ବିନା ପେଟ୍ରୋଲରେ ଚାଲିବ ଅନେକ କିଲୋମିଟର, Mercedes ଲଞ୍ଚ କଲା ନୂଆ କାର୍
ଜର୍ମାନୀର ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ ମର୍ସିଡିଜ୍ ଭାରତରେ ଏକ ନୂତନ କାର ଲଞ୍ଚ କରିଛି । ଏହାର ଲାଇନ୍ଅପ୍ ବିସ୍ତାର କରି କମ୍ପାନୀ ଏକ ନୂଆ C 63 SE ପରଫରମାନ୍ସ ଲଞ୍ଚ କରିଛି । ମର୍ସିଡିଜ୍ ର ନୂଆ କାର୍ ହାଇବ୍ରିଡ୍ ଇଞ୍ଜିନ୍ ଏବଂ ଅନେକ ନୂତନ ଫିଚର୍ସ ସହିତ ଅଣାଯାଇଛି । ତେବେ…