Browsing Tag

meerut

ଘର ଲୋକ ବୁଲେଟ ବିକି ଦେଲେ ବୋଲି ନିଜ ଜୀବନ ହାରିଲା ୧୭ ବର୍ଷୀୟ ପିଲା, ମୃତ୍ୟୁ ପରେ କ’ଣ ହୁଏ କରିଥିଲା ଗୁଗଲ ସର୍ଚ୍ଚ

ଗୁଗଲରେ ସର୍ଚ୍ଚ କରି ନିଜ ଜୀବନ ନେଇଗଲା ୧୭ ବର୍ଷୀୟ ପିଲା । ସାଙ୍ଗମାନଙ୍କ ସହ ମନଇଚ୍ଛା ରୟାଲ ଏନଫିଲ୍ଡ ବୁଲେଟରେ ବୁଲୁଥିଲେ ବୋଲି ବିରକ୍ତ ହୋଇ ମା’ ଓ ବଡ଼ ଭାଇ ତାଗିଦ କରି ବୁଲେଟକୁ ବିକ୍ରି କରି ଦେଇଥିଲେ । ଏହି କଥାରେ ରାଗି ଯାଇ ୯ମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୭ ବର୍ଷୀୟ ପିଲା ନିଜକୁ ନିଜେ…

ପିଲାକୁ ଜନ୍ମ ଦେବା ପରେ ମୁହଁ ଦେଖିପାରିଲାନି ମା’, ୱାର୍ଡକୁ ସିଫ୍ଟ ହେବା ସମୟରେ ଲିଫ୍ଟ ଖସିବା ଯୋଗୁ ଚାଲିଗଲା ଜୀବନ

ଉତ୍ତରପ୍ରଦେଶ ମେରଠର ଲୋହିଆ ନଗର ଥାନା ଅନ୍ତର୍ଗତ ଏକ ଘରୋଇ ହସପିଟାଲରେ ଲିଫ୍ଟ ଖସିପଡିବା ଯୋଗୁଁ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି । ଏହି ଘଟଣାରେ ୨ ଜଣ ଷ୍ଟାଫଙ୍କ ସହିତ ୩ ଜଣ ଆହତ ହୋଇଛନ୍ତି । ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକ ହସପିଟାଲରେ ଭଙ୍ଗାରୁଜା କରିଛନ୍ତି । ଖବର ମୁତାବକ,…

ମୁଣ୍ଡରେ ଟ୍ୟୁବ ଲାଇଟ, ଛାତିରେ ଭାଙ୍ଗୁଛନ୍ତି ପଥର; ଅଦ୍ଭୁତ କଳା ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ

ଆପଣ ନିଶ୍ଚୟ ବିଭିନ୍ନ ପ୍ରାକରର ଚମତ୍କାର ବା ଦୁଃସାହସିକ କାର୍ଯ୍ୟକଳାପ ପ୍ରଦର୍ଶନ କରୁଥିବା ଦେଖିଥିବେ । ସାଧାରଣ ଲୋକ ବିନା ଅଭ୍ୟାସରେ ଏପରି କଳା ପ୍ରଦର୍ଶନ କରିପାରିବେ ନାହିଁ । କିଛି ଲୋକ ଏପରି ଅଛନ୍ତି ଯେ ସେମାନେ ନିଜ ଚେଷ୍ଟା ମାଧ୍ୟମରେ ବିଭିନ୍ନ ପ୍ରକାର ଚମତ୍କାର କଳା ପ୍ରଦର୍ଶନ…

ମେରଠ : ଶୋଇଥିବା ବେଳେ ଭୁଶୁଡି ପଡିଲା ୩ ମହଲା କୋଠା, ୧୦ ମୃତ, ଜୀବଜନ୍ତୁ ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରପ୍ରଦେଶ ମେରଠରେ ଶୋଇଥିବାବେଳେ ଭୁଶୁଡି ପଡ଼ିଲା ୩ ମହଲା ବିଲିଡିଂ । ଭଗ୍ନାବଶେଷ ତଳେ ଚାପି ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ ୧୫ ଜଣ ଚାପି ହୋଇ ରହିଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଖବର ମୁତାବକ, ଉତ୍ତର ପ୍ରଦେଶ ମେରଠ…

ମେରଠ: ବିଦ୍ୟୁତ୍‌ ତାରରେ ବାଜିଲା ୨୪ ଫୁଟ୍‌ର କାଉଡ଼ି ଭାର, ପୋଡ଼ି ହୋଇ ୭ କାଉଡ଼ିଆ ଗୁରୁତର

ଉତ୍ତର ପ୍ରଦେଶର ମେରଠରେ କାଉଡ଼ି ଯାତ୍ରା ବେଳେ ଘଟିଛି ଏକ ବଡ଼ ଦୁର୍ଘଟଣା । ଏଠାରେ ୨୪ ଫୁଟ୍‌ର ଏକ ସୁସଜ୍ଜିତ କାଉଡ଼ି ଭାର ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ୭ ଜଣ କାଉଡ଼ିଆ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ମେରଠର ବାଗପତ୍‌ ଫ୍ଲାଏଓଭର ନିକଟରେ ଏହି ଘଟଣା ଘଟିଛି ।…

ଭଉଣୀର ହଳଦୀ କାର୍ଯ୍ୟକ୍ରମରେ ନାଚୁଥିବାବେଳେ ସାନ ଭଉଣୀକୁ ଆସିଲା ହାର୍ଟଆଟାକ୍‌, ବନ୍ଦ ହେଲା ବାହାଘର

