Browsing Tag

money

ଏହି ମହାପୁରୁଷଙ୍କ କଥା ମାନିଲେ ଆପଣଙ୍କ ଘରେ ବି ହେବ ଧନର ବର୍ଷା

ଯଦିବା ଧନ ଜୀବନରେ ସୁଖ ଭରି ପାରି ନଥାଏ କିନ୍ତୁ ଏକ ଉନ୍ନତ ଜୀବନ ଧାରଣ ପାଇଁ ଏହାର ଆବଶ୍ୟକତାକୁ କେହି ଟାଳି ପାରିବେ ନାହିଁ । ମଣିଷର ଜରୁରୀ ଆବଶ୍ୟକତା ଖାଦ୍ୟ, ବସ୍ତ୍ର, ବାସଗୃହକୁ ପୂରଣ କରିବା ପାଇଁ ତ ଧନ ଦରକାର ହୋଇଥାଏ । ଧନ ଅର୍ଜନ କରିବା ପାଇଁ ଏକ ସାଧାରଣ ଲୋକ ଟିଏ ମୁଣ୍ଡ ଝାଳ କୁ…

ଆପଣଙ୍କଠାରୁ ଅଧିକ ରୋଜଗାର କରୁଛନ୍ତି କି ପତ୍ନୀ, ଏଭଳି ଭାବେ କରନ୍ତୁ ଫ୍ୟାମିଲି ମ୍ୟାନେଜମେଣ୍ଟ

ଆଜିକାଲିର ମହିଳା ଆଉ ଆଗ ଭଳି ଘରକୋଣରେ ରହିବାକୁ ପସନ୍ଦ କରୁନାହାନ୍ତି। ଉଚ୍ଚ ଚିନ୍ତାଧାରା ଓ ଆଗକୁ ବଢ଼ିବାର ମନୋବୃତ୍ତି ନେଇ ଆଜିର ନାରୀ ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଆଗକୁ ବଢ଼ୁଛନ୍ତି। ବର୍ତ୍ତମାନ ସ୍ତ୍ରୀମାନେ ପୁରୁଷଙ୍କଠାରୁ କେଉଁ ଗୁଣରେ କମ୍‌ ନୁହଁନ୍ତି। ମହିଳାଙ୍କ ନେତୃତ୍ୱରେ ଏବେ…

ଭିକାରୀର ଝୁମ୍ପୁଡ଼ିରୁ ମିଳିଲା ଏତେ ପଇସା, ଗଣୁ ଗଣୁ ହୋଇଗଲା ରାତି, ପରଦିନ ବି ହିସାବ ଲଗେଇ ପାରିଲାନି ପୋଲିସ!

ମୁମ୍ବାଇରେ ଜଣେ ଭିକାରୀର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଯାହା ଦେଖିଲା, ଆଖି ଖୋସି ହୋଇଗଲା। ଘରେ ଏତେ ପରିମାଣର ପଇସା ଥିଲା ଯେ ପୋଲିସର ହୋସ୍ ଉଡ଼ିଗଲା। ଦୁଇଦିନ ଧରି ପୋଲିସ ସେଠାରେ ହିସାବ-କିତାବ ଚଲେଇଲା। ମିଡିଆ ରିପୋର୍ଟ ଅନୁସାରେ, ରେଲେଓ୍ଵ ପୋଲିସ ଜଣେ…

ପ୍ରତ୍ୟେକ ଦିନ ମାତ୍ର ‘୫୦ ଟଙ୍କା’ ସେଭିଙ୍ଗ୍‌ କରି ପାଇପାରିବେ ୧୦ ଲକ୍ଷ ଟଙ୍କା, ଏହା ହେଲା ସହଜ ଉପାୟ

ପ୍ରତ୍ୟେକ ଦିନ ଯଦି ଆପଣ କିଛି ପଇସା ବଞ୍ଚାଇ ନିବେଶ କରିବା ଆରମ୍ଭ କରିବେ, ତା’ ହେଲେ ଏହା ଆପଣଙ୍କୁ ଧାର୍ଯ୍ୟ ସମୟରେ ଏକ ମୋଟା ଅଙ୍କର ଲାଭ ଦେଇପାରିବ। ଆପଣ ଭାବୁଛନ୍ତି କି ୫୦ ଟଙ୍କା ପ୍ରତିଦିନ ସେଭିଙ୍ଗ୍‌ କରି କ’ଣ ୧୦ ଲକ୍ଷ ଟଙ୍କା ପାଇହେବ? ହଁ, ଏହା ସମ୍ଭବ। ଏକ ଭଲ ଯୋଜନାରେ ପ୍ରତିଦିନ…

ଟଙ୍କା ଖର୍ଚ୍ଚ କରିବା ସମୟରେ ଧ୍ୟାନରେ ରଖନ୍ତୁ ଏହି ୧୪ ଟିପ୍ସ, ନଚେତ୍ ଆୟଠୁ ଦୁଇ ଗୁଣା ହୋଇଯିବ ବ୍ୟୟ

