Browsing Tag

madhya pradesh

ଇନ୍ଦୋର ସରଫାରେ ମିଳୁଛି ସୁନାର କୁଲଫି, ଇନ୍ଦୋର ବୁଲିବାକୁ ଯାଉଥିଲେ ମଜା ନିଶ୍ଚୟ ଉଠାନ୍ତୁ

କେନ୍ୟୁଜ୍‌(ବ୍ୟୁରୋ):  ଚାଲିଛି ଗ୍ରୀଷ୍ମ ପ୍ରଭାବ । ଚାରିଆଡ଼େ ଡହ ଡହ ଖରା । ତାତିରେ ତାଳୁ ଫାଟି ପଡ଼ୁଛି । ଏଥିରେ ପୁଣି ମେ ମାସର ଖରା । ଯେଉଁ ମାସରେ ସବୁଠି ଅଧିକ ଖରା ଅନୁଭୁତ ହୋଇଥାଏ । ଦେଶର ପ୍ରାୟ ସହରରେ ପାରା ୩୦ରୁ ୪୦ ଉପରେ । ତା ତଳକୁ ତ ଖସିବାର ନା ହିଁ ନାହିଁ । ଖରାର ଦାଉରୁ…

ଭାଇ ସହ ଝଗଡ଼ା ପରେ ଭଉଣୀ ଗିଳିଲା ମୋବାଇଲ୍‌, ୨ ଘଣ୍ଟାର ଅପରେସନ୍‌ ପରେ ଜୀବନ ବଞ୍ଚାଇଲେ ଡାକ୍ତର

ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୮ ବର୍ଷୀୟା ଝିଅ ନିଜ ଭାଇ ସହ ଝଗଡ଼ା ପରେ ମୋବାଇଲ୍ ଫୋନ୍ ଗିଳି ଦେଇଥିଲା। ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହୋଇଯିବାରୁ…

ବାଗେଶ୍ୱର ଧାମକୁ ପ୍ରବଚନ ଶୁଣିବାକୁ ନେଲେନି ସ୍ୱାମୀ, ଜୀବନ ହାରିଲା ସ୍ତ୍ରୀ

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଲେନି ସ୍ୱାମୀ, ସେଥିପାଇଁ ସୁଇସାଇଡ କଲେ ମହିଳା । ଘଟଣାଟି ମଧ୍ୟପ୍ରଦେଶର ଅଧାରତାଲ ଥାନା କଞ୍ଚନପୁର ଅଞ୍ଚଳରେ ଘଟିଛି । ପଲ୍ଲବୀ ଚୌଧୁରୀ ନାମକ ଜଣେ ମହିଳା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମହିଳା ଜଣକ ଆତ୍ମହତ୍ୟା…

ନିଶାଡ଼ି ହେଉଛନ୍ତି ମଧ୍ୟ ପ୍ରଦେଶର ଶୁଆ! ସଫା କରିଦେଉଛନ୍ତି ଶହ ଶହ ଏକର ଅଫିମ ଫସଲ, ଚିନ୍ତାରେ ଚାଷୀ

କୁହାଯାଏ, ଅଫିମ ନିଶାରେ ଯିଏ ପଡ଼ିଛି ସିଏ ବଂଶ ବୁଡ଼ାଇ ଦେଇଛି । ଅର୍ଥାତ୍‌, ଏ ନିଶା ଥରେ ଧରିଲେ ଆଉ ଛାଡ଼େ ନାହିଁ । ଏବେ କିଛି ଶୁଆ ଅଫିମ ନିଶାରେ ପଡ଼ି ଚଷୀଙ୍କ ଫସଲ ଲୁଟିବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର କେତେକ ସ୍ଥାନରେ ଅଫିମ ଚାଷୀ ଚିନ୍ତାଜନକ ସ୍ଥିତିରେ ଅଛନ୍ତି। କାରଣ, ଏଠାରେ ଶୁଆ…

ମନ୍ଦିରରେ ପ୍ରେମିକା ସହ ବସି ରୋମାନ୍ସ କରୁଥିଲେ ଯବାନ; ଗାଁର ଯୁବକ ଭିଡିଓ କରିବାରୁ ମୁଣ୍ଡକୁ ମାରିଦେଲେ ଗୁଳି!

ମଧ୍ୟ ପ୍ରଦେଶର ରିଓ୍ଵା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମୋବାଇଲରେ ଭିଡିଓ ରେକର୍ଡ କରିବା ଏବଂ ଫଟୋ ଉଠାଇବାକୁ ନେଇ ସେନାର ଜଣେ ଯବାନ ଯୁବକଙ୍କୁ ଗୁଳି କରିଦେଇଛନ୍ତି। ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି…

ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ବିକିନୀ ଶୋ’! ଖୋଲା ଶରୀର ଦେଖାଇଲେ ମହିଳା, ତାତିଲେ ଲୋକେ

ମଧ୍ୟ ପ୍ରଦେଶର ରତଲାମରେ ଆୟୋଜିତ ଜୁନିଅର ବଡି ବିଲ୍ଡିଂ ପ୍ରତିଯୋଗିତାକୁ ନେଇ ବିବାଦ ଉପୁଜିଛି। ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମହିଳା ପ୍ରତିଯୋଗୀମାନେ ବିକିନୀ ପିନ୍ଧିଥିବାର ନଜର ଆସୁଛନ୍ତି ଏବଂ ଷ୍ଟେଜ୍‌ ଉପରେ ପ୍ରଭୁ ହନୁମାନଙ୍କ…

