Browsing Tag

movie

କିସ୍ ରଗବୀ ଦଳ ଉପରେ ଆଧାରିତ ‘ଜଙ୍ଗଲ କ୍ରାଏ’ର ପ୍ରଥମ ପୋଷ୍ଟର ଓ ଟିଜର କାନସରେ ହେଲା ରିଲିଜ୍

ରିଲିଜ୍ ହୋଇଛି ହିନ୍ଦୀ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’ର ପ୍ରଥମ ପୋଷ୍ଟର ଓ ଟିଜର । କାନସ୍ ଚଳଚ୍ଚିତ୍ର ମହୋତ୍ସବରେ ଏହାକୁ ରିଲିଜ୍ କରାଯାଇଛି । ବିଶ୍ୱ ବିଜୟୀ କିସ୍ ରଗବୀ ଦଳ ଉପରେ ଆଧାରିତ ହୋଇଛି ଫିଲ୍ମ । ଏହାର ୮୦ ପ୍ରତିଶତ ସୁଟିଂ ଓଡ଼ିଶାରେ ହୋଇଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅଭୟ ଦେଓଲ…

Avengers Endgameର ଜବରଦସ୍ତ କ୍ରେଜ୍, ୨୪ଘଣ୍ଟା ଖୋଲା ରହିବ ଭାରତରେ ସିନେମାଘର

ମୁମ୍ବାଇ : ହଲିଉଡ଼ରେ ରୁସୋ ବ୍ରଦର୍ସର ମାର୍ବଲ କମିକ୍ସ ଚରିତ୍ରଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏଭେଞ୍ଜର ଶେଷ ସିରିଜ 'ଏଭେଞ୍ଜର ଏଡଗେମ' ଆସନ୍ତା କାଲି ଭାରତରେ ରିଲିଜ ହେବ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଖୁବ ଲୋକପ୍ରିୟତା ଦେଖିବାକୁ ମିଳିଛି । ଫିଲ୍ମ ପାଇଁ ଲୋକଙ୍କ ମଧ୍ୟରେ ବଢ଼ୁଥିବା…

ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ର ଟ୍ରେଲର ହେଲା ରିଲିଜ

ଟାଇଗର ଶ୍ରଫ, ଅନନ୍ୟା ପାଣ୍ଡେ ଏବଂ ସୁତାରିୟାଙ୍କ ମୋଷ୍ଟ ଅବଡେଟ୍ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ର ଟ୍ରେଲର ଆଜି ରିଲିଜ ହୋଇଛି। ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନେ ଖୁବ୍ ଏକ୍ସସାଇଟେଡ ଅଛନ୍ତି। ଏହି ଫିଲ୍ମ ୨୦୧୨ ମସିହାରେ ରିଲିଜ ହୋଇଥିବା ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ର ଦ୍ବିତୀୟ ପାର୍ଟ।…

ପିଏମ୍‌ ମୋଦିଙ୍କ ପରେ ଏବେ ମଦର ଟେରେସା, ପୁଣି ପ୍ରସ୍ତୁତ ହେବ ବାୟୋପିକ

ବଲିଉଡରେ ବାୟୋପିକର ସିରିଜ୍ ଥମିବାର ନାମ ନେଉନି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ପୁଣି ଭାରତ ରତ୍ନ ମଦର ଟେରେସାଙ୍କ ବାୟୋପିକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଗତ ବର୍ଷ ଅନେକ ବାୟୋପିକ୍…

ଫ୍ଲୋରକୁ ଆସିଲା ବଦଲାର ପ୍ରମୋସନାଲ ଭିଡିଓ, କିଙ୍ଗ ଖାନଙ୍କ ସହ ନଜର ଆସିଲେ ସେହେନ୍ସା

ମୁମ୍ବାଇ : ରିଲିଜ୍‌ ହୋଇଛି ଅପକମିଂ ଫିଲ୍ମ ବଦଲାର ପ୍ରମୋସନାଲ ଭିଡିଓ। ଶାହାରୁଖଙ୍କ ପ୍ରଡକ୍ସନ କମ୍ପାନି ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଏହି ଭିଡିଓ ସେୟାର କରିଛି। ଏଥିରେ ଶାହାରୁଖ ଓ ଅମିତାଭ ବଚ୍ଚନ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଶାହାରୁଖ ବିଗ ବିଙ୍କ ଫେମସ୍‌ ଡାଇଲଗ…

