Browsing Tag

maa durga

କେଉଁ ବାହନରେ ଆସିବେ ମା’, ବାହନରେ ଆସିଲେ କଣ ହୁଏ, ଏହାକୁ ନେଇ କଣ ରହିଛି ଭବିଷ୍ୟବାଣୀ ଜାଣନ୍ତୁ

ଗୋଟିଏ ବର୍ଷରେ, ମୁଖ୍ୟତଃ ଦୁଇଟି ନବରାତ୍ରୀ ପାଳନ କରାଯାଏ । ଚୈତ୍ର ମାସ ନବରାତ୍ରୀ ଓ ଆଶ୍ୱିନ ମାସ ନବରାତ୍ରୀ । ଚୈତ୍ର ମାସରେ ପଡୁଥିବା ନବରାତ୍ରୀକୁ ଚୈତ୍ର ନବରାତ୍ରୀ ଓ ଆଶ୍ୱୀନ ମାସ ଶୁକ୍ଳ ପକ୍ଷରେ ପଡୁଥିବା ନବରାତ୍ରୀକୁ ଶାରଦୀୟ ନବରାତ୍ରୀ ବୋଲି କୁହାଯାଏ । ଏହି ଦୁଇଟି ଯାକ ନବରାତ୍ରୀର…

ନବରାତ୍ରିର ୯ ଦିନରେ ମା’ଙ୍କୁ ଏହି ଭୋଗ ଲଗାଇ କରନ୍ତୁ ପୂଜା, ଦୂରେଇ ଯିବ ସବୁ ସଙ୍କଟ

୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । ୯ ଦିନ ରେ ମା’ଙ୍କୁ ଅଲଗା ଅଲଗା ଭୋଗ ଲଗାଇ ପୂଜା କରାଯାଏ । ଏପରି କରିବା ଦ୍ୱାରା ମା’ ଦୁର୍ଗା ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।…

ନବରାତ୍ରୀର ୯ଦିନରେ ମାଁଙ୍କୁ ପିନ୍ଧାନ୍ତୁ ଏହିସବୁ ରଙ୍ଗର ବସ୍ତ୍ର, ପୂରଣ ହେବ ସବୁ ମନସ୍କାମନା

ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ରୀ । ନବରାତ୍ରୀ ସମୟରେ ମାଁଙ୍କର ୯ଟି ରୂପ ପୂଜା କରାଯାଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ନବରାତ୍ରୀ ସମୟରେ ମାଁଙ୍କ ପୂଜ-ଅର୍ଚ୍ଚନା କରିବା ଦ୍ୱାରା ମାଁଙ୍କ ଆଶୀର୍ବାନ ପ୍ରାପ୍ତ ହୋଇଥାଏ। ଏହି ସମୟରେ ମାଁ ଙ୍କର ଶୃଙ୍ଗାର ମଧ୍ୟ ବିଶେଷ ରୂପେ…

ଆସନ୍ତା ୧୭ ଅକ୍ଟୋବରରେ ଆରମ୍ଭ ହେବ ନବରାତ୍ରୀ, ଜାଣନ୍ତୁ ଚଳିତ ବର୍ଷ କେଉଁ ବାହନରେ ଆଗମନ କରିବେ ମାଁ ଦୁର୍ଗା

ଚଳିତ ବର୍ଷ ମଳମାସ ପଡିବା କାରଣରୁ ଶାରଦୀୟ ନବରାତ୍ରୀ ପାଖାପାଖି ଏକ ମାସ ପରେ ଆରମ୍ଭ ହେବ। ହିନ୍ଦୁ ପଞ୍ଚାଗ ଅନୁଯାୟୀ ପ୍ରତ୍ୟେକ ବର୍ଷ ପିତୃପକ୍ଷ ସମାପ୍ତିର ପରଦିନରୁ ହିଁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ। କିନ୍ତୁ ଚଳିତବର୍ଷ ମଳମାସ କାରଣରୁ ପିତୃପକ୍ଷ ସମାପ୍ତି ପରେ ନବରାତ୍ରୀ ପୂଜା…

ଦଶହରାରେ ମା’ ଦୁର୍ଗାଙ୍କର ପ୍ରିୟ ସୁଜି ହାଲୱା ପ୍ରସ୍ତୁତ କରନ୍ତୁ ଏପରି

ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇସାରିଛି । ମା ଦୁର୍ଗାଙ୍କ ପାଇଁ ସମର୍ପିତ ଏହି ନଅ ଦିନ ବହୁତ ପବିତ୍ର ଅଟେ । ଦଶହରାରେ ଶୁଦ୍ଧ ଓ ପବିତ୍ର ମନରେ ପୂଜା କରିବା ଦ୍ୱାରା ମା' ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୂରଣ କରିଥାନ୍ତି । ଶ୍ରଦ୍ଧା ମନରେ ମା'ଙ୍କୁ ଯାହାବି ଦେଲେ ସେ ପ୍ରସନ୍ନ…

ଜାଣନ୍ତୁ କିପରି ହୋଇଥିଲା ମା ଦୁର୍ଗାଙ୍କ ଜନ୍ମ

ମା ଦୁର୍ଗା ଆଦି ଶକ୍ତି, ଭବାନୀ ଏବଂ ଅନ୍ୟ କେତେକ ନାମରେ ଜଣାଶୁଣା। ପୌରାଣିକ କଥା ଅନୁଯାୟୀ ମାଁ ଙ୍କ ଜନ୍ମ ଦୈତ୍ୟମାନଙ୍କ ବିନାଶ ପାଇଁ ହୋଇଥିଲା। ଏହିକାରଣରୁ ବର୍ଷସାରା ମାଁ ଙ୍କ ପୂଜା କରାଯାଇଥଇଲେ ମଧ୍ୟ ନବରାତ୍ରୀ ସମୟରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଉଲ୍ଲେଖ ରହିଛି ନବରାତ୍ରୀରେ…