ଉତ୍ତରପ୍ରଦେଶ ମେରଠରେ ଘଟିଛି ହୃଦୟ ବିଦାରକ ଘଟଣା । ନିଜ ଭଉଣୀ ବାହାଘରରେ ନାଚୁଥିବା ବେଳେ ଚାଲିଗଲା ସାନ ଭଉଣୀ ଜୀବନ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ସମସ୍ତେ ନାଚୁଥିବା ବେଳେ ୧୯ ବର୍ଷୀୟ ଯୁବତୀଙ୍କୁ ହାର୍ଟଆଟାକ ଆସିଥିଲା । ଆଉ ଘଟଣା ସ୍ଥଳରେ…

ପ୍ରଧାନମନ୍ତ୍ରୀ ମୋଦି ଆଜି ମେରଠ ରାଲିରେ ଫୁଙ୍କିବେ ନିର୍ବାଚନୀ ବିଗୁଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶର ମେରଠରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବେ । ଏହି ରାଲିରେ ପିଏମ୍‌ ମୋଦିଙ୍କ ସହ ଏନଡିଏ ସହଯୋଗୀ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି)ର ମୁଖ୍ୟ ଜୟନ୍ତ ଚୌଧୁରୀ ଏବଂ ମେରଠରୁ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ ମଧ୍ୟ ସାମିଲ ହେବେ ।…

ମୋବାଇଲକୁ ଚାର୍ଜରେ ରଖି ଗେମ୍‌ ଖେଳୁଥିଲେ ପିଲା, ସର୍ଟସର୍କିଟରୁ ଘରେ ଲାଗିଲା ନିଆଁ, ୪ ପିଲା ମୃତ

ମେରଠର ପଲ୍ଲବପୁରମ ଅଞ୍ଚଳରେ ମୋବାଇଲ ଚାର୍ଜ ସମୟରେ ସର୍ଟସର୍କିଟ ହେବାରୁ ୪ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ଘଟଣାରେ ମୃତ ପିଲାଙ୍କ ବାପା ମା ଆହତ ହୋଇଛନ୍ତି । ପୋଲିସ ସୂଚନା ମୁତାବକ, ରବିବାର ସକାଳ ପଲ୍ଲବପୁରମ ଥାନା ଅଞ୍ଚଳରେ ଜନତା କଲୋନୀରେ ଜୋନୀ ନାମକ ଜଣେ ବ୍ୟକ୍ତି ଶନିବାର ରାତିରେ…

ମସ୍କୋରେ ଥିବା ଭାରତୀୟ ଦୂତାବାସ କର୍ମଚାରୀ ଗିରଫ, ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ

ଉତ୍ତର ପ୍ରଦେଶ ମେରଠରୁ ଜଣେ ପାକିସ୍ତାନର ISI ଏଜେଣ୍ଟ ଗିରଫ କରିଛି ଏଟିଏସ୍‌ । ରୁଷ ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ନିୟୋଜିତ ଥିଲେ ଗିରଫ ହୋଇଥିବା ବ୍ୟକ୍ତି । ଗିରଫ ISI ଏଜେଣ୍ଟ ହେଉଛନ୍ତି ସତ୍ୟେନ୍ଦ୍ର ସିୱାଲ । ତାଙ୍କ ପାଖରୁ ୨ଟି ମୋବାଇଲ ଫୋନ୍, ଗୋଟିଏ ଆଧାର କାର୍ଡ,ପାନ୍ କାର୍ଡ ଓ…

ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ମୃତ, ଅନେକ ଆହତ

ଉତ୍ତରପ୍ରଦେଶ ମେରଟରେ ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସଂପୂର୍ଣ୍ଣ ବିଲିଡିଂ ଭୁଶୁଡି ପଡିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପରେ ସ୍ଥାନୀୟ ପ୍ରଶାସନ…

ପ୍ରଥମେ ପୂଜା କରି କ୍ଷମା ମାଗିଲା, ତା’ ପରେ ଲଡୁ ଗୋପାଳଙ୍କୁ ଚୋରାଇ ନେଲା ଚୋର

ଭଗବାନ ମୋତେ କ୍ଷମା କରିଦେବେ ’ ମୁଁ ନିରୁପାୟ ହୋଇ ଆପଣଙ୍କୁ ଚୋରି କରୁଛି । ଏମିତି କରି ଠାକୁରଙ୍କୁ ପୂଜା କରିବା ପରେ ଚୋରି କରିଛି ଚୋର । ଉତ୍ତରପ୍ରଦେଶର ମେରଟରେ ଲଡୁ ଗୋପାଳଙ୍କର ମୂର୍ତ୍ତି ଚୋରି କରିବା ବେଳେ ଚୋର ଆପଣାଇଛି ଏଭଳି ଉପାୟ । ଚୋର ପ୍ରଥମେ ସାଧାରଣ ଭକ୍ତଙ୍କ ପରି ମନ୍ଦିରରେ…

ଅଧାରେ ରହିଗଲା ମହାଦେବଙ୍କୁ ଜଳଲାଗି, ବିଦ୍ୟୁତ ସଂସ୍ପର୍ଶରେ ଆସି ୬ କାଉଡିଆ ମୃତ

ହରିଦ୍ୱାରରୁ ପାଣିଭରା ଆଣିଥିବା କାଉଡିଆ ଯାତ୍ରୀଙ୍କ ଡିଜେ ୧୧ କେ.ଭି ଲାଇନ ସମ୍ପର୍କରେ ଆସି ୬ କାଉଡିଆଙ୍କ ମୃତ୍ୟୁ ହୋଇଛି।  ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲି ଚୌହାନ ଗାଁରେ ଏହି ଅଘଟଣ ଘଟିଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କାଉଡ଼ିଆଙ୍କ ଗାଡ଼ି । ଏଥିରେ ୬ ଜଣ କାଉଡ଼ିଆଙ୍କ…