Below header
Browsing Tag

malkangiri news

ବୃଦ୍ଧାଙ୍କୁ ମାଡ ମାରି ହାତ ଭାଙ୍ଗିଦେଲେ ସଇତାନ୍ ପୁଅ,ବୋହୂ ଓ ସ୍ବାମୀ, ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ହେଲେ…

ମାଲକାନଗିରି: ପୁଣି ଅଲୋଡା ହେଲା ମା । ବୃଦ୍ଧା ବୟସରେ ପର କରିଦେଲେ ପୁଅ,ବୋହୂ। ସବୁଠାରୁ ଦୁଃଖର ବିଷୟ ପୁଅ,ବୋହୂ ସହିତ ସାମିଲ୍ ଥିଲେ ସ୍ବାମୀ । ସେହି ସ୍ବାମୀ ଯିଏ ସାତ ଜନମ ପାଇଁ ହାତ ଧରି ଆଣିଥିଲେ ସୁଖ ଦୁଃଖର ସାଥି ହେବାପାଇଁ। ତେବେ ସେମାନଙ୍କଠାରୁ ପ୍ରତିଦିନ ଅସହ୍ୟ ମାଡ଼ ଖାଇବା…

ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ଜଣଙ୍କୁ…

ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନ୍‌ଫର୍ମର ସନ୍ଦେହ କରି ଦୁଇ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ। ମୃତକ ହେଲେ ଗଙ୍ଗଲା ଗାଁର ଉପ ସରପଞ୍ଚ ଧନିରାମ କୋରସା ଏବଂ ୱାର୍ଡ…

ମାଲକାନଗିରିରେ ଭିକ୍ଷାବୃତ୍ତି କରୁଥିବା କିନ୍ନରମାନଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅନ୍ଯ କିନ୍ନର,…

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ସରକାରୀ କାର୍ଯ୍ୟରେ ନିୟୋଜିତ କରିଛି। ଗତ କିଛି ମାସ ହେଲା କିନ୍ନର ମନେ ବିଭିନ୍ନ ସରକାରୀ କାର୍ଯ୍ୟରେ ଯୋଗ ଦେଇ ବେଶ ଖୁସିରେ ରହୁଥିବା ବେଳେ, କିଛି କିନ୍ନର ନିଜର ପୁରୁଣା ଅଭ୍ୟାସ ଭିକ୍ଷାବୃତ୍ତିକୁ ପୁଣି…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ପଣସପୁଟରେ ପୁଣି ପ୍ରଜାମେଳି, ଏକାଠି ହେଲେ ୩ ହଜାରରୁ ଅଧିକ ଲୋକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ପଣସପୁଟରେ ପୁଣି ପ୍ରଜାମେଳି । ଏକାଠି ହେଲେ ୩ ହଜାରରୁ ଅଧିକ ଲୋକ । ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ହେବ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଇ ଜୀବନ ଯାପନ କରୁଛନ୍ତି । ଟିକସ ନାଁରେ ସରକାର ଏବଂ ସ୍ଥାନୀୟ ପ୍ରଶାସନ ବିନାଶ କରୁଛନ୍ତି ।…

ମରଣକୁ ନାହିଁ ଭୟ: କର୍ମ ପାଇଁ ଜୀବନକୁ ବାଜି ଲଗାଇ ପେଟରେ ଲାଉ ତୁମ୍ଭା ବାନ୍ଧି ନଦୀ ପାର୍ ହୁଅନ୍ତି ଅଙ୍ଗନବାଡି ଦିଦି

ମାଲକାନଗିରି: କର୍ମ ହିଁ ଭଗବାନ। ଆମ ସମାଜରେ କିଛି ଲୋକେ ନିଜ କର୍ମକୁ ଏତେ ଭଲପାଇବସନ୍ତି ଯେ ସେ ତା ପାଇଁ ସବୁ ବାଧା ବିଘ୍ନକୁ ସାମ୍ନା କରିବାକୁ ପଛାନ୍ତି ନାହିଁ । ଏପରି ଏ ଉଦାହରର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଯେଉଁଠି ଭରା ନଦୀ ପାର ହୋଇ ନିଜ କର୍ମ କ୍ଷେତ୍ରକୁ ଯାଉଛନ୍ତି…

ମାଲକାନଗିରି ସୀମାନ୍ତ ଆନ୍ଧ୍ରରେ ପୋଲିସକୁ ବଡ଼ ସଫଳତା: ୩ କ୍ୟାଡର ମାଓବାଦୀ ମୃତ, ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ୩ କ୍ୟାଡର ମାଓବାଦୀ ମୃତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରର ଭଦ୍ରାଦି କତୁଗୁଡେମ ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଗୁଣ୍ଟାଲା ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏଥିରେ ପୋଲିସର ଏନକାଉଣ୍ଟରରେ ୩ କ୍ୟାଡର ମାଓବାଦୀ ମୃତ ।…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ, ଅପହରଣ ପରେ ୪ ଜଣଙ୍କୁ କଲେ ନୃଶଂସ ହତ୍ୟା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ । ପ୍ରଥମେ  ୪ ଜଣଙ୍କୁ ଅପହରଣ କରିବାପରେ ପ୍ରଜାକୋର୍ଟରେ ପୋଲିସ ଇନଫର୍ମର ସନ୍ଦେହରେ ନୃଶଂସ ଭାବେ ହତ୍ୟା କଲେ ମାଓବାଦୀ । ଶହ ଶହ ଗାଁ ଲୋକଙ୍କ ଉପସ୍ଥିତିରେ ଧାରୁଆ ଆସ୍ତ୍ର ଏବଂ ଠେଙ୍ଗାରେ ପିଟି ପିଟି ଅତି…

