Below header
Browsing Tag

loot

ପରିବା କିଣିବା ପଡିଲା ମହଙ୍ଗା, ଶିକ୍ଷକଙ୍କ ଗାଡ଼ି ଡିକିରୁ ୩ ଲକ୍ଷ ଟଙ୍କା ଲୁଟ୍

ନବରଙ୍ଗପୁର (କେନ୍ୟୁଜ): ଗାଡି ଡ଼ିକିରେ ଟଙ୍କା ରଖି ପରିବା କିଣିବା ପଡିଲା ମହଙ୍ଗା । ଗାଡି ଡିକିରୁ ୩ ଲକ୍ଷ ଲୁଟିନେଲେ ଲୁଟେରା । ନବରଙ୍ଗପୁର ବାଗସିୟୁନି ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁନୀଲ ମିଶ୍ରଙ୍କ ଗାଡି ଡିକିରୁ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ…

କଟକରେ ଫାୟାରିଂ, ଫାଙ୍କା ଗୁଳି କରି ଲୁଟିନେଲେ ଟଙ୍କା ଓ ସୁନା ଗହଣା

କଟକ (କେନ୍ୟୁଜ): କଟକ କନ୍ଦରପୁର ନିକଟ ମତ୍ତଗଜପୁର ଠାରେ ଡକାୟତି ପାଇଁ ଗୁଳିମାଡ଼ । ଫାଙ୍କା ଗୁଳି କରି ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ୨୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ କନ୍ଦରପୁର ପୋଲିସ…

ଭୁବନେଶ୍ବର: ନିବାରଣ ପାଣିଙ୍କ ଘରକୁ ଲୁଟ୍ ହୋଇଥିବା ୨ କୋଟି ଟଙ୍କା କୁଆଡୁ ଆସିଥିଲା ? ତଦନ୍ତ ଭିତରେ ପ୍ରଶ୍ନବାଚୀ ଉପରୁ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ନନ୍ଦନବିହାରରେ ନିବାରଣ ପାଣିଙ୍କ ଘରକୁ ଲୁଟ୍ ହୋଇଥିବା ୨ କୋଟି ଟଙ୍କା କୁଆଡୁ ଆସିଥିଲା ? କାହିଁକି ଏତେ ଟଙ୍କା ଘରେ ରଖିଥିଲେ । ତଦନ୍ତ ଭିତରେ ପ୍ରଶ୍ନବାଚୀ ଉପରୁ ଧୀରେ ଧୀରେ ପରଦା ହଟୁଛି । ନିବାରଣ ପାଣି ଜଣେ ଅବସରପ୍ରାପ୍ତ ଅଧିକାରୀ । ତାଙ୍କ ସମ୍ପର୍କୀୟ…

ନିଶା ଦେଇ ମାଛ ବେପାରୀଙ୍କୁ ଲୁଟ୍: ଦମ୍ପତିଙ୍କ ଉପରେ ସ୍ପ୍ରେ କରି ଲୁଟିନେଲେ ଟଙ୍କା ଓ ମୋବାଇଲ

କଟକ (କେନ୍ୟୁଜ): ନିଶା ସ୍ପ୍ରେ କରି ମାଛ ବ୍ୟବସାୟୀଙ୍କ ଠାରୁ ଲୁଟ କଲେ ଦୁର୍ବୃତ୍ତ। ଘଟଣା ଘଟିଛି କଟକର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଗେଟ ନିକଟରେ। ଏଠାରେ ପବିତ୍ର ବେହେରା ଓ ତାଙ୍କ ପତ୍ନୀ ସୁଷମା ବେହେରା ଲୁଟର ଶିକାର ହୋଇଛନ୍ତି। ଦୁଇ ଜଣ ବାଇକ୍ ଆରୋହୀ ନିଶା ସ୍ପ୍ରେ କରି…

ଖୋର୍ଦ୍ଧାର ପ୍ରସିଦ୍ଧ ଶକ୍ତି ପୀଠ ମା ଉଗ୍ରତାରା ମନ୍ଦିରରୁ ଚୋରି, ଲୁଟି ନେଇଛନ୍ତି ଅଳଙ୍କାର

ଟାଙ୍ଗି(କେନ୍ୟୁଜ୍): ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ  ମା ଉଗ୍ରତାରାଙ୍କ ମନ୍ଦିର ରୁ ଚୋରି। ଗତ କାଲି ରାତିରେ ହୋଇଛି ଚୋରୀ। ଦୁର୍ବୃତ୍ତମାନେ ଗତ କାଲି ରାତିରେ  ମନ୍ଦିରରେ ପଶି  ମା’ଙ୍କର ବିଭିନ୍ନ  ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମାଙ୍କର ମୁକୁଟ, ଅଣ୍ଟା ପଟି,…

ପରିବାର ଉପରେ ବିପତ୍ତି ପଡିଛି ଓ ସାନପୁଅର କାଳ ଦୋଷ ଅଛି କହି ଚୂନ ମାରିଲା ଲୁଟେରା, ମହିଳାଙ୍କ ଠାରୁ ସୁନାଗହଣା ଲୁଟ

ରାଉରକେଲା(କେନ୍ୟୁଜ୍): ଅଭିନବ ଉପାୟରେ ମହିଳାଙ୍କ ଠାରୁ ସୁନାଗହଣା ଲୁଟ । ପରିବାର ଉପରେ ବିପତ୍ତି ଓ ସାନପୁଅର କାଳ ଦୋଷ ଥିବା କହି ସୁନା ଗହଣା ଓହ୍ଲାଇଦେଲେ ଦୋଷ କଟିଯିବ କହି ଲୁଟି ନେଲେ ଲୁଟେରା । ରାଉରକେଲା ସହରର ଛେଣ୍ଡ ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା…

ଲୁଟ୍‌ର ନୂଆ ଟେକନିକ୍‌: ବିବାହ ଭୋଜି ଖାଇଲା, ଗିଫ୍‌ଟ ଓ ଟଙ୍କା ବ୍ୟାଗ୍‌ ଧରି ମାରିଲା ଛୁ..

