Below header
Browsing Tag

ms dhoni

ସେନାଙ୍କ ସୁରକ୍ଷା ପୋଷ୍ଟ ସମ୍ଭାଳିବେ ଧୋନୀ, ୧୫ ଦିନ ଯାଏ କଶ୍ମୀରରେ କରିବେ ପାଟ୍ରୋଲିଂ ଏବଂ ଗାର୍ଡ ଡ୍ୟୁଟି

ପୁଣି ଥରେ ଦେଶ ପାଇଁ ଲଢିବେ ଧୋନୀ । କରିବେ ଦେଶବାସୀଙ୍କୁ ରକ୍ଷା । ହେଲେ ଏଥର କ୍ରିକେଟ ମୈଦାନରେ ନୁହେଁ । ବରଂ ସେନାର ବର୍ଦ୍ଦିରେ ଦେଶକୁ ସୁରକ୍ଷା ଦେବେ କ୍ୟାପଟେନ୍ କୁଲ୍ । ୧୫ ଦିନ ପାଇଁ କଶ୍ମୀରରେ ରହି ଭାରତୀୟ ଯବାନଙ୍କ ପରି ବିତାଇବେ ଜୀବନ । ଏହି ୧୫ ଦିନ ମଧ୍ୟରେ ପାଟ୍ରୋଲିଂ ଏବଂ…

ଟେଷ୍ଟ ଚାମ୍ପିୟନସିପ୍ : ଧୋନୀଙ୍କ ବିନା କ’ଣ ୭ ନମ୍ବର ଜର୍ସିକୁ ବ୍ୟବହାର କରିବ ଟିମ୍ ଇଣ୍ଡିଆ?

ନୂଆଦିଲ୍ଲୀ: ଆଗାମୀ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପୂର୍ବରୁ ପ୍ରଥମ ଥର ପାଇଁ ଧଳା ଜର୍ସିରେ ନମ୍ବର ଲେଖାଯିବ। ୨୨ ଅଗଷ୍ଟରୁ ଏଣ୍ଟିଗାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜରେ ଭାରତୀୟ ଟିମ୍ ସମ୍ଭବତଃ ଦୁଇ ନମ୍ବରର ବ୍ୟବହାର କରିପାରେ। ସଚିନ୍ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ବିସିସିଆଇ…

ଆର୍ମି ୟୁନିଫର୍ମରେ ଭାଇରାଲ୍ ହେଲା ମହେନ୍ଦ୍ର ସିଂହ ଧୋନିଙ୍କ ଭିଡିଓ, ଗାଡିରୁ ଓହ୍ଲାଇ କହୁଛନ୍ତି ‘ଜୟହିନ୍ଦ୍‌’

କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସ ନେବା ଉପରେ କିଛି ଦିନ ଧରି ଚର୍ଚ୍ଚା ଚାଲିଥିବାବେଳେ, ଧୋନି କହିଥିଲେ କି ସେ ଏବେ କ୍ରିକେଟରୁ ସନ୍ନ୍ୟାସ ନେଉନାହାନ୍ତି ଏବଂ ଟିମ୍‌ ସହ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ନଯାଇ ସେ ସେନାରେ ୨ ମାସ ଟ୍ରେନିଙ୍ଗ୍‌ ନେବେ। ମହେନ୍ଦ୍ର ସିଂହ ଧୋନି ଭାରତୀୟ…

ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ମହେନ୍ଦ୍ର ସିଂହ ଧୋନୀ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ମହେନ୍ଦ୍ର ସିଂହ ଧୋନୀ । ଏ ନେଇ ବିସିସିଆଇକୁ ଜଣାଇଛନ୍ତି ଭାରତର ଓ୍ଵିକେଟ କିପର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଆସନ୍ତା ୨ ମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବାକୁ ୩୮ ବର୍ଷୀୟ ମାହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ସେ…

ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଆସନ୍ତାକାଲି ଭାରତୀୟ ଦଳ ଘୋଷଣା, ଚୂଡାନ୍ତ ଏକାଦଶରେ ଧୋନୀଙ୍କୁ ମିଳିନପାରେ ସ୍ଥାନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତ ପାଇଁ ଆସନ୍ତାକାଲି ଘୋଷଣା ହେବ ଭାରତୀୟ ଦଳ । ମହେନ୍ଦ୍ର ସିଂହ ଧୋନୀ ୱେଷ୍ଟଇଣ୍ଡିଜ୍‌ ଯିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଧୋନୀ କିଛି ସମୟ କ୍ରିକେଟ୍‌ରୁ ଦୂରେଇ ରହି ନିଜ ଭବିଷ୍ୟତ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ । ଏହା…

ବଳିଦାନ ରୁ ମାରପିଟ୍ ପର୍ଯ୍ୟନ୍ତ . . ଏହି ସବୁ ସ୍ମୃତି ଏବଂ ବିବାଦ ପାଇଁ ମନେ ରହିବ ବିଶ୍ବକପ୍ ୨୦୧୯

