Browsing Tag

monsoon odisha

ରାଜ୍ୟରେ ମୌସୁମୀ ସକ୍ରିୟ: ୧୦ ପରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର (କେନ୍ୟୁଜ): ଗାଙ୍ଗେୟ-ପଶ୍ଚିମବଙ୍ଗ ଉପତ୍ୟକାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଉତ୍ତର ଓଡ଼ିଶା ଅଞ୍ଚଳ ବାୟୁମଣ୍ଡଳର ୧.୫ରୁ ୭.୬ କିମି ମଧ୍ୟରେ ସକ୍ରିୟ ରହିଛି। ପ୍ରଭାବରେ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ,…

ଗରମରୁ ମିଳିଲା ଆଶ୍ୱସ୍ତି: ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଦୁଇ ଦିନରେ ସାରା ରାଜ୍ୟକୁ ଅଗ୍ରସର ହେବ

ଭୁବନେଶ୍ୱର (କେନ୍ୟୁଜ): ଭିଜିଲା ରାଜ୍ୟ। ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି। ରାଜ୍ୟରେ ଆରମ୍ଭ ହୋଇଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା । ମାଲକାନଗିରି ସହ କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଭାଗରେ ମୌସୁମୀ ପ୍ରବେଶ କରିଛି। ଦିନେ ୨ ଦିନ ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ବାୟୁ…

ଗତ ୨୪ଘଣ୍ଟାରେ ରାଜ୍ୟରେ ସ୍ୱାଭାବିକଠାରୁ ୮୧ ପ୍ରତିଶତ ଅଧିକ ବର୍ଷା: ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ୟୁଜ): ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମୌସୁମୀ ଛୁଇଁବା ଯୋଗୁଁ ଗତ ୨୪ଘଣ୍ଟାରେ ରାଜ୍ୟରେ ସ୍ୱାଭାବିକଠାରୁ ୮୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ କହିଛି, ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ…

ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଛୁଇଁବ ମୌସୁମୀ, ବର୍ଷା ପାଇଁ ୨୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ…

ଭୁବନେଶ୍ବର(କେନ୍ୟୁଜ): ୩ଦିନ ହେଲାଣି ଅଗ୍ରସର ହେଉନି ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ତିନି ଦିନ ହେଲାଣି ହେଲେ ମୌସୁମୀ ଆଗକୁ ଅଗ୍ରସର ହେଉନି ।ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଛୁଇଁବ…

ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ! ପ୍ରବେଶ ପାଇଁ ରାଜ୍ୟରେ ପାଗ ଅନୁକୂଳ

ଭୁବନେଶ୍ୱର(କେନ୍ୟୁଜ): ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ। ଓଡ଼ିଶା ମୁହାଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରବେଶ ପାଇଁ ରାଜ୍ୟରେ ପାଗ ଅନୁକୂଳ ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ରହିଛି…

ଜୁନ୍‌ ୭ରେ ଓଡ଼ିଶା ଛୁଇଁବ ମୌସୁମୀ, ଆଜି ରାଜ୍ୟର ୯ ଜିଲ୍ଲାରେ ବଜ୍ରପାତ ନେଇ ୱେଲୋ ଓ୍ଵାର୍ଣ୍ଣିଂ ଜାରି!

ଭୁବନେଶ୍ବର(କେନ୍ୟୁଜ୍‌): ଜୁନ୍‌ ୭ରେ ଓଡ଼ିଶା ଛୁଇଁବ ମୌସୁମୀ । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଫଳରେ ଆସନ୍ତା ୨୭ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇଯିବ । ଯଦି ସବୁ…

ନିର୍ଦ୍ଧାରିତ ସମୟ ପୂର୍ବରୁ ଏବର୍ଷ ଆସିପାରେ ମୌସୁମୀ, ଓଡ଼ିଶାରେ ହେବ ସ୍ୱାଭାବିକ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ଏବର୍ଷ ସଅଳ ଆସିପାରେ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା ସମ୍ଭାବନା ରହିଛି । ମେ ୧୫ ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳକୁ ଅଗ୍ରସର ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି…

ଚାଷୀଙ୍କ ପାଇଁ ଖୁସି ଖବର, ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା: IMD

କେନ୍ୟୁଜ:ଚାଷୀଙ୍କ ପାଇଁ ଖୁସି ଖବର । ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ IMD ପକ୍ଷରୁ ଆକଳନ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ଲଙ୍ଗ ପରିୟଡ୍‌ ଆଭରେଜ (LPA)ର ବର୍ଷା ପରିମାଣ ୯୯% ଆକଳନ କରାଯାଇଛି।…

ଚଳିତ ବର୍ଷ ଦେଶରେ ସ୍ୱାଭାବିକ ରହିବ ମୌସୁମୀ, ଜୁନ ମାସ ଠାରୁ ହେବ ଆରମ୍ଭ : ସ୍କାଏମେଟ୍‌

ନୂଆଦିଲ୍ଲୀ: ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ । ୨୦୨୨ ପାଇଁ ଏଭଳି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ବର୍ଷାର ପରିମାଣ ଏଲପିରେ ୯୮ ପ୍ରତିଶତ ରହିବା ସମ୍ଭାବନା ରହିଛି । ଏଥିରେ ୫ ପ୍ରତିଶତ ଏପଟ ସେପଟ ହୋଇପାରେ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ଏଲପିଏ ବା ଲଙ୍ଗ…

ଓଡ଼ିଶାରୁ ବାହୁଡିବ ମୌସୁମୀ, ଉତ୍ତର-ପଶ୍ମିମ ଭାରତରୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆରମ୍ଭ କରିବ ଫେରିବା

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶାରୁ ବାହୁଡିବ ମୌସୁମୀ। ଆଗାମୀ ୨୪ଘଣ୍ଟା ମଧ୍ୟରେ ମୌସୁମୀ ଉତ୍ତର-ପଶ୍ମିମ ଭାରତରୁ ଫେରିବା ଆରମ୍ଭ କରିବ। ଏହାପରେ ଧୀରେ ଧୀରେ ସାରା ଦେଶରୁ ମୋସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପାଗ ରହିଥିବା ସୂଚନା ଦିଆଯାଇଛି।…

୬ରୁ ଫେରିଯିବ ମୌସୁମୀ, ଓଡ଼ିଶାରୁ ହୋଇପାରେ ସାମାନ୍ୟ ବିଳମ୍ବ

ଭୁବନେଶ୍ବର(କେନ୍ଯୁଜ୍): ୬ ତାରିଖରୁ ଫେରିଯିବ ମୌସୁମୀ । ଉତ୍ତର ପଶ୍ଚିମ ଭାରତରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳ କରିଛି । ବିଳମ୍ବରେ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଫେରୁଥିବାରୁ ଓଡ଼ିଶାରୁ…