Browsing Tag

monday

ଶିବଲିଙ୍ଗ ଉପରେ କାହିଁକି ଚଢା ଯାଏ ଶମି ପତ୍ର ? ଜାଣନ୍ତୁ ପୂଜା କରିବାର ବିଧି ଓ ମହତ୍ୱ

ଭଗବାନ ଶିବଙ୍କୁ ଦେବଙ୍କ ଦେବ ମହାଦେବ କୁହାଯାଏ । କୁହାଯାଏ କି ଶିବ ଶଙ୍କର ସ୍ୱଭାବରେ ବହୁତ କୋମଳ ଓ ଦୟାଳୁ ହୋଇଥାନ୍ତି ।  ଭଗବାନ ଶିବଙ୍କୁ  ଖୁସି କରିବା ଏତେ ସହଜ ହୋଇନଥାଏ । ତେବେ ହିନ୍ଦୁ ଧର୍ମରେ ମହାଦେବଙ୍କ ପୂଜା ବହୁତ ଖାସ ହୋଇଥାଏ । ଶିବଲିଙ୍ଗକୁ ପୂଜା କରିବାର ଅନେକ ପ୍ରକାରର ବିଧି…

ଶ୍ରାବଣ ଦ୍ୱିତୀୟ ସୋମବାରରେ ଶୈବପୀଠରେ ଜଳାଭିଷେକ ପାଇଁ ବାହାରିଛନ୍ତି କାଉଡ଼ିଆ

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ। ପବିତ୍ର ଶ୍ରାବଣ ମାସ ଭଗବାନ ଭୋଳାନାଥଙ୍କୁ ବିଶେଷ ଭାବେ ସମର୍ପିତ କରାଯାଇଥାଏ। ଏହି ମାସରେ ପ୍ରତ୍ୟେକ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ମାଇଲ ମାଇଲ ବାଟ ଖାଲି ପାଦରେ ଚାଲି କାନ୍ଧରେ କାଉଡି ଭାର ଧରି ଭଗବାନଙ୍କ ନିକଟକୁ ଯାଇଥାନ୍ତି। ଆଖପାଖରେ ଥିବା ମନ୍ଦିର ସହ…

କାଲି ଶ୍ରାବଣ ମାସ ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈବପୀଠ

ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭକ୍ତ ଆଉ ଭଗବାନଙ୍କର ହେବ ଏଥରକ ପୁଣିଥର ମହା ମିଳନ । ଏଥିପାଇଁ କାଉଡିଆ ମାନେ ପାଣି ଲାଗି ପାଇଁ ଜଳାଶୟରୁ ବାହାରିଛନ୍ତି । କାନ୍ଧରେ ବାହୁଙ୍ଗି ଧରି ମହାଦେବଙ୍କ ନାଁ ଜପି ଜପି ଶ୍ରଦ୍ଧାଳୁ…

ଆଜି ବୈଶାଖ ମାସର ପ୍ରଥମ ସୋମବାର, ନଦୀରୁ ପାଣି ଆଣି ବାବା ଆଖଣ୍ଡଳମଣୀଙ୍କ ଉପରେ ଜଳଲାଗି କଲେ ଶହ ଶହ ଗୋପାଳ ଭକ୍ତ

ଚାନ୍ଦବାଲି(କେନ୍ୟୁଜ୍): ବୈଶାଖ ମାସର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ। ସକାଳୁ ଶହ ଶହ ଗୋପାଳ ଭକ୍ତ ବାବା ଆଖଣ୍ଡଳମଣୀଙ୍କ ଉପରେ ଜଳଲାଗି କରିଛନ୍ତି। ଗୋପାଳ ଭକ୍ତମାନେ ବିଭିନ୍ନ ନଦୀରୁ ପାଣି ଆଣି ପୀଠକୁ ଆସିଥିଲେ।…

ସଂକଟରୁ ମୁକ୍ତି ପାଇବା ପାଇଁ ସୋମବାର ଦିନ କରନ୍ତୁ ଏହି ଉପାୟ

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ କିଛି ଦେବତାଙ୍କୁ ଉତ୍ସର୍ଗ କରାଯାଇଥାଏ। ସେହିପରି ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ, ସୋମବାର କିଛି ସରଳ ପଦକ୍ଷେପ ଗ୍ରହଣ କରି ଶିବଙ୍କର ଅସୀମ କୃପା ପାଇପାରିବେ। ବିଶ୍ୱାସ କରାଯାଏ ଯେ ଏହି…

ଶ୍ରାବଣ ସୋମବାରରେ ଘରକୁ ନିଶ୍ଚୟ ଆଣନ୍ତୁ ଏହି ୪ଟି ଜିନିଷ, ଚମକିବ ଭାଗ୍ୟ

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଧର୍ମ ମାସ ବୋଲି କୁହାଯାଏ। ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ। ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଚଳିତବର୍ଷ ଜୁଲାଇ ୨୬ ତାରିଖରେ ପଡ଼ୁଛି ଶ୍ରାବଣ ମାସର ପ୍ରଥମ ସୋମବାର। କୁହାଯାଏ, ଯଦି…

ଆଜି ସୋମବାର, ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ

ଆଜି ସୋମବାରରେ ଭଗବାନ ଶିବଙ୍କ ଆରାଧନା କରନ୍ତୁ । ପାଠ କରନ୍ତୁ ଏହି ମନ୍ତ୍ର । ॐ त्र्यम्बकं यजामहे सुगन्धिं पुष्टिवर्धनम् उर्वारुकमिव बन्धनान् मृत्योर्मुक्षीय मामृतात् ॥

ସୋମବାର ଦିନ ଏପରି କରନ୍ତୁ ଭଗବାନ ଶଙ୍କରଙ୍କ ପୂଜା, ଜୀବନରୁ ଦୂର ହେବ ସବୁ ଭୟ

ହିନ୍ଦୁ ଶାସ୍ତ୍ରରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ-ଦେବତାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଦିନ ଭଗବାନ ଶିବଙ୍କ ଦିନ ବୋଲି ଉଲ୍ଲେଖ କରାଯାଇଛି।ଭଗବାନ ଶଙ୍କର ଭକ୍ତର ପୂଜାରେ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି। ତେବେ ଆସନ୍ତୁ…

ଆଜି ଶ୍ରାବଣର ପ୍ରଥମ ସୋମବାର, ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ

ଭୁବନେଶ୍ୱର : ଆଜି ଶ୍ରାବଣର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ । ଦେବ ଦେବ ମହାଦେବଙ୍କୁ ଜଳ ଲାଗି ପାଇଁ ଶୈବାଳୟରେ କାଉଡ଼ିଆଙ୍କ ଭିଡ଼ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ପୁରୀର ବାବା ଲୋକନାଥ, ଭଦ୍ରକର ଆରଡି, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଢେଙ୍କାନାଳର କପିଳାସ ଓ ନୟାଗଡ଼ର…

ଶ୍ରାବଣ ସୋମବାରରେ କାଉଡିଆ ମୃତ

କଟକ : ସେପଟେ କଟକ ଧବଳେଶ୍ୱର ପୀଠରେ ମହାଦେବଙ୍କୁ ଜଳଲାଗି କରିବା ପୂର୍ବରୁ ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଛି । ପାଇକପୁର ପୋଲ ନିକଟରୁ ପ୍ରଶାସନ ଜଣେ କାଉଡିଆଙ୍କୁ ଠାବ କରିଥିଲା । ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ…