Browsing Tag

murder

ପୋଲିସ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ ଜଣକୁ ଗଳାକାଟି ହତ୍ୟା

ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା। ମାଲକାନଗିରି ଜିଲ୍ଲା ମାଥିଲି ଥାନାର କୁକୁରକୁଣ୍ଡ ଗାଁରେ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଶୁକ୍ରବାର ୩ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ ନକ୍ସଲ। ସେମାନେ ଗୁଜା କୋବାସୀ, ମାସା ସୋଡ଼ି ଓ ଉଙ୍ଗା କାଲମାରି।…

ବର୍ଷକ ପରେ ପୋଲିସ ହାତରେ ଧରାପଡିଲା ମା’ ହତ୍ୟାକାରୀ ପୁଅ

ଯାଜପୁର ଟାଉନ(କେନ୍ଯୁଜ୍): ମାକୁ ହତ୍ୟା କରିଥିବା ପୁଅ ବୋହୁ ଗିରଫ ।ହତ୍ୟାକାଣ୍ଡର ବର୍ଷକ ପରେ ଗିରଫ ହେଲେ ଅଭିଯୁକ୍ତ । ଯାଜପୁର ବରୀ ଥାନା ଧାରପୁରଗାଁରେ ଗତ ୨୦୧୮ ମସିହା ଜୁନ ୧୧ ତାରିଖଦିନ ବାବାଜି ଜେନଙ୍କ ପତ୍ନୀ ମେଘିଙ୍କୁ କଟୁରିରେ ହାଣି ହତ୍ୟା କରିଥିଲେ । ପାରିବାରିକ କଳହ କୁ କେନ୍ଦ୍ର…

ବରଗଡ : ପୋଲିସକୁ ମିଳିଲା ସଫଳତା, ଧରାପଡିଲେ ଗୁଳିକାଣ୍ଡରେ ସମ୍ପୃକ୍ତ ୪ ଅଭିଯୁକ୍ତ

ବରଗଡ (କେନ୍ୟୁଜ୍) : ବରଗଡ ପୋଲିସକୁ ମିଳିଛି ବଡ ସଫଳତା । ବହୁ ଚର୍ଚ୍ଚିତ ବରଗଡ ଜମୁର୍ଡା ଆମ୍ବାବନା ଥାନା ଏବଂ ବରପାଲି ସହରରେ ଘଟିଥିବା ଗୁଳିକାଣ୍ଡର ଫର୍ଦ୍ଦାଫାସ ହେବା ସହ ଗିରଫ ହୋଇଛନ୍ତି ୪ ଅଭିଯୁକ୍ତ। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲଣ କରିଛି। ଏହା ବିଷୟରେ…

ଦୁଇ ପତ୍ନୀଙ୍କୁ ହତ୍ୟା କରି ପୁଅ ସହ ଫେରାର୍ ବାପା

ଦୁଇ ପତ୍ନୀଙ୍କୁ ହତ୍ୟା କରି ପୁଅ ସହ ଫେରାର୍ ବାପା । ଘଟଣାଟି ଘଟିଛି ଦିଲ୍ଲୀର ସୌରଭ ବିହାରରେ । ଓଢଣୀରେ ତଣ୍ଟି ଚିପି ନିଜର ଦୁଇ ପତ୍ନୀଙ୍କୁ ହତ୍ୟା କରିଛି ଅଭିଯୁକ୍ତ ଜମଶେଦ୍ ଆଲମ । ସୂଚନାଅନୁସାରେ, କିଛି ମାସ ତଳୁ ଜମଶେଦ୍ ନିଜର ୧୦ ବର୍ଷର ପୁଅ ଏବଂ ଦୁଇ ପତ୍ନୀଙ୍କ ସହ ସୌରଭ ବିହାରରେ…

ପୁରୁଣା ୧୦ ଟଙ୍କା ନୋଟ୍ କୁ ନେଇ ହତ୍ୟା

ମୁମ୍ବାଇ: ମୁମ୍ବାଇର ଦାଦର ଅଞ୍ଚଳରେ ୧୦ଟଙ୍କିଆ ନୋଟ୍ କୁ ନେଇ ଗଣ୍ଡଗୋଳ ଲାଗିବା ସମୟରେ ୩୫ ବର୍ଷର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ ଗତ ସୋମବାର ରାତିରେ ହନିଫ ସିନ୍ଧୀକି ଦାଦର ରେଲୱେ ଷ୍ଟେସନ ବାହାରେ ରେହଡି ବାଲା ଠାରୁ ପରିବା କିଣୁଥିଲେ। ପୋଲିସ କହିବା ଅନୁଯାୟୀ…

ଘଟଣା ଶୁଣି ରକ୍ତ ହେବ ଗରମ, ସ୍ବାମୀ ତିନି ଛୁଆ ସହ ସ୍ତ୍ରୀର ଗଳା କାଟିକଲା ହତ୍ୟା

ସ୍ତ୍ରୀ ସହ ତିନି ପିଲାଙ୍କୁ ହତ୍ୟାକଲା ସ୍ୱାମୀ । ତିନି ପିଲାଙ୍କ ମଧ୍ୟରେ ଗୋଟିଏ ଦୁଇ ମାସର ଝିଅ ରହିଛି । ଦକ୍ଷିଣ ଦିଲ୍ଲୀର ମେହେରୁଲି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ତିନି ଜଣଙ୍କୁ ହତ୍ୟା କରି ଘରୁ ପଳାଇବା ପୂର୍ବରୁ ଏକ ନୋଟ୍ ଛାଡି ଯାଇଥିଲା ଅଭିଯୁକ୍ତ । ଏହି ନୋଟରେ ସେ ନିଜେ ହତ୍ୟା…

ବଲାଙ୍ଗିର: ରାଜନୈତିକ ଶତ୍ରୁତାରୁ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା

ବଲାଙ୍ଗିର(କେନ୍ୟୁଜ୍): ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା। ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅଭିଯୋଗ। ମୃତକ ହେଲେ ବଲାଙ୍ଗିର ଜିଲ୍ଲା ତୁରେକେଲା ଥାମା ମହୁଲପାଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିଲ୍ଲୀପ ସାହୁ। ତୁରେକେଲା ଷ୍ଟେସନ ରାସ୍ତାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।…

ଗଜପତି: କଂସେଇ ସାଜିଲା ସାନ ଭାଇ, ଟାଙ୍ଗିଆ ଚୋଟରେ ନେଲା ବଡଭାଇର ଜୀବନ

ଗଜପତି: ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନାର ଚିନ୍ତାପଲ୍ଲୀ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ସାନ ଭାଇ ନେଇଛି ବଡ ଭାଇର ଜୀବନ। ମୃତ ବଡଭାଇଙ୍କ ନାମ ସୁନ୍ଦର ବେହେରା ବୋଲି ଜଣା ପଡିଛି। ଜମିବାଡି ବିବାଦକୁ ନେଇ ମୃତ ସୁନ୍ଦରଙ୍କ ଭାଇ ତାରକେଶ୍ବର ବେହେରା ପ୍ରବଳ ମଦ୍ୟପାନ କରି…

କେନ୍ଦୁଝର : ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ

କେନ୍ଦୁଝର : ମହିଳାଙ୍କୁ ନିଆଁରେ ପୋଡି ହତ୍ୟା ଅଭିଯୋଗ । ମୃତକ ହେଲେ କେନ୍ଦୁଝର ଆନନ୍ଦପୁରର କୋଇଲିପାଳ ଗାଁର ଲିଜା ଦେହୁରୀ । ଲିଜାଙ୍କୁ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ନାୟକ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ଦେଇଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ଲିଜା କିଛି ଦିନ ହେବ ତାଙ୍କ…

ଯୁବକଙ୍କୁ ବୀଭତ୍ସ ହତ୍ୟା : ଗଳାକାଟି ଫେରାର ଦୁର୍ବୃତ୍ତ

ଅନୁଗୁଳ (କେନ୍ଯୁଜ୍) : ପୁଣି ଯୁବକଙ୍କ ଗଳାକାଟି ହତ୍ୟା। ରାସ୍ତା ଉପରେ ପଡିରହିଛି ମୃତଦେହ। ଅନୁଗୁଳ ଜିଲ୍ଲା ପାଲଲହଡାରେ ଯୁବକଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୃତକ ଜଣକ ପାଲଲହଡାର ପ୍ରଶ୍ନ ନାୟକ। ଦୁର୍ବୃତ୍ତମାନେ ପ୍ରଶ୍ନଙ୍କୁ ରଥସାହିର ରାସ୍ତା ମଝିରେ ଗଳା କାଟି ହତ୍ୟା କରିବା ପରେ…

ନୃସଂଶ ହେଲା ବଡ଼ବାପା, କଟୁରୀରେ ନେଲା ପୁତୁରା ଜୀବନ

ନୂଆପଡ଼ା : ବଡବାପା ସାଜିଲା କଂସେଇ, ନିମିଷକେ ମଧ୍ୟରେ ନେଇଗଲା ନିଜ ପୁତୁରାର ଜୀବନ । ଏଭଳି ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଛି ନୂଆପଡା ଜିଲ୍ଲାରେ । ନିଜ ପୁତୁରାକୁ କଟୁରୀରେ ହାଣି ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଲା ଅଭିଯୁକ୍ତ ବଡ଼ବାପା। କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁରେ ଘଟିଛି ଏହି…

କୋରାପୁଟ ଦେଓଘାଟିରେ ଅଘଟଣ, ବଡ଼ଭାଇର ଆକ୍ରମଣରେ ସାନଭାଇ ମୃତ

କୋରାପୁଟ(କେନ୍ୟୁଜ୍): ବଡ଼ଭାଇର ଆକ୍ରମଣରେ ସାନଭାଇର ମୃତ୍ୟୁ। କୋରାପୁଟ ସଦର ଥାନା ଦେଓଘାଟି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ସଦର ଥାନା ପୋଲିସ ବଡଭାଇକୁ ଅଟକ ରଖି ପଚରା ଉଚରା କରୁଛି।