ଫ୍ୟାମିଲି ଗ୍ରୁପ୍ରେ ଭିଡିଓ କଲ୍ କରି ନିଜକୁ ମାରିଲେ ଗୁଳି…ଲକ୍ଷ୍ନୌରେ ବ୍ୟବସାୟୀ ନେଲେ ବଡ଼ ପଦକ୍ଷେପ
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବେପାରରେ କ୍ଷତି ସହି ନ ପାରି ଜଣେ ବ୍ୟବସାୟୀ ନିଜକୁ ଗୁଳି ମାରି ଦେଇଛନ୍ତି। ମୃତକ ହେଲେ ଅଲିଗଞ୍ଜ ଥାନା ଅଧୀନ ତ୍ରିବେଣୀ ନଗରର ବାସିନ୍ଦା ମୁକେଶ। ଦୀର୍ଘ ଦିନ ଧରି ବେପାରରେ ହେଉଥିବା କ୍ଷତି ଏବଂ ରୋଗ ଯୋଗୁ ସେ ଚିନ୍ତିତ ଥିଲେ, ଯେଉଁ କାରଣରୁ ମୁକେଶ ଗୁଡ଼ିଏ ଧାର…