Browsing Tag

muslim girl

ମୁସଲମାନ ହୋଇ ମଧ୍ୟ ହିନ୍ଦୁ ଭାଇ ମାନଙ୍କ ପାଇଁ ରାକ୍ଷୀ ତିଆରି କରି ପ୍ରଶଂସା ସାଉଣ୍ଟୁଛନ୍ତି କଟକର ସବିହା ସୁମ୍ବୁଲ

ଆସୁଛି ରାକ୍ଷୀ ପୂର୍ଣ୍ଣିମା।। ଆଉ ଏଇ ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ତିଆରି କରି ଚର୍ଚ୍ଚା ରେ କଟକର ମୁସଲମାନ ଝିଅ ସବିହା ସୁମ୍ବୁଲ । ଭାଇଚାରାର ସଦା ଉଦାହରଣ ଦେଇ ଆସିଛି ରୌପ୍ୟ ନଗରୀ କଟକ।। କେତେବେଳେ ହିନ୍ଦୁ ଭାଇ ମାନେ ମୁସଲମାନ ଭାଇ ମାନଙ୍କ ପର୍ବ ପର୍ବାଣୀ ରେ ସାହାଯ୍ୟ ସହଯୋଗ…

ଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ, ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ କଲେ ମୁସ୍‌ଲିମ୍‌ ଯୁବତୀ

ଜାତି-ଅଜାତି ବିବାଦ ମଧ୍ୟରେ ପୁଣି ଜିତିଲା ପ୍ରେମ। ବିବାହ କଲେ ପ୍ରେମୀ ଯୁଗଳ। ହିନ୍ଦୁ ରୀତି ଅନୁସାରେ, ବିବାହ କରିଛନ୍ତି ମୁସ୍‌ଲିମ୍‌ ଝିଅ ଓ ହିନ୍ଦୁ ପୁଅ। ପରିବାର ଲୋକଙ୍କ ତୀବ୍ର ବିରୋଧ ପରେ ବି ଜିତିଗଲା ସେମାନଙ୍କ ପ୍ରେମ। ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଜଣେ ମୁସ୍‌ଲିମ୍‌ ଝିଅର…

୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଝିଅମାନେ ନିଜ ପସନ୍ଦରେ କରିପାରିବେ ବିବାହ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ : ପଞ୍ଜାବ-ହରିଆଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ଯାହା ଅନୁଯାୟୀ ଜଣେ ମୁସଲମାନ ଝିଅ ୧୬ ବର୍ଷ ବୟସରେ ନିଜ ଇଚ୍ଛା ଅନୁଯାୟୀ ବିବାହ କରିପାରିବ। ଏହା ପଛରେ କୋର୍ଟ ଇସଲାମିକ ନିୟମକୁ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ପୁଅ ଓ ଝିଅଙ୍କର କିଶୋର ଅବସ୍ଥାରେ ଯୌନ…

ପ୍ରାପ୍ତ ବୟସରେ ଉପନୀତ ହେବା ପରେ ନିଜ ଇଚ୍ଛାରେ ବିବାହ କରିପାରିବେ ମୁସଲିମ ଯୁବତୀ: ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ : ଯୌବନାବସ୍ଥାରେ ପ୍ରବେଶ କରିବା ପରେ ଜଣେ ମୁସଲିମ୍ ଝିଅ ନିଜ ପସନ୍ଦ ମୁତାବକ ବିବାହ କରିପାରିବ । ଏହି ମାମଲାର ସମାଧାନ କରିବାକୁ ଯାଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜଣେ ୧୭ ବର୍ଷର ମୁସଲମାନ ଝିଅ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହମତି…

ମୁସଲମାନ୍‌ ଝିଅ ମୁହଁରେ ବେଦମନ୍ତ୍ର, ମହାମୃତ୍ୟୁଞ୍ଜୟ ମନ୍ତ୍ରଠୁ ଆରମ୍ଭ କରି ଗଣେଶ ବନ୍ଦନା ସବୁ ମୁଖସ୍ଥ

