Browsing Tag

mayurbhanj

ମୟୂରଭଞ୍ଜରେ ବଜ୍ରପାତ ନେଲା ୩ ଜୀବନ

ମୟୂରଭଞ୍ଜ(କେନ୍ୟୁଜ୍): ବଜ୍ରପାତ ନେଲା ୩ ଜୀବନ । ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାଇରାଙ୍ଗପୁର ଉପଖଣ୍ଡରେ ଅଭାବନୀୟ ଘଟଣା । ବହଳଦା ଥାନା ମିନଡିହି ଗାଁରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ୩ ଜଣ ମହିଳା ପୋଖରୀରୁ ଗାଧୋଇ ଘରକୁ…

ମୁଖ୍ୟମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ ମୟୁରଭଞ୍ଜର ଦୁଇ ବୃହତ୍‌ ଜଳସେଚନ ପ୍ରକଳ୍ପ

ବାରିପଦା (କେନ୍ୟୁଜ୍‌) : ଦିନକ ପରେ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପିତ କରିବେ ଜିଲ୍ଲାର ୨ଟି ବୃହତ ଜଳସେଚନ ପ୍ରକଳ୍ପ । ରାସଗୋବିନ୍ଦପୁର ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ କରଞ୍ଜିଆ ଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିବେ ।…

ଉଦ୍ଧାର ହେଲା ବିରାଟ ତମ୍ପ ସାପ, ଧରା ପଡିବା ପରେ କେମିତି ଓଗାଳିଲା ଗିଳିଥିବା ଚିଆଁ କୁକୁଡା ଦେଖନ୍ତୁ ଭିଡିଓ

ମୟୂରଭଞ୍ଜ(କେନ୍ୟୁଜ୍): ଉଦ୍ଧାର ହେଲା କୁକୁଡା ଖିଆ ତମ୍ପସାପ। ଧରାପଡିବା ପରେ ଓଗାଳିଲା ଗିଳିଥିବା କୁକୁଡା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନସ୍ଥ ବଡ଼ଖୁଣ୍ଟା ଅଂଚଳରେ। ସୂଚନା ଅନୁସାରେ ଗତ ପ୍ରାୟ ଦୁଇମାସ ହେବ ସ୍ଥାନୀୟ ଅଂଚଳରେ ବହୁ କୁକୁଡ଼ା ମରି…

ମୟୁରଭଞ୍ଜ ବଡ଼ସାହି ବାଲିଘାଟ ସମ୍ପର୍କିତ ମାମଲା: ଏନଜିଟି ଗଠିତ ଯୁଗ୍ମ କମିଟି ଦେଲା ୧୬ କୋଟି ଟଙ୍କାର ପରିବେଶ ଓ…

କଟକ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ବାଲିଘାଟ ସମ୍ପର୍କିତ ମାମଲାରେ ଏନଜିଟିଙ୍କ ଗଠିତ ଯୁଗ୍ମ କମିଟି ୧୬ କୋଟି ଟଙ୍କାର ପରିବେଶ ଓ ରାଜସ୍ବ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ମହୁପୁରା ତହସିଲ ଅନ୍ତର୍ଗତ ବଡ଼ସାହି ବାଲିଘାଟରୁ ଅନୁମତି ଠାରୁ ୨୦…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଆଗରେ ସଂକିର୍ତ୍ତନ ପଛରେ ଛେରା ପହଁରା । ହଜାର ହଜାର ଭକ୍ତଙ୍କ ସମାଗମରେ ବାଜୁଛି ଘଣ୍ଟ,ଶଙ୍ଖ,ବଜା,ଏହା ସହ ଭକ୍ତଙ୍କ ହୁଳହୁଳି ଏବଂ କରତାଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଆଉ ଏହାରି ଭିତରେ ଝୁଲି ଝୁଲି ମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଦଧିବାମନ । ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ…

ବାରିପଦା ରଥଯାତ୍ରାରେ ବଣ୍ଟା ହେଉଥିବା ଶ୍ରଦ୍ଧାଲଡୁର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ, ଜାଣନ୍ତୁ କ’ଣ କୁହେ…

ଦୋଳେ ଚ ଦୋଳଗୋବିନ୍ଦ ଚାପେ ଚ ମଧୁସୂଦନ ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ମାନେ ଦୋଳ ଉତ୍ସବରେ ମାହାପ୍ରଭୁଙ୍କ ଦୋଳ ଗୋବିନ୍ଦ ରୂପ, ଚନ୍ଦନ ସମୟରେ ଚାପରେ ମଧୁସୁଦନ ରୂପ ଏବଂ ଶ୍ରୀଗୁଣ୍ଡିଚାରେ ରଥ ଉପରେ ମହାପ୍ରଭୁଙ୍କର ବାମନ ରୂପ ଦର୍ଶନ କଲେ ମନୁଷ୍ଯ ଆଉ ପୂନର୍ଜନ୍ମ ଲାଭ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମୟୂରଭଞ୍ଜ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ

ମୟୂରଭଞ୍ଜ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ । ବକେୟା ବିଲ୍‌ କରେଇଦେବା ବାବଦକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା । ସପ୍ତମ ବେତନ କମିଶନର ବାକିଆ ୨୦ ପ୍ରତିଶତ ଏରିଅର ବିଲ୍‌…

ଗଛରୁ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମରଶରୀର ଠାବ, ଉଭୟ ନାବାଳକ ନାବାଳିକା

ମୟୂରଭଞ୍ଜ(କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଛାତନା ଗାଁରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଗଛରୁ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛନ୍ତି ନାବାଳକ ଓ ନାବାଳିକା । ଘଟଣସ୍ଥଳରେ ପୋଲିସର ତଦନ୍ତ ଜାରି । ନାବାଳକଙ୍କ ଘର ରାସଗୋବିନ୍ଦପୁର ଥାନା ବେତନା ଗାଁରେ ହୋଇଥିବା ବେଳେ ନାବାଳିକାଙ୍କ…

ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା, ମହାରଣାଠାରୁ ମୂର୍ତ୍ତିକାର ଯାଏଁ ସମସ୍ତେ କାର୍ଯ୍ୟରେ…

ମୟୂରଭଞ୍ଜ: ରଥ ଯାତ୍ରାକୁ ଆଉ ମାତ୍ର ବାକି ଅଛି ହାତ ଗଣତି ଦିନ କେଇଟା। କରୋନା ଯୋଗୁ ଦୁଇ ବର୍ଷ ହେଲାଣି ଭକ୍ତମାନେ କାଳିଆକୁ ରଥରେ ସିଧାସଳଖ ଦେଖିପାରିନାହାନ୍ତି। ଏଣୁ ଏଥରକ ରଥ ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ଓ ଆଗ୍ରହ। କାଳିଆ ପାଇଁ ସବୁଠି ଏବେ ଆଧ୍ୟାତ୍ମିକ ପରିବେଶ। କରୋନା…

ଲାଞ୍ଚୁଆ ତହସିଲଦାରଙ୍କୁ ତିନି ବର୍ଷ ଜେଲ୍ ଦଣ୍ଡ, କାରନାମା ପାଇଁ ଏଭଳି ସଜା

ମୟୁରଭଞ୍ଜ(କେନ୍ୟୁଜ୍):ଲାଞ୍ଚୁଆ ତହସିଲଦାରଙ୍କୁ ଭିଜାଲାନ୍ସ କୋର୍ଟର ଦଣ୍ଡ।  ଲାଞ୍ଜ ନେଇଥିବା ଅଭିଯୋଗରେ ଗତକାଲି  ଶାମାଖୁଣ୍ଟା ବ୍ଲକର ପୂର୍ବତନ ତହସିଲଦାରଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ମିଳିଥିବା ସୂଚନା ମୁତାବକ ଗତ ୨୦୧୪ ମସିହାରେ…

ମୟୂରଭଞ୍ଜ : ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ସହ ବ୍ଲାକମେଲ କରି ଦୁଷ୍କର୍ମ ଘଟଣା,୭ ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ(କେନ୍ୟୁଜ୍):  ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଓ ବ୍ଲାକମେଲ କରି ଦୁଷ୍କର୍ମ ଘଟଣାରେ ୭ ଅଭିଯୁକ୍ତ ଗିରଫ। ବିନ୍ଦାସ ଗ୍ରୁପର ୭ଜଣଙ୍କୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ। ସୁନ୍ଦରଗଡ ଜିଲ୍ଲାରୁ ଜଣେ ଗିରଫ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୨ଜଣ ଓ ୪ ଜଣ ମୟୂରଭଞ୍ଜ ଜିଲ୍ଲାରୁ…

ମୟୂରଭଞ୍ଜ: ଶ୍ୟାମାଖୁଣ୍ଟା ବ୍ଳକରେ ସରପଞ୍ଚ ଫଳାଫଳ ଘୋଷଣାକୁ ନେଇ ବିଡିଓଙ୍କୁ ଆକ୍ରମଣ

କେନ୍ୟୁଜ୍(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନୀ ହିଂସା । ଶ୍ୟାମାଖୁଣ୍ଟା ବ୍ଳକରେ ସରପଞ୍ଚ ଫଳାଫଳ ଘୋଷଣାକୁ ନେଇ ବିଡିଓଙ୍କୁ ଆକ୍ରମଣ । ବ୍ଳକ ପରିସରରେ ଧସେଇ ପଶିଲେ ଶତାଧିକ ଲୋକ । ଆକ୍ରମଣରେ ବିଡିଓ ଯୋଶବନ୍ତ ବେହେରା ଅଚେତ ହୋଇଥିବା ଅଭିଯୋଗ ହୋଇଛି । ବାରିପଦା ସଦର ଥାନା ପୋଲିସ…