ଭୁବନେଶ୍ୱର (କେନ୍ୟୁଜ): ଲୁଟ୍‌ର ନୂଆ ଟେକନିକ୍‌। ବିବାହ ଭୋଜି ଖାଇବାକୁ ଆସି ଗିଫ୍‌ଟ ଟଙ୍କା ବ୍ୟାଗ୍‌ ନେଇ ଫେରାର। ଭୁବନେଶ୍ୱରର ଏକ ବିବାହ ମଣ୍ଡପରୁ ଏହି ଲୁଟ୍‌ ହୋଇଛି। ସିସିଟିଭିରେ କଏଦ୍‌ ହୋଇଛି ଲୁ୍‌ଟ ଦୃଶ୍ୟ। ଖୋର୍ଦ୍ଧା ବାଲିପାଟଣା ଥାନା କୁଳିରା ଶାସନ ଗାଁର ଅଖିଳ ରଂଜନ ମହାନ୍ତିଙ୍କ…

ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟି ନେଲେ ୧୫ଲକ୍ଷ ଟଙ୍କାର ଜିନିଷ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ୟୁନିଟ୍ ୬ ଅଞ୍ଚଳରେ ସରକାରୀ କ୍ୱାର୍ଟର୍ସରେ ଲୁଟ୍‌ । ଆସିଷ୍ଟାଣ୍ଟ ସେକ୍ସନ ଅଫିସରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା । ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପ୍ରଣବ କୁମାର ପଣ୍ଡାଙ୍କ ଘରେ ପଶି ସୁନା ଅଳଙ୍କାର ସହ ବାଇକ, ଲାପଟପ, ଟିଭି ଲୁଟି ନେଇଛନ୍ତି…

ସମସ୍ୟାର ସମାଧାନ କରିବେ କହି ନାଗା ବାବା ଲୁଟିନେଲେ ସୁନାଗହଣା, ନନ୍ଦନକାନନ ଥାନାରେ ଅଭିଯୋଗ

ଭୁବନେଶ୍ୱର (କେନ୍ୟୁଜ): ନାଗା ବାବା ଲୁଟିନେଲେ ସୁନାଗହଣା । ଭିକ୍ଷା ମାଗିବା ନାରେ ଘରକୁ ଆସି ସୁବିଧା ସୁଯୋଗ ଦେଖି ସୁନା ଗହଣା ଲୁଟିନେଇ ଛୁ ହୋଇଗଲେ ଉତର ପ୍ରଦେଶରୁ ଆସିଥିବା ନାଗାସାଧୁ । ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗାଁରେ ଘଟିଛି ଏଭଳି ଏକ ଘଟଣା । ନନ୍ଦନକାନନ ଥାନାରେ ଏନେଇ ହୋଇଛି…

ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା, ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଅଳଙ୍କାର ଓ ଟଙ୍କା

ମୋହନା (କେନ୍ୟୁଜ): ଦିବ୍ୟାଙ୍ଗକୁ ବି ଛାଡ଼ିଲେନି ଲୁଟେରା । ମୋହନା ଥାନା ମେରାପଲ୍ଲୀ ଗାଁ ନିକଟ ଜାତୀୟ ରାଜପଥରୁ ଦିବ୍ୟାଙ୍ଗକୁ ଠାରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ମେରାପଲି ଛକରେ ଥିବା ନିରଞ୍ଜନ ସାହୁ ଓ ବାସୁଦେବ ସାହୁଙ୍କ ଦୋକାନକୁ ୬ଜଣ ଦୁର୍ବୃତ୍ତ ଆସିଥିଲେ ।…

ନିଶା ଔଷଧ ଦେଇ ଲୁଟ୍‌: ମହିଳାଙ୍କଠୁ ୨୫ ହଜାର ଟଙ୍କା ଲୁଟିନେଲା ଅଟୋ ଡ୍ରାଇଭର

କାମାକ୍ଷାନଗର (କେନ୍ୟୁଜ): ନିଶା ଦେଇ ମହିଳାଙ୍କଠୁ ଲୁଟ୍‌। ଜୋର ଜବରଦସ୍ତ ନିଶା ଔଷଧ ଦେଇ ମହିଳାଙ୍କଠୁ ଲୁଟିନେଲେ ୨୫ ହଜାର ଟଙ୍କା । କାମାକ୍ଷାନଗର ମାଳାପୁରା ଦେହୁରୀସାହିର କୈଳାଶ ଦେହୁରୀଙ୍କ ପତ୍ନୀ ମିନିକା ଦେହୁରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ।…

ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ମେଡିସିନ 

ଭୁବନେଶ୍ୱର (କେନ୍ୟୁଜ): ପତଞ୍ଜଳି ଷ୍ଟୋରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ମୁହଁରେ ମୁଖା, ହାତରେ ଶାବଳ ଧରି ରାଜଧାନୀରୁ ଲୁଟିଲେ ଲୁଟେରା । ତମାଣ୍ଡୋ ଥାନା କଳିଙ୍ଗ ବିହାର K4ଏଲଆଇଜି ପ୍ଲଟ ୮୬୭ ଥିବା ପତାଞ୍ଜଳି ଷ୍ଟୋରରୁ ଲୁଟ୍ ଲକ୍ଷାଧିକ ଟଙ୍କାର ମେଡିସିନ ସହ ୫୦ ହଜାରରୁ ଊର୍ଦ୍ଧ୍ବ ନଗଦ…