Browsing Tag

ms dhoni

ବିଶ୍ୱକପ୍ ପରେ କ୍ରିକେଟରୁ ବିଦାୟ ନେବେ ମାହି ? ବିଭିନ୍ନ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା

ବିଶ୍ୱକପ୍ ପରେ କ୍ରିକେଟରୁ ବିଦାୟ ନେବେ ମାହି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇପାରନ୍ତି ମହେନ୍ଦ୍ର ସିଂ ଧୋନି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଏବେ ଜୋର ଧରିଛି। କୁହାଯାଉଛି, ଭାରତର ଚଳିତ ବିଶ୍ୱକପ ଅଭିଯାନ ସହ ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି। ଗତ କିଛି ସିରିଜ ଓ…

ଧୋନୀ ନା ସରଫରାଜ୍ . . କାହାର ଡାଇଭ୍‌ ଚମତ୍କାର ? ଭିଡିଓ ଦେଖନ୍ତୁ ଏବଂ ICC ର ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ

ସୁପରମ୍ୟାନ୍ ଧୋନୀ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କରିଛନ୍ତି ଦମଦାର ପ୍ରଦର୍ଶନ । ଉଭୟ ବ୍ୟାଟିଂ ଏବଂ କିପିଂରେ ଜିଣି ନେଇଛନ୍ତି ଦର୍ଶକଙ୍କ ହୃଦୟ । ଆଫଗାନିସ୍ତାନ ବିପକ୍ଷରେ ମନ୍ଥର ବ୍ୟାଟିଂ ସମାଲୋଚନାର ଶିକାର ହୋଇଥିବା ମାହି ବନ୍ଦ କରି ଦେଇଛନ୍ତି ସମସ୍ତଙ୍କ ମୁହଁ । ଏହି ମ୍ୟାଚରେ ଧୋନୀ…

ପୁଣି ଚର୍ଚ୍ଚାରେ କ୍ୟାପଟେନ୍ କୁଲ୍ : ମ୍ୟାଚ ସମୟରେ ଭାରତୀୟ ସେନାକୁ ସମ୍ମାନ ଦେବାକୁ ଯାଇ ପିନ୍ଧିଥିଲେ ଆର୍ମି ଗ୍ଳୋବ୍ସ

ବୁଧବାର ଦିନ ବିଶ୍ବକପ୍ ମ୍ୟାଚରେ ଭାରତ ତାହାର ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜିତିଛି। ମ୍ୟାଚରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିଲେ ମଧ୍ୟ ମିଡିଆରେ ଧୋନୀ ପିନ୍ଧଥିବା ଗ୍ଳୋବ୍ସର ଅଧିକ ଚର୍ଚ୍ଚା ହେଉଛି। ପୁଣିଥରେ ବିଶ୍ବ ସ୍ତରରେ ଭାରତୀୟ ସେନାଙ୍କୁ ଧୋନୀ ଜଣାଇଲେ…

ବ୍ୟାଟିଂ ପାଇ ଆସିଥିବା ଧୋନୀ ସଜାଇଲେ ବିପକ୍ଷ ବାଲାଂଦେଶର ଫିଲ୍ଡିଂ, ଧୁମ୍‌ ମଚାଉଛି ଭିଡିଓ

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସଂହ ଧୋନୀ । କ୍ୟାପଟେନ୍ କୁଲ୍ ଭାବରେ ବେଶ୍ ଲୋକପ୍ରିୟ ମାହି ନା କେବଳ ନିଜ ଧୂଆଁଧାର ବ୍ୟାଟିଂ ପାଇଁ ବରଂ ଉତ୍ତମ ବ୍ୟବହାର ପାଇଁ ମଧ୍ୟ ଦର୍ଶକଙ୍କ ହୃଦୟରେ କରନ୍ତି ରାଜ୍‌ । ଅନେକ ସମୟରେ ଧୋନୀଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ ।…

କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀ କରିବେ ଏହି କାମ, ଭିଡିଓରେ କହିଲେ ଅବସର ପରର ପ୍ଳାନ୍ ସମ୍ପର୍କରେ

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପ୍ଟନ୍ ମହେନ୍ଦ୍ର ସିଂ ଧୋନୀ ଏକ ଭିଡିଓ ମାଧ୍ୟମରେ ନିଜ ରିଟାୟମେଣ୍ଟ ପରର ପ୍ଳାନ ବିଷୟରେ ଘୋଷଣା କରିଛନ୍ତି । କ୍ରିକେଟକୁ ବିଦାୟ କରିବା ପରେ ସେ ନିଜର ଏହି ସୌକକୁ ପୁରା କରିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ଏହି ଦିଗଜ୍ଜ କ୍ରିକେଟରଙ୍କ ସନ୍ୟାସ ନେବାକୁ…

ଧୋନୀଙ୍କ ପରି ପ୍ଲାନ୍ କରି ଆତଙ୍କୀ ଅଜହରକୁ ଫସାଇଲୁ ! ଭାରତୀୟ ରାଷ୍ଟ୍ରଦୂତ ଦେଲେ କ୍ୟାପଟେନ୍ କୁଲଙ୍କ ଉଦାହରଣ

ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଅଜହରକୁ ଜାତିସଂଘ ବିଶ୍ୱ ଆତଙ୍କୀ ଘୋଷଣା କଲା । ଜାତିସଂଘ ନିରପତ୍ତା ପରିଷଦ ବୁଧବାର ମସୁଦକୁ ବିଶ୍ୱ ଆତଙ୍କୀ ଭାବେ ଘୋଷଣା କରିଛି । ଯାହା ଭାରତ ପାଇଁ ଏକ ବହୁତ ବଡ଼ କୂଟନୈତିକ ବିଜୟ ବୋଲି କହିହେବ । କାରଣ ପୂର୍ବରୁ ଚୀନ୍ ଚାରିଥର ଜାତିସଂଘ…

