Below header
Browsing Tag

lord shiva

ଶ୍ରାବଣ ସୋମବାରରେ ଏହି ଭୁଲ କଲେ ହେବନାହିଁ ଇଚ୍ଛା ପୂର୍ଣ୍ଣ, ମାନନ୍ତୁ ନିୟମ

ଆଜି ସୋମବାର । ଧାର୍ମିକ ମାନ୍ୟତା ଅନୁସାରେ, ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ । ଅନେକ ଲୋକ ସୋମବାର ଦିନ ଭଗବାନ ଶିବଙ୍କ ପୂଜା ଏବଂ ବ୍ରତ ମଧ୍ୟ କରିଥାନ୍ତି। କୁହାଯାଏ, ଯେଉଁ ବ୍ୟକ୍ତି ସୋମବାର ଦିନ ଭଗବାନ ଶିବ ଏବଂ ତାଙ୍କ ପରିବାରକୁ ପୂଜା କରିଥାନ୍ତି, ତା’ ଦ୍ୱାରା ଭଗବାନ ଶିବ ବହୁତ…

ଅଘୋରୀଙ୍କ ବିଷୟରେ କିଛି ଅକୁହା କଥା

ସନାତନ ଧର୍ମରେ ସାଧୁ ସନ୍ଥଙ୍କ ଅନେକ ମହତ୍ୱ ରହିଛି। ଏମାନଙ୍କର ଜୀବନଶୈଳୀ, ରହିବା , ଖାଇବା, ପିଇବା ସବୁକିଛି ଖାସ ଓ ଅନ୍ୟମାନଙ୍କ ଠୁ ଥାଏ ସମ୍ପୂର୍ଣ୍ଣ ଅଲଗା। କିଛି ସାଧୁ ସନ୍ଥଙ୍କ ଜୀବନ ତ ପୁରା ରହସ୍ୟମୟ ଥାଏ। ଏମାନଙ୍କ ମଧ୍ୟରେ ଅଘୋରୀ ବାବ ପ୍ରମୁଖ। ଅଘୋରୀ ବାବା ଅନ୍ୟ ସାଧୁ ସନ୍ଥଙ୍କଠୁ…

ଆଜିଠୁ ଆରମ୍ଭ ମଳମାସ, ଜାଣନ୍ତୁ କିପରି କରିବେ ବିଷ୍ଣୁଙ୍କ ନିମିତ୍ତ ଖାସ ପୂଜା, ଖୁସି ହେଲେ ପୂର୍ଣ୍ଣ ହୋଇଯିବ ସବୁ…

ଆଜିଠୁ ଆରମ୍ଭ ହେଉଛି ମଳମାସ । ଯାହାକି ଅଗଷ୍ଟ ୧୬ ଯାଏ ରହିବ । ମଳମାସରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ପୂଜା କରିବା ଶୁଭ ବୋଲି ବିଶ୍ୱାସ ରହିଛି । ମଳମାସକୁ ପୁରୁଷୋତ୍ତମ ମାସ ବୋଲି କୁହାଯାଏ । କୁହାଯାଏ ଅନ୍ୟମାସ ତୁଳନାରେ ମଳମାସରେ ମନସ୍କାମନା ଶୀଘ୍ର ଓ ଅଧିକ ପୂରଣ ହୋଇଥାଏ । ମଳମାସ ଯୋଗୁଁ…

ଶ୍ରାବଣରେ ହରଙ୍କୁ ଚଢ଼ାନ୍ତୁ ଏହି ଭୋଗ

ବାରରେ ସାର ସୋମବାର । ଶିବଙ୍କ ଅତି ପ୍ରିୟ ବାର ହେଉଛି ସୋମବାର। ବିଶେଷ କରି ଶ୍ରାବଣ ମାସ ରେ ଏହି ବାରର ବଡ ଗୁରୁତ୍ୱ ରହିଛି । ଆଜି ହେଉଛି ଚଳିତ ବର୍ଷ ର ପ୍ରଥମ ଶ୍ରାବଣ ସୋମବାର । ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ, ଶିବ ଭକ୍ତମାନେ ଏହି ମାସ କୁ…

ମହାଦେବଙ୍କ ତୃତୀୟ ନେତ୍ର ଖୋଲିଲେ କ’ଣ ହେବ ?

