ଅପେରା ଦେଖିବା ହେଲା କାଳ, ପୁରୋହିତଙ୍କ ଘରେ କଳାକନା ବୁଲାଇଲା ଚୋର
ମୋହନା(କେନ୍ୟୁଜ) : ଅପେରା ଦେଖିବା ପଡିଲା ମହଙ୍ଗା । ରାତିରେ ପରିବାର ସହ ଅପେରା ଦେଖିବା ପାଇଁ ଯାଇଥିବା ବେଳେ ଗଜପତି ଜ଼ିଲ୍ଲା ଚନ୍ଦ୍ରଗିରି ଗ୍ରାମ ଜଗନ୍ନାଥ ମନ୍ଦିର ପୂଜକଙ୍କ ଘରେ କଳାକନା ବୁଲାଇଛି ଚୋର l ପୁରୋହିତ ଧୋବା ପଣ୍ଡା ଗ୍ରାମରେ ମଞ୍ଚସ୍ଥ ହେଉଥିବା ଅପେରା ଦେଖିବା ପାଇଁ…