Browsing Tag

lord shiva

କାହିଁକି ଜାଗରରେ ଉଜାଗର ରୁହନ୍ତି ଭକ୍ତ?

ହିନ୍ଦୁ ମାନଙ୍କ ମୁଖ୍ୟ ପର୍ବ ମଧ୍ୟରୁ ଜାଗର ହେଉଛି ଅନ୍ୟତମ। ଯାହାକି ପ୍ରତିବର୍ଷ ଭଗବାନ ଶିବଙ୍କୁ ସମ୍ମାନ ଜଣାଇ ପାଳନ କରାଯାଏ। ଏହା ସାରା ଦେଶରେ ମହାଶିବରାତ୍ରୀ ରୂପେ ମନାଯାଏ। ଏହାର ଆକ୍ଷରିକ ଅର୍ଥ ହେଉଛି ଶିବଙ୍କ ମହାନ ରାତି। କିମ୍ବଦନ୍ତୀ ଅନୁସାରେ ଆଜିର ଜାଗର ରାତିରେ ଭଗବାନ ଶିବ ନିଜ…

ଆସନ୍ତା କାଲି ଜାଗରରେ ମହାଦେବଙ୍କୁ ଏପରି କରନ୍ତୁ ପ୍ରସନ୍ନ

ଦେବାଧିଦେବ ମହାଦେବଙ୍କ ଆରାଧନାର ସବୁଠାରୁ ବିଶେଷ ଦିନ ହେଉଛି ମହାଶିବରାତ୍ରୀ। ହିନ୍ଦୁ ଧର୍ମରେ ପ୍ରତି ମାସ ମାସିକ ଶିବରାତ୍ରୀ ପାଳନ କରାଯାଏ। କିନ୍ତୁ ଫାଲଗୁନ ମାସରେ ପଡୁଥିବା ଶିବରାତ୍ରୀ ବହୁତ ଖାସ୍ ମହତ୍ତ୍ୱ ରଖିଥାଏ। କୁହାଯାଏ ଯେ ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କ ବିବାହ…

ମାତା ପାର୍ବତୀ ଶିବଙ୍କୁ ପାଇବା ପାଇଁ କରିଥିଲେ ୧୪ ହଜାର ବର୍ଷର କଠୋର ତପସ୍ୟା, ଜାଣନ୍ତୁ ଏହି ସ୍ଥାନ ସମ୍ପର୍କରେ..

ସତୀ ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କରଙ୍କୁ ସଦାଶିବଙ୍କ କାରଣରୁ ଶିବ ମଧ୍ୟ କୁହାଯାଇଥାଏ। ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି। ସେହିଭଳି ଶଙ୍କରଙ୍କୁ ଦେବାଧି ଦେବ ମହାଦେବ ମଧ୍ୟ କୁହାଯାଇଥାଏ। ଏଥିସହ ତିନି ଲୋକର ସ୍ୱାମୀ ଭଗବାନ ତ୍ରିଲୋକୀ…

ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳସ ରହିଛି ଏହି ମନ୍ଦିରରେ, କ’ଣ ଆପଣ ଜାଣିଛନ୍ତି କି?

ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧର୍ମର ପ୍ରତିଷ୍ଠାରେ ସବୁ ଦେବତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଶିବଙ୍କର ସ୍ଥାନ ଖୁବ ଉଚ୍ଚରେ ରହିଛି।…

ଏହି ଦେବତାଙ୍କ ଭକ୍ତ ଉପରେ ଶନିଦେବଙ୍କ ର ରହିଥାଏ ଅପାର କରୁଣା, ଜୀବନରେ କେବେ ବି ଭୋଗନ୍ତି ନାହିଁ କଷ୍ଟ