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି।…

ଘରେ ଭଗବାନ ଶିବଙ୍କ ଫଟୋକୁ ଏହି ଦିଗରେ ରଖିବା ମନା, ନଚେତ ଆସିପାରେ ବଡ ସମସ୍ୟା

ଆମ ସମସ୍ତଙ୍କ ଘରେ ପୂଜା ଘର ରହିଛି। କେବଳ ଘରେ ନୁହେଁ ବରଂ କାମ କରୁଥିବା ସ୍ଥାନରେ ମଧ୍ୟ ଆମେ ଠାକୁରଙ୍କୁ ରଖିଥାଉ। ବିଶ୍ୱାସ ରହିଛି ଯେ, ଏହା ଦ୍ୱାରା ଭଗବାନ ଆମ ସହ ରୁହନ୍ତି। ତାଙ୍କ ଆଶିର୍ବାଦ ସର୍ବଦା ଆମ ଉପରେ ରହିଥାଏ । ଏମିତି କରିବା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ। ପୂଜା-ପାଠ,…

କାହିଁକି କୈଳାସ ପର୍ବତକୁ ଚଢି ପାରନ୍ତିନି ଲୋକେ ?

ହିନ୍ଦୁ ଧର୍ମରେ କୈଳାସ ପର୍ବତର ଖୁବ ମହତ୍ୱ ରହିଛି । ଏହାକୁ ଭଗବାନ ଶିବଙ୍କର ନିବାସ ସ୍ଥଳୀ ଭାବେ ମନାଯାଏ । କିନ୍ତୁ ଏହି ପର୍ବତକୁ ନେଇ ବହୁ ରହସ୍ୟ ଏପର୍ଯ୍ୟନ୍ତ ଲୋକ ଲୋଚନକୁ ଆସିପାରିନାହିଁ । ଏହାରି ଭିତରେ ପୃଥିବୀର ସବୁଠୁ ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଉପରକୁ ପ୍ରାୟ ୭୦୦୦ ରୁ ଅଧିକ ଲୋକ ଚଢି…

ହଜାର ବର୍ଷ ପୁରୁଣା ଭାରତର ଏହି ଐତିହାସିକ ମନ୍ଦିିରର କାହାଣୀ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ହଜାର ବର୍ଷ ପୁରୁଣା ଭାରତର ଏହି ପୁରୁଣା ମନ୍ଦିର। ଯାହାର ରହସ୍ୟ ଆଜି ଯାଏ ଜଣାପଡ଼ା ନାହିଁ। ଭାରତର ମନ୍ଦିର ଓ ତୀର୍ଥ ସ୍ଥଳ ର ଦେଶ କୁହାଯାଏ। ଏଠାରେ ପାଖାପାଖି ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ମନ୍ଦିର ରହିଛି। ଏହାର କାରଣ ଏହା ଯେ ଭାରତର ଲୋକେ ଈଶ୍ୱର ବିଶ୍ୱାସୀ। ଏହାସହ ପ୍ରତ୍ୟେକ…

ଶିବଙ୍କ ଏହି ସ୍ୱରୂପକୁ ପୂଜା କରନ୍ତୁ, ପୂର୍ଣ୍ଣ ହେବ ଆପଣଙ୍କ ସବୁ ମନୋକାମନା

ନିଜର ମନ ବାଞ୍ଛା ପୂର୍ଣ୍ଣ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପୂଜା କରିଥାନ୍ତି। ଏମିତିକି ଈଶ୍ବରଙ୍କ ପାଖରେ ମାନସିକ ରଖି ପୂଜା କରନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ରଭୁ ଶିବଙ୍କ ଏପରି ସ୍ୱରୂପ ବିଷୟରେ କହିବାକୁ ଯାଉଛୁ ଯାହାକୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ…

ବିବାହ ଓ ସନ୍ତାନ ପ୍ରାପ୍ତି ପାଇଁ ଶିବଙ୍କୁ ଚଢ଼ାନ୍ତୁ ଏହି ଖାସ୍‌ ଫୁଲ, ଶୀଘ୍ର ହେବ ଇଚ୍ଛା ପୂରଣ

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି।…

କାମେଶ୍ୱର ମହାଦେବଙ୍କ ପୀଠରେ ୭ଦିନ ଧରି ପାଳିତ ହୋଇଛି ନିଆରା ଜାଗର ଯାତ୍ରା

ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ। ଭଗବାନ ଶିବ ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି। ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ…

ଆଜି ଜାଣନ୍ତୁ ଭଗବାନ ଶିବ କାହିଁକି ଧାରଣ କରିଥିଲେ ଅର୍ଦ୍ଧନାରୀଶ୍ୱର ଅବତାର

ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ଶାସ୍ତ୍ରରେ କୁହାଯାଇଛି ଯେ ‘ଶିବ ଅଭିଷେକ ପ୍ରିୟ’। ଅର୍ଥାତ୍ କଲ୍ୟାଣକାରୀ ଶିବଙ୍କୁ ଅଭିଷେକ ବହୁତ ପ୍ରିୟ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ।…