ବଢିଲା କମର୍ସିଆଲ ଗ୍ୟାସ୍ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଦର ରହିଛି …
ଦିଲ୍ଲୀ : ପୁଣି ବଢିଲା କମର୍ସିଆଲ ସିଲିଣ୍ଡର ଦର । ୧୯ କେଜି ସିଲିଣ୍ଡର ପିଛା ୬ ଟଙ୍କା ବୃଦ୍ଧି ପାଇଛି । ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି କରିଛନ୍ତି । ଏହି ସିଲିଣ୍ଡର ଏବେ ଦିଲ୍ଲୀରେ ୧୮୦୩ ଟଙ୍କାରେ ମିଳିବ । ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…