Browsing Tag

make in odisha

ମେକ୍‌ ଇନ ଓଡ଼ିଶା ତୃତୀୟ ସଂସ୍କରଣ ଲାଗି ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍‌: ୩୧ରେ ଦିଲ୍ଲୀରେ ଅନୁଷ୍ଠିତ ହେବ ଓଡ଼ିଶା…

କେନ୍ୟୁଜ୍(ବ୍ୟୁରୋ): ମେକ୍‌ ଇନ ଓଡ଼ିଶା ତୃତୀୟ ସଂସ୍କରଣ ଲାଗି ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍‌। ଆରମ୍ଭ ହୋଇଛି ପ୍ରସ୍ତୁତି। ଦୁବାଇରେ ପରେ ଏବେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଇନଭେଷ୍ଟର୍ସ ମିଟ୍‌। ଅଗଷ୍ଟ ୩୧ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ…

ରାଜ୍ୟ ବାହାରେ ହେବ ମେକ୍‌ ଇନ ଓଡ଼ିଶା ରୋଡ଼ ଶୋ, ଶିଳ୍ପପତିଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ହେବ ଆମନ୍ତ୍ରଣ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ବାହାରେ ହେବ ମେକ୍‌ ଇନ ଓଡ଼ିଶା ରୋଡ଼ ଶୋ । ଶିଳ୍ପ ବିଭାଗ ପକ୍ଷରୁ କରାଯିବ କାର୍ଯ୍ୟକ୍ରମ । ନଭେମ୍ବରରେ ହେବାକୁ ଥିବା ମେକ୍‌ ଇନ ଓଡ଼ିଶା ପୂର୍ବରୁ ଦିଲ୍ଲୀ, କୋଲକାତା, ଚେନ୍ନାଇରେ ହେବ ରୋଡ ଶୋ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟର ତଥା ବିଦେଶରୁ…

ଆସନ୍ତାବର୍ଷ ହେବ ମେକ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ, ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଚାଲିବ ଏହି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆସନ୍ତାବର୍ଷ ହେବ ମେକ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ । ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ୧୧ଟି ଜିଲ୍ଲାରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ ଇନ ଓଡ଼ିଶାରେ…

ସରିଲା ମେକ୍ ଇନ୍ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ, ଶେଷ ଦିନରେ ଲଞ୍ଚ ହେଲା ବାୟୋଟେକ୍‌ ପଲିସି

ଭୁବନେଶ୍ବର : ସରିଲା ମେକ ଇନ ଓଡିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ । ଆଜି ପଞ୍ଚମ ତଥା ଶେଷ ଦିନରେ ଥିଲା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଉପରେ ଅଧିବେଶନ । ଏଥିରେ ଲଞ୍ଚ ହୋଇଛି ବାୟୋଟେକ୍‌ ପଲିସି । ଏହି ପଲିସି ଷ୍ଟାର୍ଟ-ଅପ୍‌ ଓ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିବ ବୋଲି କହିଛନ୍ତି ମୁଖ୍ୟ ଶାସନ…

ଶିଳ୍ପ ମହାକୁମ୍ଭରେ ପୁଞ୍ଜି ନିବେଶ ପାଇଁ ମିଳିଲା ନୂଆ ପ୍ରତିଶୃତି, ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଆସିପାରେ ପ୍ରାୟ ୨୭୫୦…

ଭୁବନେଶ୍ବର : ରାଜ୍ୟରେ ଅଧିକ ବିକଶିତ ହେବ ସ୍ୱାସ୍ଥ୍ୟସେବା । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ୨ହଜାର ୭୫୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ରାଜ୍ୟରେ ଆରମ୍ଭ ହେବ ୧୦୨ ଡିଜିଟାଲ୍‌ ଡିସ୍‌ପେନ୍‌ସରୀ । ଏଥିପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ସମସ୍ତ ମେଡିକାଲରେ କରାଯିବ…

ଆଜି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ‌ର ତୃତୀୟ ଦିନ

ଭୁବନେଶ୍ବର (କେନ୍ଯୁଜ୍) : ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ‌ର ଆଜି ତୃତୀୟ ଦିନ । ଦୁଇଟି ସେସନ୍‌ରେ ବିଭିନ୍ନ ଶିଳ୍ପ କ୍ଷେତ୍ର ଉପରେ ହେବ ଅଧିକ ଆଲୋଚନା । ଟେକ୍‌ ଟକ୍‌, ଏମ୍‌ଏସ୍‌ଏମ୍‌ଇ, ମେଟାଲ ସେକ୍ଟରରେ ଡାଉନଷ୍ଟ୍ରିମ୍‌ ଶିଳ୍ପ, ସ୍ୱାସ୍ଥ୍ୟ ସେବାରେ ନିବେଶ, ଟେକ୍‌ସଟାଇଲ ଆଣ୍ଡ ଆପେରାଲ,…