ଶନିଦେବଙ୍କ ନାମ ଶୁଣିଲେ ହିଁ ମନରେ ଭୟ ଆସିଯାଏ। ଆଉ ଶନିଙ୍କ ଗୋଚର ସାଢ଼େ ସତୀ ହେଉ ଅବା ବକ୍ରି , ଏହିସମୟରେ ଶନିଙ୍କର ପ୍ରଭାବ ଲୋକଙ୍କ ଜୀବନ ଉପରେ ପଡ଼ିଥାଏ। ତେଣୁ ଶନି ଯେଉଁମାନଙ୍କ ରାଶିରେ ପ୍ରବେଶ କରନ୍ତି ସେମାନେ ଅଧିକ ସତର୍କ ରହିବା ଜରୁରୀ। ଯେଉଁମାନଙ୍କ ଜାତକରେ ଶନିଙ୍କ ସ୍ଥିତି ଶୁଭ…

ବୈଦନାଥ ଧାମକୁ ନେଇ ରହିଛି ଏହିବଡ଼ ରହସ୍ୟ, ସତୀଙ୍କ ହୃଦୟ ପଡ଼ିବା ସହିତ ଏଠାରେ ଲୁଚି ରହିଛି ଅନେକ ତଥ୍ୟ

ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ବ୍ରହ୍ମା ସୃଷ୍ଟି କର୍ତ୍ତା ହେଲେ ବିଷ୍ଣୁ ପାଳନ କର୍ତ୍ତା ଓ ସ୍ୱୟଂ ମହଦେବ ସୃଷ୍ଟିର ସଂହାର କର୍ତ୍ତା। ସହସ୍ରନାମରେ ମହାଦେବ ଏ ଧରାପୃଷ୍ଠରେ ପୂଜା ପାଆନ୍ତି। ତନ୍ତ୍ର ସାଧନାରେ ଭୋଳାନାଥ ଭୈରବ ରୂପରେ ପୂଜା…

ପୁରୁଣା ଭୁବନେଶ୍ୱରରେ ପୂଜା ପାଉଛନ୍ତି ଖରାଖିଆ ବୈଦନାଥ, ପ୍ରଭୁଙ୍କ କୃପା ଲାଭ ପାଇଁ ଥରେ ଯାଇ ବୁଲି ଆସନ୍ତୁ

ସତୀ ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କରଙ୍କୁ ସଦାଶିବଙ୍କ କାରଣରୁ ଶିବ ମଧ୍ୟ କୁହାଯାଇଥାଏ। ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି। ସେହିଭଳି ଶଙ୍କରଙ୍କୁ ଦେବାଧି ଦେବ ମହାଦେବ ମଧ୍ୟ କୁହାଯାଇଥାଏ। ଏଥିସହ ତିନି ଲୋକର ସ୍ୱାମୀ ଭଗବାନ ତ୍ରିଲୋକୀ…

ଯଦି ସବୁ ସୋମବାର ଆପଣ ଶିବ ପୂଜା କରୁଥାନ୍ତି, ତେବେ ନିଶ୍ଚୟ ଜାଣନ୍ତୁ ଏହି ସବୁ ଜରୁରୀ କଥା

ହିନ୍ଦୁ ପରମ୍ପରାରେ ସୋମବାରକୁ ଭଗବାନ ଶିବଙ୍କର ବାର ବୋଲି କୁହାଯାଏ । ସୋମବାର ଶିବଙ୍କୁ ପୂଜା କରାଯାଏ । କୁହାଯାଏ ଭଗବାନ ଶିବ ଭକ୍ତର ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ ସୋମବାର ଦିନ କିଛି ସରଳ ଉପାୟ…

ଉତ୍ତରାଖଣ୍ଡର ପାତାଳ ଭୁବନେଶ୍ୱର ଗୁମ୍ଫାରେ ପଡ଼ିଥିଲା ଶ୍ରୀଗଣେଶଙ୍କ କଟାମୁଣ୍ଡ, ଆଜି ବି ଦର୍ଶନ କରିବାକୁ ଆସନ୍ତି ଶହ ଶହ…

ପୁରାଣରେ ଏମିତି ଅନେକ କଥା ବିଷୟରେ ଉଲ୍ଲେଖ କରାଯାଇଛି ଯାହାକୁ ପ୍ରାୟ ସମସ୍ତଙ୍କୁ ଜଣା ନଥିବ। ଭଗବାନଙ୍କର ଅସ୍ତିତ୍ୱକୁ ଯଦି ଅନୁଭବ କରିବାକୁ କେହି ଚାହାନ୍ତି ତେବେ ମନରେ ଶ୍ରଦ୍ଧା ଭାବ ରହିବା ଆବଶ୍ୟକ। ଏମିତି ହେଲେ ହିଁ ପ୍ରଭୁଙ୍କର ଉପସ୍ଥିତିକୁ ବିଶ୍ୱାସ କରିହୁଏ। ଯଦି ଆମେ ହିନ୍ଦୁ ତଥା…

