ ପୃଷ୍ଠା ବିଶିଷ୍ଟ ସୁଇସାଇଟ୍‌ ନୋଟ୍‌…

ଫିଲ୍ମ ସୁଟିଂ ବେଳେ ସଞ୍ଜୟ ଦତ୍ତ ଗୁରୁତର ଆହତ; ଚାଲିଥିଲା ବୋମା ବିସ୍ଫୋରଣ ସିକ୍ୱେନ୍ସର ସୁଟିଂ

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଦମ୍‌ଦାର ଆକ୍ଟିଂ ପାଇଁ ଜଣାଶୁଣା। ଏହାରି ଭିତରେ ସଞ୍ଜୟ ଦତ୍ତଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଏକ ଫିଲ୍ମର ସୁଟିଂ ସମୟରେ ସେ ଆହତ ହୋଇଛନ୍ତି। ସଞ୍ଜୟ ବର୍ତ୍ତମାନ ବାଙ୍ଗାଲୋର ଆଖପାଖ ଅଞ୍ଚଳରେ ତାଙ୍କର ଆଗାମୀ କନ୍ନଡ ଫିଲ୍ମ 'କେଡି:…

ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ର ଧମାକାଦାର ଟିଜର ରିଲିଜ୍‌, ଏପ୍ରିଲ୍‌ ୭ରେ ଖୋଲିବ ବଡ଼ ରହସ୍ୟ

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଏବେ ନିଜର ଅପ୍‌କମିଙ୍ଗ୍‌ ଫିଲ୍ମ 'ପୁଷ୍ପା ୨’କୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଲୋକେ ତାଙ୍କର 'ପୁଷ୍ପା- ଦି ରାଇଜ୍' ଚଳଚ୍ଚିତ୍ର ଦେଖିବା ପରେ ଏହାର ଦ୍ୱିତୀୟ ଭାଗକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାରି ଭିତରେ ଅଲୁ ଅର୍ଜୁନଙ୍କ…

ଜୀବନ ହାରିଦେଲେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ, ହୋଟେଲରେ ମିଳିଲା ମୃତଦେହ

ରବିବାର ସକାଳେ ମନୋରଞ୍ଜନ ଜଗତ ପାଇଁ ଏକ ଦୁଃଖଦ ଖବର। ଉତ୍ତର ପ୍ରଦେଶର ବାରାଣସୀରେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ନିଜ ଜୀବନ ହାରିଦେଇଛନ୍ତି। ତାଙ୍କ ବୟସ ୨୫ ବର୍ଷ ଥିଲା। ବାରାଣସୀର ଏକ ହୋଟେଲରେ ତାଙ୍କ ମୃତଦେହ ମିଳିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ରିପୋର୍ଟ ମୁତାବକ,…

ଆଉ ନାହାନ୍ତି ‘ପରିଣୀତା’ ନିର୍ଦ୍ଦେଶକ ପ୍ରଦୀପ ସରକାର, ୬୭ ବର୍ଷ ବୟସରେ ନେଲେ ଶେଷ ନିଃଶ୍ୱାସ

ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ସେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ହଂସଲ ମେହତା ସୋସିଆଲ ମିଡିଆରେ ପ୍ରଦୀପଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ଖବର ରହିଛି ଯେ…

ଦିଶା ସାଲିଆନଙ୍କ ମଙ୍ଗେତର ରହିଥିବା ରୋହନ ରାୟ କରିବେ ବିବାହ, ଏହି ଅଭିନେତ୍ରୀଙ୍କ ସହ କାଶ୍ମୀରରେ ପଡ଼ିବ ହାତଗଣ୍ଠି

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ସ୍ୱର୍ଗତା ଦିଶା ସାଲିଆନଙ୍କ ମଙ୍ଗେତର ରହିଥିବା ଆକ୍ଟର ରୋହନ ରାୟ ବିବାହ କରିବାକୁ ଯାଉଛନ୍ତି। ରୋହନ ତାଙ୍କ ସହ-ଅଭିନେତ୍ରୀ ଶିନ ଦାସଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି। ରୋହନ ଓ ଶିନଙ୍କ ପରିବାର ବିବାହ ପ୍ରସ୍ତୁତିରେ ବ୍ୟସ୍ତ…

ମୋହିତ ରୈନାଙ୍କ ଘରକୁ ଆସିଲା ନହ୍ନି ପରୀ, ‘ଦେବୋ କେ ଦେବ ମହାଦେବ’ ଆକ୍ଟର ଦେଖାଇଲେ ଝିଅର ପ୍ରଥମ ଝଲକ୍‌

ଟିଭି ତଥା ବଲିଉଡ ଅଭିନେତା ମୋହିତ ରୈନା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ଅଦିତି ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆରେ ମୋହିତ ନହ୍ନି ପରୀର ପ୍ରଥମ ଝଲକ ଦେଖାଇଛନ୍ତି। କପଲ୍‌ ମାତାପିତା ହେବା ଉପରେ ଫ୍ୟାନ୍‌ମାନେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି। ମୋହିତ…

ଭେଟେରାନ୍‌ ଅଭିନେତା ସମୀର ଖାଖରଙ୍କ ପରଲୋକ, ଦୂରଦର୍ଶନର ଚର୍ଚ୍ଚିତ ଧାରାବାହିକ ‘ନୁକ୍କଡ଼’ରୁ ହୋଇଥିଲେ ଲୋକପ୍ରିୟ

ବଲିଉଡର ଭେଟେରାନ ଅଭିନେତା ସତୀଶ କୌଶିକଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରୀ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦୂରଦର୍ଶନର ଚର୍ଚ୍ଚିତ ଧାରାବାହିକ ‘ନୁକ୍କଡ଼’ରେ ଖୋପଡ଼ୀ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ସମୀର ଖାଖରଙ୍କ ନିଧନ ହୋଇଛି। ଅଭିନେତା ନିଃଶ୍ୱାସ…

ତୁନିଶା ଶର୍ମା ମାମଲା: ଶିଜାନ ଖାନଙ୍କୁ ମିଳିଲା ଜାମିନ୍‌; ଜେଲ୍‌ରେ ଥିଲେ ୬୯ ଦିନ

ଟିଭିର ଦିବଂଗତ ଅଭିନେତ୍ରୀ ତୁନିଶା ଶର୍ମାଙ୍କ ମାମଲାରେ ଜେଲରେ ଥିବା ତାଙ୍କ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ ଜାମିନ୍‌ ମିଳିଛି। ଜେଲରେ ୬୯ ଦିନ ରହିବା ପରେ ଶିଜାନ ଜାମିନ୍‌ରେ ମୁକୁଳିଛନ୍ତି। ଶିଜାନ ଖାନଙ୍କୁ ଭସାଇ କୋର୍ଟ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡ୍‌ରେ ଜାମିନ ପ୍ରଦାନ…

ସୁସ୍ମିତା ସେନ୍‌ଙ୍କୁ ହୃଦଘାତ; କରାଇବାକୁ ପଡ଼ିଲା ଅସ୍ତ୍ରୋପଚାର! ଏବେ ଫ୍ୟାନ୍‌ମାନଙ୍କୁ ଜଣାଇଲେ ସ୍ୱାସ୍ଥ୍ୟାବସ୍ଥା

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ କିଛି ଦିନ ତଳେ ହୃଦଘାତ ଆସିଥିଲା। ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ଯେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ଆଞ୍ଜିଓପ୍ଲାଷ୍ଟି କରାଇବାକୁ ପଡ଼ିଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।…