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଗିରଫ, ଦଳିତ ବାହାଘରରେ ପିସ୍ତଲ ଦେଖାଇ କରିଥିଲେ ପାଟିତୁଣ୍ଡ

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଏବଂ ଅନ୍ୟ ଜଣକୁ ଗିରଫ କରିଛି ପୋଲିସ । ପୋଲିସ ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଶୁଣାଣି ଜାରି ରହିଛି। ସୂଚନାଯୋଗ୍ୟ, ୧୧ ଫେବୃଆରୀରେ ଛତରପୁରର ଏକ ଦଳିତ ପରିବାରର ବିବାହ ଉତ୍ସବରେ ପିସ୍ତଲ ଦେଖାଇ…

୧ ଲକ୍ଷ ସରକାରୀ ଚାକିରି, କଲେଜ ଟପ୍ପର୍ସଙ୍କୁ ଇ-ସ୍କୁଟି! ମଧ୍ୟ ପ୍ରଦେଶ ବଜେଟ୍‌ରେ ହେଲା ଘୋଷଣା

ମଧ୍ୟ ପ୍ରଦେଶ ବିଧାନସଭାରେ ଆଜି ୧ ମାର୍ଚ୍ଚରେ ବଜେଟ୍‌ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ଜଗଦୀଶ ଦେବଡା ବଜେଟ୍‌ ଘୋଷଣାରେ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଅନେକ ଘୋଷଣା କରିଛନ୍ତି। ସରକାର ବଜେଟରେ କୌଣସି ନୂଆ ଟିକସ ପ୍ରସ୍ତାବ ଦେଇନାହାନ୍ତି। ଏହା ବ୍ୟତୀତ ରାଜ୍ୟରେ ୧ ଲକ୍ଷ ସରକାରୀ…

ମଧ୍ୟ ପ୍ରଦେଶ: ବିକାଶ ଯାତ୍ରା ଚାଲିଥିବା ବେଳେ ମନ୍ତ୍ରୀଙ୍କ ଶରୀରରେ ଲଗାଇଦେଲେ ବିଛୁଆତି! ଦେହ, ହାତ କୁଣ୍ଡାଇ କୁଣ୍ଡାଇ…

ମଧ୍ୟ ପ୍ରଦେଶର ଅଶୋକନଗରରେ ବିକାଶ ଯାତ୍ରା ଚାଲିଥିବା ବେଳେ ମନ୍ତ୍ରୀ ବୃଜେନ୍ଦ୍ର ସିଂଙ୍କ ଶରୀରରେ କେହି ଜଣେ ବିଛୁଆତି ପାଉଡର ଲଗାଇ ଦେଇଥିଲେ, ଯାହାଫଳରେ ମନ୍ତ୍ରୀଙ୍କ ଶରୀର ଅସମ୍ଭବ ପ୍ରକାର କୁଣ୍ଡାଇ ହେବାକୁ ଲାଗିଥିଲା। ଶରୀର ଏତେ ମାତ୍ରାରେ କୁଣ୍ଡାଇ ହୋଇଥିଲା ଯେ ମନ୍ତ୍ରୀଙ୍କ ଅବସ୍ଥା…

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର! ଏବେ ମାଗଣାରେ କରିପାରିବେ ବିମାନ ଯାତ୍ରା; ଏହି ରାଜ୍ୟ ସରକାର କଲେ ଘୋଷଣା

ସାରା ଦେଶରେ ବରିଷ୍ଠ ନାଗରିକମାନଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଉଛି। ସରକାରଙ୍କଠାରୁ ଆରମ୍ଭ କରି ରେଲେଓ୍ଵ ଏବଂ ବ୍ୟାଙ୍କ, ସମସ୍ତଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ କ୍ଷେତ୍ରରେ ରିହାତି ମିଳୁଛି। ଆଜି ଆମେ ଆପଣଙ୍କୁ ଏମିତି ଏକ ସୁବିଧା ବିଷୟରେ କହିବୁ, ଯାହା ଅଧୀନରେ ଏବେ ବରିଷ୍ଠ…

ପାରିବାରିକ କଳହ ଯୋଗୁଁ ପତ୍ନୀ ଓ ଦୁଇ ପିଲାଙ୍କୁ କୁରାଢୀରେ ହାଣି ପୋତିଥିଲା ଯୁବକ, ପୋଲିସ କଲା ଗିରଫ

ମଧ୍ୟପ୍ରଦେଶରେ ପୁଣି ଏକ ଲୋକହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ଦୁଇଜଣ ପିଲା ଏବଂ ପତ୍ନୀଙ୍କୁ କୁରାଢୀରେ ହାଣି ହତ୍ୟା କରିଛି । ଆଉ ୩ ଜଣଙ୍କ ମୃତଦେହକୁ ଘର ବାଡିରେ ପୋତି ଦେଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସହର ଠାରୁ ୮ କିମି ଦୂର…

ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ କ’ଣ ପାଇଁ ଚର୍ଚ୍ଚାରେ, ଲୋକେ ନ କହି ମଧ୍ୟ କେମିତି ଜାଣୁଛନ୍ତି ସମସ୍ୟା

ମଧ୍ୟପ୍ରଦେଶର ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେ ଜଣେ ଭାରତୀୟ କଥାପ୍ରବଚକ। ଆଉ ତାଙ୍କୁ ବାଗେଶ୍ୱର ଧାମ ମହାରାଜା ନାମରେ ବେଶ୍‌ ପରିଚିତ । ଧୀରେନ୍ଦ୍ର ଶାସ୍ତ୍ରୀ ବାଗେଶ୍ୱର ଧାମରେ ମୁଖ୍ୟ ପୂଜାରୀ ଏବଂ…