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ, ସାମିଲ ହେଲେ ଦେଶର ବିଶିଷ୍ଟ ଉଦ୍ଯୋଗପତି ଜାଣନ୍ତୁ କଣ ଦେଲେ ପ୍ରତିଶୃତି

ଭୁବନେଶ୍ବର(କେନ୍ଯୁଜ୍) : ଶିଳ୍ପ ପାଇଁ ଓଡ଼ିଶାରେ ଭଲ ବାତାବରଣ ରହିଛି । ଆର୍ଥିକ ବିକାଶ ସହ ସାମାଜିକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଛି । ଏହା ଦର୍ଶାଇବା ସହ ଓଡ଼ିଶାରେ ହେଉଥିବା ବିକାଶର ପରିବର୍ତ୍ତନ ଧାରରେ ସାମିଲ ହେବାକୁ ଶିଳ୍ପପତିଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଆରମ୍ଭ ହେଲା ୫ ଦିନିଆ ଶିଳ୍ପ ମହାକୁମ୍ଭ ’ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’

ଭୁବନେଶ୍ବର : ଆରମ୍ଭ ହେଲା ୫ ଦିନିଆ ଶିଳ୍ପ ମହାକୁମ୍ଭ । ଉଦଘାଟିତ ହୋଇଛି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ । ଭୁବନେଶ୍ୱର ଜନତା ମୈଦାନରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିଙ୍କୁ ସ୍ୱାଗତ କରି ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ…

କେତେ ସଫଳ ହେବ ମେକ୍‌ ଇନ ଓଡ଼ିଶା ? ସମ୍ମିଳନୀରେ ପ୍ରତିଷ୍ଠିତ ଶିଳ୍ପପତିଙ୍କ ଯୋଗଦାନକୁ ନେଇ ଅଧିକ ପୁଞ୍ଜିନିବେଶ ଆଶା…

ଭୁବନେଶ୍ବର : ଦିନକ ପରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭର ଦ୍ୱିତୀୟ ସଂସ୍କରଣ । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ। ଏଥରର ଯାତ୍ରା, ପ୍ରଥମ ସଂସ୍କରଣଠାରୁ ଅଧିକ ରୋମାଞ୍ଚକର ଥିଲା। ୨୦୧୬ରେ ପ୍ରଥମ ସଂସ୍କରଣ ସଫଳ ଥିଲା। ଦେଢ଼ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ସୁଯୋଗ ସୃଷ୍ଟି ହେଲା। ତେଣୁ…

ମେକ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ,ସମ୍ମିଳନୀର ମୁଖ୍ୟ ଆକର୍ଷଣ ମୁକେଶ ଅମ୍ବାନୀ

ଭୁବନେଶ୍ୱର : ମେକ୍ ଇନ ଓଡ଼ିଶା ଦ୍ୱିତୀୟ ସଂସ୍କରଣ ପାଇଁ ସଜେଇ ହେଉଛି ଭୁବନେଶ୍ୱର ଜନତା ମଇଦାନ । ଏବେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୂଲ୍ୟା ଆଦି ନାଁରେ ତିଆରି ଚାଲିଛି ୬ଟି ବଡ଼ ହଲ୍‌ । ଏଥର ସମ୍ମିଳନୀର ମୁଖ୍ୟ ଆକର୍ଷଣ ପାଲଟିବେ…

ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ କାର୍ଯ୍ଯକ୍ରମ

ଚେନ୍ନାଇ(କେନ୍ଯୁଜ୍) : ମୁମ୍ବାଇ, ଦିଲ୍ଲୀ ପରେ ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । କାର୍ଯ୍ଯକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ମାନୁଫାକ୍‌ଚରିଂ ହବ୍‌ ଭାବେ ଉଭା ହେଉଛି ଓଡ଼ିଶା । ପୁଞ୍ଜିନିବେଶ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ଆଗକୁ…

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ରୋଡ୍‌ ସୋ ପାଇଁ ଆଜି ଚେନ୍ନାଇ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତାକାଲି ଚେନ୍ନାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ । ଏଥିପାଇଁ ଆଜି ଚେନ୍ନାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭାରତରେ ମାନୁଫାକ୍‌ଚରିଙ୍ଗ୍ ହବ୍‌ ଭାବେ ଉଭା ହେଉଛି ଓଡ଼ିଶା । ପୁଞ୍ଜିନିବେଶ ପାଇଁ ପାଲଟିଛି ଆକର୍ଷଣୀୟ ସ୍ଥାନ । ଆଗକୁ ମେକ୍‌ ଇନ୍‌…