Browsing Tag

murder in bhadrak

ଭଦ୍ରକର ନୂଆପୋଖରୀ ଗାଁରେ ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା, ସ୍ବାମୀ ଫେରାର

ଭଦ୍ରକ: ବିବାହିତା ମହିଳାଙ୍କୁ ଗଳା କାଟି ହତ୍ୟା। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ରହଣିଆ ପଂଚାୟତ ନୂଆପୋଖରୀ ଗାଁ ରେ। ଗତକାଲି ସନ୍ଧ୍ୟା ଠାରୁ ଏହି ଗାଁର ରାଧା ମହାନ୍ତି ନାମକ ଜଣେ ମହିଳା କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। ତେବେ ଆଜି ସକାଳୁ ଗାଁ ପାଖ ଏକ ରାସ୍ତା…

ବିରକ୍ତ କରୁଥିଲା ବୋଲି ଆଈମାକୁ ହେମଦସ୍ତା ବାଡ଼ିରେ ଛେଚି ହତ୍ୟା କଲା ନାବାଳିକା ନାତୁଣୀ

ଭଦ୍ରକ: ଆଈମା ନାତୁଣୀ ସହ ସବୁବେଳେ ଝଗଡା କରୁଥିବାରୁ, ଆଈମାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ନାବାଳିକା ନାତୁଣୀ। ଆଇମାକୁ ହେମଦସ୍ତା ବାଡ଼ିରେ ଛେଚି ଛେଚି ହତ୍ୟା କଲା ନାବାଳିକା ନାତୁଣୀ। ମାରି ସାରିବା  ପରେ ପୋଲିସ ଏବଂ ଗ୍ରାମବାସୀଙ୍କ ସମ୍ମୁଖରେ ନିଜେ ହତ୍ୟା କରିଥିବା ଘଟଣା…

ଭଦ୍ରକ ବାସୁଦେବପୁର ସଦେଇପଢା ଗାଁରେ ଅଭାବନୀୟ ଘଟଣା, ବଡ ଭାଇର ଶାବଳ ଚୋଟରେ ସାନଭାଇର ମୃତ୍ୟୁ

ଭଦ୍ରକ: ବଡ ଭାଇର ଶାବଳ ଚୋଟରେ ସାନଭାଇର ମୃତ୍ୟୁ । ଭଦ୍ରକ ବାସୁଦେବପୁର ଥାନା ଇରମ ସଦେଇପଢା ଗାଁରେ ଅଭାବନୀୟ ଘଟଣା । ଆକ୍ରମଣ କରିଥିବା ବଡ ଭାଇ ସତ୍ୟବ୍ରତ ତ୍ରିପାଠୀ । ପଡୋଶୀଙ୍କ କହିବା ମୁତାବକ, ପ୍ରତିଦିନ ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଗତକାଲି ହଠାତ୍‌ ଦୁଇ…

ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ହତ୍ୟା, ବାଟରୁ ଟେକିନେଇ ଭୂଜାଲି ଓ ଲୁହା ରଡରେ କଲେ ମରଣାନ୍ତକ ଆକ୍ରମଣ

ଚାନ୍ଦବାଲି: ପୂର୍ବ ଶତ୍ରୁତା ଓ ଟଙ୍କା ନେଣଦେଣକୁ ନେଇ ଭଦ୍ରକ ଜିଲ୍ଲା ବାଂଶଡା ଥାନା ଷଣ୍ଢଗଡା ଗାଁରେ ଜଣେ ଯୁବକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଷଣ୍ଢଗଡା ଗାଁର ଧୁସାସନ ସାହୁଙ୍କ ପୁଅ ଅଲେଖ ସାହୁଙ୍କୁ ସେହି ଗାଁର ଗୋଟିଏ ପରିବାରର ୪ ରୁ ୫ଜଣ ମିଶି ପ୍ରଥମେ ଚିଙ୍ଗୁଡି ପ୍ଲାଣ୍ଟ ପାଖରେ…

ଭଦ୍ରକ: ବାସୁଦେବପୁର ବଛଦା ଭୋଇ ସାହିରେ ଅଘଟଣ, ସ୍ତ୍ରୀକୁ ମାରି ଥାନାରେ ସ୍ୱାମୀର ଆତ୍ମସମର୍ପଣ

ଭଦ୍ରକ: ଭଦ୍ରକ ବାସୁଦେବପୁର ଥାନା ବଛଦା ଭୋଇ ସାହିରେ ଅଘଟଣ । ସ୍ତ୍ରୀକୁ ମାରି ସ୍ୱାମୀ କରିଛି ଥାନାରେ ଆତ୍ମସମର୍ପଣ । ମୃତ ମହିଳା ବାସୁଦେବପୁର ଥାନା ବାରାପୁର ଗାଁର ରଶ୍ମିତା ନାୟକ । ସେ ବର୍ଷେ ତଳେ ଭୋଇସାହି ଗାଁର ସୌରଭ ସାହୁଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ସୌରଭ ଦିଲ୍ଲୀ…

ଭଦ୍ରକରେ ହତ୍ୟାକାଣ୍ଡ ପରେ ଲଙ୍କାକାଣ୍ଡ, ଶାଳକକୁ ହତ୍ଯା କଲା ଭିଣୋଇ

ଭଦ୍ରକ(କେନ୍ଯୁଜ୍) : ଭଦ୍ରକରେ ହତ୍ୟାକାଣ୍ଡକୁ ନେଇ ଲଙ୍କାକାଣ୍ଡ । ଘର ଜାଳିଦେଲେ ମୃତକଙ୍କ ପରିବାର । ପୁରୁଣାବଜାର ଥାନା ସଇଦାବାଦରେ ଶାଳକଙ୍କୁ ହତ୍ୟା କରିଛି ଭିଣୋଇ । ମୃତକ ହେଉଛନ୍ତି ସେକ୍‌ ସକିମ୍‌ । ଗାଁର ସେକ୍‌ ଭାଲୁ ଦ୍ୱିତୀୟ ବିବାହ କରିଥିଲେ । ଏହାକୁ ନେଇ ସେକ୍‌ ସକିମ୍‌ ଓ ସେକ୍‌…