Browsing Tag

massage

ଜାଣନ୍ତୁ କ’ଣ ରହିଛି ପାଦ ମାଲିସ କରିବାର ଲାଭ? ଦିନସାରାର ଷ୍ଟ୍ରେସରୁ ମିଳିବ ମୁକ୍ତି

ଶରୀରର ସମ୍ପୂର୍ଣ୍ଣ ଓଜନ ଆମ ପାଦରେ ପଡିଥାଏ । ଅନେକ ଥର ଅଧିକ ସମୟ ଧରି ଠିଆ ହେବା, ହିଲ୍ ପିନ୍ଧିବା କିମ୍ବା ବହୁତ ଚାଲିବା ଦ୍ୱାରା ପାଦରେ ଯନ୍ତ୍ରଣା ହୋଇଥାଏ । ଗୋଡରେ ଯନ୍ତ୍ରଣା ହେତୁ ଲୋକମାନେ ଶୋଇପାରନ୍ତି ନାହିଁ ଏବଂ ଅସ୍ଥିର ରହିଥାନ୍ତି । ଯଦି ଆପଣଙ୍କର ଏପରି ସମସ୍ୟା ହେଉଛି ତେବେ…

ଶୀତ ଦିନେ ଶରୀରର ମାଲିସ କରି ପାଆନ୍ତୁ ଆରାମ, ଜାଣନ୍ତୁ ନିୟମ

ଆୟୁର୍ବେଦ ଅନୁଯାୟୀ ଶରୀରକୁ ମସାଜ କରିବାର ଅନେକ ଲାଭ ହୋଇଥାଏ । ବୟସ୍କ ଲୋକ ହୁଅନ୍ତୁ କିମ୍ବା ଛୋଟ ପିଲା ହୁଅନ୍ତୁ, ମସାଜ ସମସ୍ତଙ୍କ ପାଇଁ ବହୁତ ଭଲ ହୋଇଥାଏ । ଶୀତଦିନେ ଶରୀରରେ ଅଧିକ ଯନ୍ତ୍ରଣା ହୋଇଥାଏ, ଯେଉଁଥିପାଇଁ ମସାଜ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଶରୀରକୁ ଡିଟକ୍ସ…

ମସାଜ୍‌ ବାହାନାରେ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ ଯୁବକ, ୭ ଜଣ ମହିଳା ଆଣିଲେ ସମାନ ଅଭିଯୋଗ

ମସାଜ୍‌ କରିବା ବେଳେ ଖରାପ ଢଙ୍ଗରେ ସ୍ପର୍ଶ କରିବା ଭଳି ସଙ୍ଗୀନ୍‌ ଅଭିଯୋଗ ଆସିଛି ଜଣେ ଯୁବକଙ୍କ ବିରୋଧରେ। ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ୭ ଜଣ ମହିଳା ଉକ୍ତ ବ୍ୟକ୍ତିଙ୍କ ଉପରେ ଯୌନ ଶୋଷଣ ନେଇ ଅଭିଯୋଗ କରିଛନ୍ତି। ଆମେରିକାର ହୋଷ୍ଟନ୍‌ର ଜଣେ ବ୍ୟକ୍ତିଙ୍କ ବିରୋଧରେ ଆସିଛି ଏଭଳି…

ଏଠି ପ୍ରଶିକ୍ଷିତ ଯୁବକ, ଯୁବତୀ ନୁହନ୍ତି, ବରଂ ହାତୀ ନିଜ ଗୋଡ଼ରେ କରିଥାଏ ମଣିଷର ମସାଜ !

ଏ ପର୍ଯ୍ୟନ୍ତ ଆପଣ ମସାଜ ପାର୍ଲରଗୁଡ଼ିକରେ ପୁଅ, ଝିଅମାନଙ୍କୁ ମସାଜ କରୁଥିବାର ଦେଖିଥିବେ। କିନ୍ତୁ କେବେ ଆପଣ ଏହା ଭାବିଛନ୍ତି କି, ଯଦି ଗୋଟିଏ ହାତୀ ଆପଣଙ୍କୁ ମସାଜ କରିବ, ତେବେ ଆପଣ କିପରି ଅନୁଭବ କରିବେ? ଏହା ଶୁଣିବାରେ ବଡ଼ ଅଜବ ଲାଗୁଥିବ, କିନ୍ତୁ ବାସ୍ତବରେ ଏଭଳି ମସାଜ ଥାଇଲାଣ୍ଡରେ…

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ମସାଜ ଟିପ୍ସ, ମିଳିବ ଫାଇଦା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀର ପ୍ରତି ଆମ୍ଭେ କମ୍‌ ଧ୍ୟାନ ଦେଉଛେ। ଅଫିସରେ ଅଧିକ ସମୟ ବସି କାମ କରିବା କିମ୍ବା ଅଧିକ ଓଜନଦାର ଜିନିଷ ଉଠାଇବା ସମୟରେ ଅଣ୍ଟାରେ ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏହି ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆକ୍ୟୁପ୍ରେସର ଥେରାପୀର ସାହାଯ୍ୟ…

ଏଠାରେ ହାତରେ ନୁହଁ ମହିଳା ଦାନ୍ତରେ ମସାଜ୍ ଦେଇ କରିଥାନ୍ତି ଥକାପଣ ଦୂର

ସାଧାରଣତଃ ମସାଜ ସେଣ୍ଟର ବା ସ୍ପାରେ ଆପଣମାନେ ମହିଳାଙ୍କୁ ହାତରେ ତେଲ ଲଗାଇ ମସାଜ ଦେଉଥିବାର ଦେଖିଥିବେ। ସେମାନେ ଏପରି ତାଙ୍କ ହାତରେ ମସାଜ ଦେଇଥାନ୍ତି କି ସମସ୍ତ ଥକାପଣ ଦୂର ହୋଇଯାଇଥାଏ। ଏପରିକି ଏବେ ମସାଜ କରିବା ବା ନେବା ଏକପ୍ରକାରର ଟ୍ରେଣ୍ଡରେ ପରିଣତ ହୋଇଛି। ବଡ଼ବଡ଼ ସହରରେ ଦେଖିବାକୁ…