ଅଚଳେଶ୍ୱର ମହାଦେବ ମନ୍ଦିରରେ ପ୍ରଭୁଙ୍କର ପାଦ ଆଙ୍ଗୁଠିକୁ ପୂଜା କରାଯାଏ, ଜାଣନ୍ତୁ ଏହି ମନ୍ଦିରର ବିଶେଷତ୍ୱ

ଆମେ ମନ୍ଦିର ଗଲେ ସାଧାରଣ ଭାବେ ଭଗବାନଙ୍କ ମୂର୍ତ୍ତିକୁ ପୂଜା କରିଥାଉ। ଏମିତିରେ ଶିବ ମନ୍ଦିରରେ ଭଗବାନ ଲିଙ୍ଗ ଆକାରରେ ପୂଜା ପାଆନ୍ତି। ତେବେ ଦେଶରେ ଏମିତି ଏକ ମନ୍ଦିର ମଧ୍ୟ ରହିଛି ଯେଉଁଠି ଆପଣ ମହାଦେବଙ୍କ କୌଣସି ମୂର୍ତ୍ତି କିମ୍ବା ଲିଙ୍ଗ ଦେଖିବାକୁ ପାଇବେ ନାହିଁ। ଆଜ୍ଞା ହଁ , ଆମ…

ଏହି ମନ୍ଦିରକୁ ସ୍ୱୟଂ ଶତ୍ରୁଘ୍ନ ପ୍ରତିଷ୍ଠା କରିଥିଲେ, ଜାଣନ୍ତୁ ଏହି ମନ୍ଦିର ସମ୍ପର୍କରେ..

ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲାର ବରଷଠୀରେ ଅବସ୍ଥିତ ଦିୟାବାନାଥ ମନ୍ଦିର। ମାନ୍ୟତା ରହିଛି ଯେ ଏହି ମନ୍ଦିର ତ୍ରେତୟା ଯୁଗରେ ତିଆରି ହୋଇଥିଲା। ପୈାରାଣିକ କଥା ବସ୍ତୁ ଅନୁଯାୟୀ ଶତ୍ରୁଘ୍ନ ଏହି ମନ୍ଦିରର ଶିବଲିଙ୍ଗକୁ ସ୍ଥାପନା କରିଥିଲେ। ଶ୍ରାବଣ ମାସରେ ଓ ଶିବରାତ୍ରୀରେ ଏହି ମନ୍ଦିରରେ…

ଅଧାଗଢ଼ା ମନ୍ଦିର ଓ ଜଳ ମହାଦେବଙ୍କ କିମ୍ବଦନ୍ତୀ, ନିଷ୍ଠା ଓ ଭକ୍ତି ନଥିଲେ ସ୍ପର୍ଶ କରି ପାରିବେନି ପ୍ରଭୁଙ୍କୁ

ଶମ୍ଭୁବାବାଙ୍କ ଲୀଳା ବଡ଼ ବିଚିତ୍ର। କେତେବେଳେ ସେ କେଉଁଠାରେ ଆବିର୍ଭୂତ ହୋଇଛନ୍ତି ତାହା ଜାଣିବା ବି କଷ୍ଟକର। ତେବେ ଏସବୁ ପୀଠମାନଙ୍କ ଭିତରୁ କିଛି ଲୋକଲୋଚନକୁ ଆସିଥିବା ବେଳେ ଅନ୍ୟ କିଛି ଅବହେଳତି ଅବସ୍ଥାରେ ରହିଛି। ହେଲେ ବାବାଙ୍କର କୃପା ଲୋକମାନଙ୍କୁ ସେଠାକୁ ଟାଣି ନେଉଛି। ଦୃଢ଼ ବିଶ୍ୱାସ…