ଧୋନୀ ମାରିଲେ ଚଳିତ IPL ର ସବୁଠାରୁ ଲମ୍ବା ଛକା, ଭିଡିଓ ଯାହା ଉଡାଇଦେବା ଆପଣଙ୍କ ହୋସ୍

ବାଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିଲା ଆଇପିଏଲ-୧୨ର ରେମାଞ୍ଚକର ମୁକାବିଲା।ଏଥିରେ ରୟାଲ ଚାଲେଞ୍ଜରର୍ସ ବେଙ୍ଗାଲୁରୁ ନିକଟରୁ ମାତ୍ର ୧ରନରେ ଚେନ୍ନାଇ ସୁପରକିଙ୍ଗସ୍ ପରାସ୍ତ ହୋଇଛି । ୪୮ ବଲରେ ୮୪ ରନର ଧମାକାଦାର ପାଳି ଖେଳିଛନ୍ତି କ୍ୟାପଟେନ୍ ମହେନ୍ଦ୍ର ସିଂହ…

ଜାଣିଛନ୍ତି କି ଦୈନିକ କଣ ଖାଆନ୍ତି ଧୋନି, ଦିନକୁ ଖର୍ଚ୍ଚ କେତେ ?

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଏବଂ ବର୍ତ୍ତମାନର ୱିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କ ବିଷୟରେ ଆପଣ ଅନେକ କିଛି ଜାଣିଥିବେ । କିନ୍ତୁ ତାଙ୍କର ଗୋଟିଏ ଦିନର ଖାଇବା ଖର୍ଚ୍ଚ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ମହେନ୍ଦ୍ର ସିଂହ ଧୋନି ଏବେ ଆଇପିଏଲରେ ଚେନାଇ ସୁପର କିଙ୍ଗସ୍‌ର…

ଏୟାରପୋର୍ଟରେ ତଳେ ଶୋଇଗଲେ ଧୋନି ଏବଂ ସାକ୍ଷୀ, କାହିଁକି ଜାଣନ୍ତୁ

ଇଣ୍ଡିଆନ ଟି-୨୦ ଲିଗର ଦ୍ବାଦଶ ସିଜନରେ ଚେନ୍ନାଇ ୬ଟିରୁ ୫ ମୁକାବିଲାରେ ଜିତି ନମ୍ବର ୱାନ ତାଲିକାରେ ରହିଛି। ମଙ୍ଗଳବାର ଖେଳାଯାଇଥିବା ୨୩ତମ ମୁକାବିଲାରେ ଧୋନୀଙ୍କର ଚେନ୍ନାଇ କୋଲକାତାକୁ ହରାଇଦେଲା। ଏହି ମ୍ୟାଚ ପରେ ଚେନ୍ନାଇ ଟିମ ସକାଳୁ ଜୟପୁର ଯିବାକୁ ବାହାରିଲେ। ଏହି ସମୟରେ ଧୋନିଙ୍କ…

ମୈଦାନରେ ଛୋଟ ପିଲାଙ୍କ ସହ ରେସ୍ ଲଗାଇଲେ ଧୋନୀ, ଭାଇରାଲ୍ ହେଉଛି CUTE VIDEO

ଗତକାଲି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଆଉ ଏକ ଚମତ୍କାର ବିଜୟ ଦେଖିବାକୁ ମିଳିଥିଲା । କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ୨୨ ରନରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ତେବେ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ ଜିତିବା ପରେ ସାମ୍ନାକୁ ଆସିଛି ଧୋନୀଙ୍କ ଏକ ଭିଡିଓ । ଯେଉଁଥିରେ ଦେଖିବାକୁ…

ଧୋନୀଙ୍କ ସାମ୍ନାରେ ପାଣ୍ଡ୍ୟା ଲଗାଇଲେ ହେଲିକପ୍ଟର ସଟ୍, ଜାଣନ୍ତୁ ପୁଣି କଣ ହେଲା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ତଥା ଆଇପିଏଲରେ ସିଏସକେ ଟିମ୍ ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ହେଲିକାପ୍ଟର ସଟ ପାଇଁ ବେଶ ଜଣାଶୁଣା। ତାଙ୍କର ଏହି ସଟକୁ ଏବେ ଅନେକ ନୂଆ ଖେଳାଳି ଅନୁସରଣ କରୁଛନ୍ତି। କିଛି ଦିନ ପୂର୍ବେ ଧୋନୀଙ୍କ ଏହି ସଟର ଅଭ୍ୟାସ କରୁଥିବା ନଜର…

ଚତୁର୍ଥ ଦିନିକିଆରେ ଧୋନି ନଥିଲେ ବୋଲି ବାରି ହୋଇପଡ଼ିଲା

ଗତକାଲି ମୋହାଲିରେ ଭାରତ ବନାମ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ କଙ୍ଗାରୁ ଦଳ ଜିତିଲା । ଗୋଟିଏ ସମୟରେ ଭାରତ ଜିତିବ ବୋଲି ଲାଗୁଥିଲା । ହେଲେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଆଷ୍ଟନ୍‌ ଟର୍ଣ୍ଣର ଜୋରଦାର ବ୍ୟାଟିଂ କରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଲେ । ଆହୁରି ୧୩ଟି ବଲ୍‌ ବାକି ଥାଇ ଅଷ୍ଟ୍ରେଲିଆ…