ପୋଲିସ ପୋଷାକରେ ବୁଲେଟ ଚଲାଉଥିବା ନଜର ଆସିଲେ ସପନା ଚୌଧୁରୀ

ମୁମ୍ବାଇ : ଡ୍ୟାନ୍ସିଂ ସେନସେସନ ସପନା ଚୌଧୁରୀଙ୍କ ପ୍ରଥମ ଫିଲ୍ମ ରିଲିଜ ପୂର୍ବରୁ ହିଁ ବେଶ ଚର୍ଚ୍ଚାରେ ରହିଛି। ନିଜର ଡ୍ୟାନ୍ସ ଜରିଆରେ ସମସ୍ତଙ୍କୁ ଘାଇଲା କରିବାପରେ ଏବେ ବଲିଉଡ଼ରେ ସମସ୍ତଙ୍କୁ ଘାୟଲ କରିବାକୁ ସପନା ପ୍ରସ୍ତୁତ ହେଉଛନ୍ତି। ନିକଟରେ ତାଙ୍କର ଆଗାମୀ ଫିଲ୍ମ ‘ଦୋସ୍ତି କେ ସାଇଡ଼…

ରିଲିଜ୍ ପୂର୍ବରୁ NTRଙ୍କ ବାୟୋପିକ୍ କଲା ୧୦୦ କୋଟି ପାର, ଜାଣନ୍ତୁ କିପରି

ମୁମ୍ବାଇ : ଚଳିତବର୍ଷ ସବୁଠାରୁ ଅଧିକ ଅପେକ୍ଷାରତ ଫିଲ୍ମ ମାନଙ୍କ ମଧ୍ୟରେ ରହିଛି NTRଙ୍କ ବାୟୋପିକ୍। ଆସନ୍ତା ୯ ତାରିଖରେ ଏହାର ପ୍ରଥମ ଭାଗ ରିଲିଜ୍ ହେବାକୁ ଥିବା ବେଳେ ରିଲିଜ୍ ପୂର୍ବରୁ ହିଁ ଏହା ଭାଙ୍ଗିଛି ବକ୍ସଅଫିସର ସବୁ ରେକର୍ଡ। ଆଜ୍ଞା ହଁ, NTRଫିଲ୍ମ ରିଲିଜ୍ ପୂର୍ବରୁ କେବଳ…

ଆସନ୍ତା ସେପ୍ଟେମ୍ବର ମାସରେ ଫିଲ୍ମ ରିଲିଜ୍ ହେବ ବଲିଉଡ୍ ମୁଭି ହଲ୍କା

ଆସୁଛି ବଲିଉଡ୍ ମୁଭି ହଲ୍କା । ଆସନ୍ତା ସେପ୍ଟେମ୍ବର ମାସରେ ଫିଲ୍ମ ରିଲିଜ୍ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ସହ ପ୍ରଯୋଜନା କରିଛନ୍ତି ନୀଳମାଧବ ପଣ୍ଡା । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ୍ ଲୟ । ଏହି ଫିଲ୍ମ ସଂପର୍କରେ ନୀଳମାଧବ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି, ଡେପୁଟୀ…

୬୫ ସେକେଣ୍ଡରେ ଜିରୋରୁ ହିରୋ ହେଲେ ଶାହରୁଖ ଖାନ,ଜାଣନ୍ତୁ କିପରି !

ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ବହୁଚର୍ଚିତ ଫିଲ୍ମ ’ଜିରୋ’କୁ ତାଙ୍କ ଫ୍ୟାନ ଏବଂ ସିନେପ୍ରେମୀମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ଏହି ଉତ୍କଣ୍ଠାରୁ ଜଣାପଡୁଛି ଯେ ସିନେଦର୍ଶକ ଶାହରୁଖଙ୍କ ଅଭିନୀତ ଫିଲ୍ମ ’ଜିରୋ’ର ପ୍ରଥମ ଟୀଜର ରିଲିଜ ହେବାକ୍ଷଣି ମାତ୍ର କିଛି ମିନିଟରେ ସୋସିଆଲ…