ମାଲକାନଗିରି MV-17 ଗାଁ ନିକଟରେ ଅଘଟଣ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଚଳନ୍ତା କାର୍‌ରେ ନିଆଁ

ମାଲକାନଗିରି: ଚଳନ୍ତା କାରରେ ନିଆଁ। ମାଲକାନଗିରି ଜିଲ୍ଲା MV-17 ଗାଁ ନିକଟରେ ଏକ ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏପରି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।…

ମାଲକାନଗିରି ସହର ଭିତରେ ଭାଲୁ, ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ

ମାଲକାନଗିରି : ମାଲକାନଗିରି ସହର ଭିତରେ ପଶିଲା ଭାଲୁ । ସହରର ଜିଏନେମ କଲେଜ ନିକଟକୁ ଭାଲୁ ପଶି ଆସୁଥିବାରୁ ଲୋକ ଭୟଭୀତ ହୋଇପଡିଛନ୍ତି । ସିସିଟିଭି ଫୁଟେଜରେ ଭାଲୁ ସହର ଭିତରକୁ ପଶି ଆସୁଥିବା ଦେଖିବାକୁ ମିଳିଥିଲା । ଭାଲୁ ସହର ଭିତରେ ପଶିଥିଲେ ମଧ୍ୟ କାହାକୁ କ୍ଷତି ପହଞ୍ଚାଇନଥିବା…

ମାଲକାନଗିରିରେ ହୋମ୍ ଡେଲିଭରିର ସୁବିଧା ଯୋଗାଛନ୍ତି ଯୁବପିଢୀ, ‘ଗୋ ଫଟା ଫଟ’ରେ ଅର୍ଡର ଦେଲେ ଘରେ…

ମାଲକାନଗିରି: କରୋନା କାହାର କରିଛି ସର୍ବନାଶ ତ ଆଉ କାହାର କରିଛି ପୁଷ ମାସ। ନିଜ ଗୋଡ଼ରେ ନିଜେ କିଭଳି ଆତ୍ମ ନିର୍ଭରଶୀଳ ହେବ ତାହା ଶିଖାଇ ଦେଇଛି କରୋନା।ସତରେ କିଛି ଯୁବପିଢୀ ପାଇଁ କରୋନା ଦେଖାଇଛି ନୂଆ ରାହା । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଉପାନ୍ତ ମାଲକାନଗିରି ଜିଲ୍ଲାରେ।…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ମାଓ ମେଳି, ଡ୍ରୋନରେ ହେଲା କଏଦ

ମାଲକାନଗିରି: ପୋଲିସର ଡ୍ରୋନ୍ ଅପରେସନ। ଧରାପଡିଲା ମାଓବାଦୀଙ୍କ ଗତିବିଧି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ମାଓ ମେଳି। ଗାଁ ଲୋକଙ୍କ ସାଥିରେ ମିଶି ପୋଲିସକୁ ଟାର୍ଗେଟ କରିବାକୁ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର। ପୋଲିସର ଡ୍ରୋନ୍ କ୍ୟାମେରା…

ମାଓବାଦୀ ବିରୋଧରେ ପୁଣି ଗର୍ଜିଲେ ସ୍ୱାଭିମାନ ଅଞ୍ଚଳବାସୀ, କହିଲେ ସେମାନେ ବନ୍ଧୁକରେ ଡରାଇଲେ ଆମେ ଧନୁ ତିର ଧରି…

ମାଲକାନଗିରି: ମାଓବାଦୀ ବିରୋଧରେ ପୁଣି ଗର୍ଜିଲେ ସ୍ୱାଭିମାନ ଅଞ୍ଚଳବାସୀ। ବିକାଶ ନୁହେଁ ବିନାଶ ଚାହୁଁଛନ୍ତି ମାଓବାଦୀ। ମାଓବାଦୀ ବନ୍ଧୁକରେ ଡରାଇଲେ ଆମେ ଧନୁ ତିର ଧରି ମାଓବାଦୀ ସାଙ୍ଗେ ଲଢ଼ିବା। ଏଭଳି ନାରା ଦେଇ ରାସ୍ତାକୁ ଓଲ୍ହାଇଲେ ସ୍ୱାଭିମାନ ଅଞ୍ଚଳର ହଜାର ହଜାର ଲୋକେ। ଏଭଳି ଦୃଶ୍ୟ…