ଜଳେଶ୍ୱର (କେ.ନ୍ୟୁଜ): ମୁସଲମାନ୍‌ ଝିଅ ମୁହଁରେ ବେଦମନ୍ତ୍ର। ବୋଲୁଛନ୍ତି ଭକ୍ତ ସାଲବେଗଙ୍କ ଭଳି ଭଜନ । ମହା ମୃତ୍ୟୁଞ୍ଜୟ ମନ୍ତ୍ରଠୁ ଆରମ୍ଭ କରି ଗଣେଶ ବନ୍ଦନା ହେଉ କି ଗୁରୁ ବନ୍ଦନା ସବୁ ତାଙ୍କ ମୁହଁରେ । ଝିଅଟିର ନାଁ ମାମୁନି ଖାତୁନ। ମାମୁନିଙ୍କ ଘର ବାଲେଶ୍ଵର ବାଲିଆପାଳ ବ୍ଲକ ସୂନାରୁଇ…

ମୁସଲିମ ଝିଅ ହୋଇବି ସବୁ ଦେବାଦେବୀଙ୍କ ସ୍ତୁତି ଅନର୍ଗଳ ଗାଉଛନ୍ତି ସମଜାନ କିନ୍ତୁ ଅର୍ଥାଭାବରୁ ପାଠପଢା ବନ୍ଦ

ବେଦମନ୍ତ୍ର ପାଠ ଯେମିତି ତାଙ୍କ ମୁହଁରେ । ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ସ୍ତୁତି ପ୍ରାଞ୍ଜଳ ଭାବେ ଉଚ୍ଚାରଣ କରିପାରୁଛନ୍ତି । ପୁଣି ଗଣପତି ଓ ସରସ୍ଵତୀଙ୍କ ବନ୍ଦନା ଓ ଭଜନ ଏବଂ ଜଣାଣ।ଜଣେ ମୁସଲିମ ସମ୍ପ୍ରଦାୟର ଛାତ୍ରୀ ହୋଇଥିଲେ ମଧ୍ୟ ସେ ଅନର୍ଗଳ ଭାବେ ବେଦ ମନ୍ତ୍ର ପାଠ କରୁଛନ୍ତି । ଯାହା…

ମୁସଲିମ ଝିଅର ବାହାଘର କାର୍ଡରେ ସ୍ଥାନ ପାଇଲେ ରାମ ସୀତା, ଲୋକ କହିଲେ ଏମିତି କଥା

ଅନେକ ଜାଗାରେ ଜାତିବାଦକୁ ନେଇ ଉଠୁଥିବା ବିବାଦକୁ ଆପଣ ମାନେ ଅଳ୍ପ ବହୁତେ ଜାଣିଥିବେ ।ବିଶେଷ କରି ରାଜନୈତିକ କ୍ଷେତ୍ରରେ ଏହି ଧର୍ମୀୟ ଭେଦକୁ ବହୁଳ ଭାବରେ ବ୍ୟବହାର ହେଉଥିବାର ଆପଣ ମାନେ ଦେଖୁଥିବେ । ହେଲେ ଉତ୍ତର ପ୍ରଦେଶରେ ଏପରି ଏକ ଘଟଣା ଘଟିଛି ଯାହା ସବୁ ରାଜନୈତିକ ଲୋକ ମାନଙ୍କ ଏକ…

POKରେ ଥିବା ବଙ୍କର ମଧ୍ୟରେ ହେଉଛି ଦୁଷ୍କର୍ମ, ଖୁଲାସା କଲେ କଶ୍ମୀର ଯୁବତୀ

ବଙ୍କର୍ ମଧ୍ୟରେ କଶ୍ମୀର ଯୁବତୀଙ୍କୁ ଯୌନ ନିର୍ଯାତନା । ଶରଣ ନେଉଥିବା ଯୁବତୀଙ୍କ ସହ ପିଓକେ ବା ପାକ୍ ଅଧିକୃତ କଶ୍ମୀରରେ ଥିବା ବଙ୍କରରେ ହେଉଛି ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ । ଏଭଳି ଏକ ଚାଂଚଲ୍ୟକାର ଖୁଲାସା କରିଛନ୍ତି ଜଣେ କଶ୍ମୀର ଯୁବତୀ । ଯୁବତୀଙ୍କ କହିବା ଅନୁଯାୟୀ, ୧୯୯୦ ରେ…