ଘରକୁ ଭଲ ଭାବରେ ଚଲାଇବା ପାଇଁ ଟଙ୍କାର ମ୍ୟାନେଜମେଣ୍ଟ କରିବା ବହୁତ ଜରୁରୀ । ଏହା ଦ୍ବାରା ଆପଣ ଆପଣଙ୍କ ଟଙ୍କାର ସଠିକ୍ ବ୍ୟବହାର କରିପାରିବେ । ଏହା ସହ ସଞ୍ଚୟ ମଧ୍ୟ କରିପାରିବେ । ସେଥିପାଇଁ ଆଜି ଆମେ କହିବୁ କିଛି ଟିପ୍ସ । ଯାହାକୁ ଖର୍ଚ୍ଚ ବେଳେ ଧ୍ୟାନରେ ରଖିଲେ ଭବିଷ୍ୟତରେ ହଇରାଣ ହେବେ…

ସୋର: ଲକ୍ଷ ଲକ୍ଷ ଟଙ୍କା ହଡପ କରି ପୋଷ୍ଟମାଷ୍ଟର ଫେରାର, ପ୍ରତିବାଦରେ ତାତିଲେ ଲୋକେ

ସୋର: କେଦାରପୁର ପୋଷ୍ଟ ଅଫିସ୍ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ପ୍ରତିବାଦରେ ତାତିଲେ ଅଞ୍ଚଳବାସୀ। ଗତ ୧୪ ତାରିଖରୁ ପୋଷ୍ଟମାଷ୍ଟର ଫେରାର ଥିବାରୁ ଲୋକମାନେ ତାଙ୍କ ପିଇସା ଫେରିପାଇବା ପାଇବେ କି ନାହିଁ ସନ୍ଦେହରେ ଅଛନ୍ତି। ଘଟଣାର ତଦନ୍ତ ପାଇଁ ସୋର ମୁଖ୍ୟ ପୋଷ୍ଟ ଅଫିସରୁ ଏକ ୧୦ ଜଣିଆ ଟମ…

୨୦ ହଜାରରୁ ଅଧିକ ଟଙ୍କା ନେଣଦେଣ କରୁଥିଲେ ସାବଧାନ ! ଆସିପାରେ ଆୟକର ବିଭାଗର ନୋଟିସ୍

ନୂଆଦିଲ୍ଲୀ : ପ୍ରୋପଟି ରଜେଷ୍ଟ୍ରେସନର ନୂଆ ନିୟମ ଅନୁଯାୟୀ ଏବେ ଅଧିକ ଟଙ୍କା ନେଣଦେଣ କରୁଥିବା ଗ୍ରାହକଙ୍କୁ ଆୟକର ବିଭାଗ ତରଫରୁ ନୋଟିସ ଆସିବ। ସୂଚନା ମୁତାବକ, ଆୟକର ବିଭାଗ ତରଫରୁ ଅସେସମେଣ୍ଟ୍ ବର୍ଷ ୨୦୧୮-୧୯ ମଧ୍ୟରେ ୨୭ ହଜାର ଲୋକଙ୍କର ୨୬,୮୩୦ ଟି ଟ୍ରାଞ୍ଜାକସନର ମାମଲାକୁ ଚିହ୍ନଟ…

ବଢ଼ୁଥିବା ପେଟ୍ରୋଲ ଏବଂ ହ୍ରାସ ପାଉଥିବା ଟଙ୍କାର ମୂଲ୍ଯ ମଧ୍ୟରେ ଏପରି କରନ୍ତୁ ସଞ୍ଚୟ

ସଞ୍ଚୟ ଏବଂ ନିବେଶ ଜରୀଆରେ ଧନୀ ହେବା ପାଇଁ ଅନୁଶାସନ ପୂର୍ଣ୍ଣ ଭାବେ ଆପଣଙ୍କ ଅର୍ଥ ବ୍ଯବସ୍ଥାକୁ ନିୟନ୍ତ୍ରଣରେ ଆଣାଯିବ ଆବଶ୍ଯକ। ଏଥିପାଇଁ ମୁଦ୍ରାସ୍ପିତି ଏବଂ ଆର୍ଥକ ଫେରସ୍ତର ସମସ୍ତ ବ୍ଯବସ୍ଥା ବିଷୟରେ ଜ୍ଞାନ ଥିବା ଦରକାର। ଆପଣଙ୍କ ମାସିକ ଆମଦାନୀ ଯେତେ ହେଉନା କାହିଁକି କିନ୍ତୁ ତାହାର…

ବିମୁଦ୍ରୀକରଣ ପରେ ଫେରିଛି ୯୯.୩ ପ୍ରତିଶତ ପୁରୁଣା ନୋଟ : ଆରବିଆଇ ରିପୋର୍ଟ

ନୂଆଦିଲ୍ଲୀ : ବିମୁଦ୍ରୀକରଣ ଘୋଷଣା ପରେ ୯୯. ୩ ପ୍ରତିଶତ ପୁରୁଣା ୫ଶହ ଓ ୧ ହଜାର ଟଙ୍କିଆ ନୋଟ ‌ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ – ଆରବିଆଇକୁ ଫେରିଛି। ଏ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି । ୨୦୧୬ ନଭେମ୍ବର ୮ ତାରିଖରେ ବିମୁଦ୍ରୀକରଣ…