Below header
Browsing Tag

municipal election

ମାର୍ଚ୍ଚ ୨୪ରେ ପୌର ଭୋଟ୍‌ : ଆଜିଠୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ବର(କେନ୍ଯୁଜ୍): ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ। ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ । ପୁରୀ ମ୍ୟୁନିସିପାଲିଟିରେ ଏବେ ନିର୍ବାଚନ ହେବ ନାହିଁ । ୧୦୬ଟି ପୌର ପରିଷଦରେ ନିର୍ବାଚନ ହେବ। ସେଭିତରୁ ୪୭ଟି ମ୍ୟୁନିସିପାଲଟି ଓ ୫୯ଟି ଏନଏନସି ।…

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆସନ୍ତା ୨ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର(କେନ୍ଯୁଜ୍): ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆସନ୍ତା ୨ ତାରିଖରୁ ଆରମ୍ଭ ହେବ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ୯ ତାରିଖରେ ହେବ ଯାଞ୍ଚ । ଏହାପରେ ୨୪ ତାରିଖରେ ନିର୍ବାଚନ ହେବ ଏବଂ ୨୬ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

ମାର୍ଚ୍ଚ ୨୪ରେ ପୌର ଭୋଟ୍‌, ପ୍ରଥମ ଥର ପାଇଁ ସିଧାସଳଖ ହେବ ମେୟର ନିର୍ବାଚନ

ଭୁବନେଶ୍ବର(କେନ୍ଯୁଜ୍): ପୋୖର ନିର୍ବାଚନ ପାଇଁ ବାଜିଲା ବିଗୁଲ। ଆଜି ରାଜ୍ୟ ନିର୍ବାଚନ କମିଶନର ପୋୖର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୨୪ରେ ପୋୖର ଭୋଟ୍। ୨୬ ତାରିଖରେ ଭୋଟ୍ ଗଣତି ହେବ। ଏଥିପାଇଁ ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେଲା। ଏହା କେବଳ ପୋୖରଞ୍ଚଳରେ…

ବାଜିଲା ସହରାଞ୍ଚଳ ନିର୍ବାଚନ ବିଗୁଲ୍‌: ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ

ଭୁବନେଶ୍ବର(କେନ୍ଯୁଜ୍): ବାଜିଲା ସହରାଞ୍ଚଳ ନିର୍ବାଚନ ବିଗୁଲ୍‌। ନିର୍ବାଚନ ପାଇଁ ବିଦ୍ଧିବଦ୍ଧ ଭାବେ ଆହ୍ଵାନ୍‌ ଦେଲେ ସରକାର। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇଲେ ରାଜ୍ୟ ସରକାର। ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପୌର ନିର୍ବାଚନ ତାରିଖ। ସମସ୍ତ ପ୍ରସ୍ତୁତି ଶେଷ ହେବା…

୩ ମହାନଗର ନିଗମ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା: ଭୋଟର ତାଲିକାରେ ନୂଆ ନାଁ ଯୋଡ଼ି ହେବନାହିଁ

କେନ୍ୟୁଜ୍(ବ୍ୟୁରୋ):  ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ୪୮ଟି ମ୍ୟୁନିସିପାଲଟି, ୫୯ଟି ଏନ୍‌ଏସି ପାଇଁ ସଂରକ୍ଷଣ ତାଲିକା ଆସିଛି। ୩ ମହାନଗର ନିଗମ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଆସିଛି । ଭୋଟର ତାଲିକାରେ ନୂଆ ନାଁ ଯୋଡ଼ି ହେବନାହିଁ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ…

ପୌର ନିର୍ବାଚନ କସରତ: ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ

କେନ୍ୟୁଜ୍(ବ୍ୟୁରୋ):ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ତୟାରି। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ। ୧୦୭ଟି ପୌର ସଂସ୍ଥାରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରିବାକୁ କୁହାଯାଇଛି। ଆଜି ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ।…

ପୌର ନିର୍ବାଚନରେ କାହା ଦଖଲରେ ରହିବ ରାଜ୍ୟ ରାଜଧାନୀ? ଏବେଠାରୁ ଚାଲିଛି କସରତ୍

ଭୁବନେଶ୍ବର(କେନ୍ୟୁଜ୍):କାହା ଦଖଲରେ ରହିବ ରାଜ୍ୟ ରାଜଧାନୀ? ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ କିଏ କରିବ ବାଜିମାତ୍‌? ବିଜେଡି ନା ବିଜେପି? ପଞ୍ଚାୟତ ଭୋଟ୍‌ ପରେ ପରେ ରାଜ୍ୟରେ ହେବ ପୌର ନିର୍ବାଚନ । ଏହି ନିର୍ବାଚନରେ ସାରା ରାଜ୍ୟର ନଜର ରହିବ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ…

ରାଜ୍ୟର ୩ଟି ମହାନଗର ନିଗମ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଆରମ୍ଭ, ୧୦ ସୁଦ୍ଧା ପ୍ରକାଶ ପାଇବ ତାଲିକା

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ୫ଟି ମହାନଗର ନିଗମ ମଧ୍ୟରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମ୍ୟୁନିସିପାଲ୍‌ କର୍ପୋରେସନରେ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ତିନୋଟି ମହାନଗର ନିଗମରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ…

ପୌର ନିର୍ବାଚନ ମାମଲା: ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ

କଟକ (କେନ୍ୟୁଜେ): ପୌର ନିର୍ବାଚନ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ନିର୍ବାଚନ କମିଶନଙ୍କୁ ନୋଟିସ୍‌ ଜାରି ହୋଇଛି । ୩ଟି ପୃଥକ ମାମଲାର ଏକତ୍ର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ…

କେବେ ହେବ ପୌର ନିର୍ବାଚନ ? ପ୍ରସ୍ତୁତ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ସେପ୍ଟେମ୍ବରରୁ ସରିଛି ପୌରପାଳିକାର ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ । ରାଜ୍ୟରେ ବର୍ତ୍ତମାନ ପୌରପାଳିକାଗୁଡ଼ିକ ଦାୟିତ୍ୱରେ ଅଛନ୍ତି ପ୍ରଶାସନିକ ଅଧିକାରୀ । କେବେ ହେବ ପୌର ନିର୍ବାଚନ ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ ପୌର ନିର୍ବାଚନ…

ଆସନ୍ତା ସେପ୍ଟେମ୍ବର ୨୦ରେ ରାଜ୍ୟରେ ପୌର ନିର୍ବାଚନ ନେଇ ପ୍ରଶ୍ନବାଚୀ

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତା ସେପ୍ଟେମ୍ବର ୧୯ରେ ୬୦ଟି ପୌର ସଂସ୍ଥା ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ହେଲେ ସ୍ଥାନ ସଂରକ୍ଷଣ ସଂପର୍କିତ ମାମଲା ସୁପ୍ରିମକୋର୍ଟରେ ଚାଲିଥିବାରୁ ଠିକ ସମୟରେ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ବିରୋଧୀଙ୍କ ଅଭିଯୋଗ ପୌର…