Browsing Tag

monsoon

ରାଜ୍ୟରୁ କମିବ ତାତିର ରାଜୁତି: ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ): ଓଡିଶା ଛୁଇଁବ ମୌସୁମୀ। ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ…

ଚାଷୀଙ୍କ ପାଇଁ ଖୁସି ଖବର, ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଚାଷୀଙ୍କ ପାଇଁ ଖୁସି ଖବର । ଦୁଇ ତିନି ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ପାଗ ଅନୁକୂଳ ରହିଛି । ୨-୩ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ, ପୂର୍ବାନୁମାନ କରିଛି IMD

କେନ୍ୟୁଜ୍(ବ୍ୟୁରୋ): କେରଳ ଛୁଇଁଲା ମୌସୁମୀ । ସପ୍ତାହେ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ ଆରବସାଗର ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ଏହା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଭାରତ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ…

୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ! ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର (କେନ୍ୟୁଜ): ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ !। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ। କେରଳ ଉପକୂଳରେ ମେଘ ସମୁହର ଘନତ୍ୱ ବୃଦ୍ଧି ପାଉଛି। ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ…

ନିକୋବର ଦ୍ୱୀପ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ୪ଦିନ ବିଳମ୍ବରେ ଆସିବ

କେନ୍ୟୁଜ୍(ବ୍ୟୁରୋ):ମୌସୁମୀ ପାଇଁ ଅନୁକୂଳ ରହିଛି ପାଗ। ଆଜି ନିକୋବର ଦ୍ୱୀପ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକୋବର ଦ୍ୱୀପ ଅଞ୍ଚଳରେ ପ୍ରବେଶ କରିଛି ମୌସୁମୀ ବାୟୁ। ଆସନ୍ତା ୩ରୁ ୪ଦିନ ମଧ୍ୟରେ ଏହା ଦକ୍ଷିଣ ଆଣ୍ଡାମାନ…

ଚଳିତ ବର୍ଷ ଶକ୍ତ ଏଲ-ନିନୋ, କମିଯିବ କି ବର୍ଷାର ପରିମାଣ!

କେନ୍ୟୁଜ୍‌(ବ୍ୟୁରୋ): ଏ ବର୍ଷ ହେବ ସାଧାରମ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ଆକଳନ କରାଯାଇଛି । କିନ୍ତୁ ଜୁନ-ସେପ୍ଟେମ୍ବର ମୌସୁମୀ ଋତୁରେ ୯୦ ପ୍ରତିଶତ ଏଲ-ନିନୋ ପାଣିପାଗ ଢାଞ୍ଚାର ପ୍ରଭାବ ପଡ଼ିବ । ଫଳରେ ସାଧାରଣ ବର୍ଷାଠୁ କମ ବର୍ଷା ଦେଖିବାକୁ ମିଳିବ । ବିଗତ…

ଜୁନ ୪ ରେ କେରଳରେ ପହଞ୍ଚିବ ମୌସୁମୀ, ଏଥର ୪ ଦିନ ବିଳମ୍ବରେ

ଏବର୍ଷ ଚାରି ଦିନ ବିଳମ୍ବରେ ଆସିପାରେ ମୌସୁମୀ। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଜୁନ ୪ତାରିଖ ସୁଦ୍ଧା କେରଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ୨୦୨୨ରେ ମୌସୁମୀ ବାୟୁ ମେ ୨୯ ତାରିଖରେ କେରଳ ଛୁଇଁବ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟର ୨ଦିନ…

ରାଜ୍ୟରୁ ସଂପୂର୍ଣ୍ଣଭାବେ ବିଦାୟ ନେଲା ମୌସୁମୀ ବାୟୁ

ଭୁବନେଶ୍ୱର(କେନ୍ୟୁଜ୍):  ଫେରିଗଲା ମୌସୁମୀ । ରାଜ୍ୟରୁ ସଂପୂର୍ଣ୍ଣଭାବେ ମୌସୁମୀ ବାୟୁ ବିଦାୟ ନେଇଛି । ସାରା ଦେଶରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ବାୟୁ ଅପସାରଣ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି…

ବାତ୍ୟା ସଂପର୍କରେ ପାଣିପାଗ ବିଭାଗ କୌଣସି ଆକଳନ କରିନାହିଁ, ସ୍ପଷ୍ଟ କଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ବର(କେନ୍ୟୁଜ୍):ବାତ୍ୟା ସଂପର୍କରେ ପାଣିପାଗ ବିଭାଗ କୌଣସି ଆକଳନ କରିନାହିଁ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ୮ ତାରିଖ ମଧ୍ୟରେ ଗୋଟିଏ ଓ ୯ରୁ ୧୫ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।…

ବର୍ଷାରେ ଦୁର୍ବଳ ହୋଇଯାଏ ପାଚନ ଶକ୍ତି, ନିହାତି ଏହି ୫ଟି ଖାଦ୍ୟକୁ ଡାଏଟ୍ ରେ କରନ୍ତୁ ସାମିଲ୍

ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତେବେ ଅଧିକାଂଶ ଲୋକ ବିଭିନ୍ନ ପ୍ରକାର ପୋଷକଯୁକ୍ତ ଖାଦ୍ୟ ସେବନ କରୁଥିଲେ ବିଭିନ୍ନ କାରଣରୁ ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ମିଳିପାରି ନଥାଏ । ଉଦାହରଣ ସ୍ୱରୂପ କିଛି ଲୋକ ସେଓକୁ କଞ୍ଚା ଚୋବାଇ ଖାଇଥାନ୍ତି ତ ଆଉ କିଛି ଜୁସ୍ ଓ ସାଲାଡ୍…

ବର୍ଷା ଦିନରେ ଏହିସବୁ ଖାଦ୍ୟକୁ ଆଦୌ ଖାଆନ୍ତୁ ନାହିଁ, ନଚେତ୍‌ ଭୋଗିବେ ବଡ଼ ସମସ୍ୟା

ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଗଳା ବସିବା, ଥଣ୍ଡା, କାଶ, ଜ୍ବର ହେବା ଆଦି ସମସ୍ୟା ବୃଦ୍ଧି ପାଇଥାଏ । ତେବେ ଏହା କାହିଁକି ହେଉଛି ତାହା ବହୁତ ଲୋକଙ୍କୁ ବୁଝା ପଡେ ନାହିଁ । ପ୍ରକୃତରେ ଏହାର କାରଣ ବର୍ଷାପାଗ ନୁହେଁ ବରଂ ଆପଣଙ୍କର ଖାଦ୍ୟ । ଆୟୁର୍ବେଦ ଅନୁଯାୟୀ ଋତୁ ବଦଳିରେ ଆମେ ଆମର ଭୋଜନ…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ: ଏହି ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା, ରାଜଧାନୀରେ ହେଉଛି ଡହ ଡହ ଖରା

ଭୁବନେଶ୍ୱର(କେନ୍ୟୁଜ): ଆସନ୍ତା ୩୦ ଯାଏଁ ବର୍ଷା ସମ୍ଭାବନା । ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି । ସମୁଦ୍ର ପତ୍ତନଠାରୁ ଏହା ୩.୧ କିମି ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଢଳି ରହିଛି । ଏହାର…