ଦର୍ଶକଙ୍କୁ ଦେଇଗଲା କିଛି ଖଟା କିଛି ମିଠା ଅନୁଭୂତି। କ୍ରିକେଟର ଜନକ ଇଂଲଣ୍ଡକୁ ପିନ୍ଧାଇଗଲା ଚାମ୍ପୟନର ମୁକୁଟ । ଆଉ ପୁଣି ଚାରିବର୍ଷ ପରେ ଫେରିବା ପାଇଁ କଥା ଦେଇ ଚାଲିଗଲା ବିଶ୍ବକପ୍ ୨୦୧୯ । କେବଳ ଖେଳ ନୁହେଁ ଅନେକ ଘଟଣା ଏମିତି ଘଟିଯାଇଛି ଏହି ଟୁର୍ଣ୍ଣାମେଂଟରେ ଯାହା ସାରା ବିଶ୍ବର…

ଚାଂଚଲ୍ୟକର ଖୁଲାସା . . . କ୍ରିକେଟରୁ ସନ୍ୟାସ ନ ନେଲେ ଧୋନିଙ୍କୁ ଟିମରୁ କରିଦିଆଯିବ ବାହାର

କ୍ରିକେଟରୁ ସନ୍ୟାସ ନେବେ କି ନାହିଁ ଧୋନି ? ଯଦି ନେବେ ତାହେଲେ କେବେ ? ଧୋନିଙ୍କ ସନ୍ୟାସ ନେବା ଖବରକୁ ନେଇ ଧମୁନି ଆଲୋଚନା । ଗତ ବର୍ଷ ମଧ୍ୟ ଧୋନି ସନ୍ୟାସ ନେବା କଥା ଉଠିଥିଲା । ହେଲେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଚଳିତ ବର୍ଷ ବିଶ୍ବକପ୍ ଖେଳିଥିଲେ ମାହି । ଏବେ ଏସବୁ ମଧ୍ୟରେ…

ଆଙ୍ଗୁଠିରେ ଆଘାତ, ରକ୍ତ ଜମି ନଖ ପଡିଯାଇଥିଲା କଳା . . . ତଥାପି ମୈଦାନରେ ଚଟାଣ ପରି ଛିଡା ହୋଇଥିଲେ ମାହି

ଶେଷ ହୋଇଛି ବିରାଟ ବାହିନୀର ବିଶ୍ବ କପ୍ ଯାତ୍ରା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରିବା ପରେ ବିଶ୍ବକପ୍ ଆଶା ମଉଳି ଯାଇଛି । ତେବେ ଏହି ଚର୍ଚ୍ଚା ନଥମୁଣୁ ଜୋର୍ ଧରିଛି ଧୋନିଙ୍କର କ୍ରିକେଟରୁ ସନ୍ୟାସ ନେବା ଖବର । ଅନେକ ଲୋକ କହୁଛନ୍ତି ଭାରତ ଫେରିବା ପରେ କ୍ରିକେଟକୁ ଅଲବିଦା କହିବେ ମାହି…

ଯେଉଁ ବଲରେ ଆଉଟ୍ ହୋଇଥିଲେ ଧୋନୀ ତାହା ଥିଲା ନୋ ବଲ୍, ଅମ୍ପାୟାରଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ ପ୍ରଶଂସକ

ବିଶ୍ୱକପରୁ ବିଦା ହୋଇଛି ବିରାଟ ବାହିନୀ ।  ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ ଆଶାକୁ ଧୂଳିସାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି…

କ୍ୟାପଟେନ୍ କୁଲଙ୍କ ଜନ୍ମ ଦିନରେ ସବୁ ଆଡୁ ଛୁଟିଲା ଶୁଭେଚ୍ଛା ସୁଅ

୩୮ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ମାହି ଓ କ୍ୟାପେଟନ କୁଲ ଭାବେ ପରିଚିତ ଧୋନିକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି । କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ମଧ୍ୟ ଧୋନିକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ…

ବିଶ୍ୱକପ୍ ପରେ କ୍ରିକେଟରୁ ବିଦାୟ ନେବେ ମାହି ? ବିଭିନ୍ନ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା

ବିଶ୍ୱକପ୍ ପରେ କ୍ରିକେଟରୁ ବିଦାୟ ନେବେ ମାହି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି ମହେନ୍ଦ୍ର ସିଂ ଧୋନି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଏବେ ଜୋର ଧରିଛି। କୁହାଯାଉଛି, ଭାରତର ଚଳିତ ବିଶ୍ୱକପ ଅଭିଯାନ ସହ ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି। ଗତ କିଛି ସିରିଜ ଓ…

ଧୋନୀ ନା ସରଫରାଜ୍ . . କାହାର ଡାଇଭ୍‌ ଚମତ୍କାର ? ଭିଡିଓ ଦେଖନ୍ତୁ ଏବଂ ICC ର ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ

ସୁପରମ୍ୟାନ୍ ଧୋନୀ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଛନ୍ତି ଦମଦାର ପ୍ରଦର୍ଶନ । ଉଭୟ ବ୍ୟାଟିଂ ଏବଂ କିପିଂରେ ଜିଣି ନେଇଛନ୍ତି ଦର୍ଶକଙ୍କ ହୃଦୟ । ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ ସମାଲୋଚନାର ଶିକାର ହୋଇଥିବା ମାହି ବନ୍ଦ କରି ଦେଇଛନ୍ତି ସମସ୍ତଙ୍କ ମୁହଁ । ଏହି ମ୍ୟାଚରେ ଧୋନୀ…