ଦୁଇ ଛୁଆଙ୍କୁ ଛାଡ଼ି ପ୍ରେମିକଙ୍କ ସହ ରହିବାକୁ ମହିଳାଙ୍କ ନିଷ୍ପତ୍ତି, ଅସହାୟ ସ୍ୱାମୀ
କାକଟପୁର : ବିବାହିତ ମହିଳାଙ୍କୁ ପ୍ରେମ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବେଗୁନିଆବସ୍ତ ଗାଁରେ ଅଭାବନୀୟ ଘଟଣା ଘଟିଛି । ମାନସ ସ୍ବାଇଁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ୧୩ ବର୍ଷ ଏବଂ ୮ ବର୍ଷର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ଦୀର୍ଘ ବର୍ଷ ପରେ…