Browsing Tag

national news

ପୁଣି ଖୋଲିବ କି କଶ୍ମୀର ପଣ୍ଡିତଙ୍କ ନରସଂହାର ଫାଇଲ, ଏସ୍‌ଆଇଟି ଗଠନ ପାଇଁ ଦାବି

କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ତିଆରି ହୋଇଥିବା ଫିଲ୍ମ 'କଶ୍ମୀର ଫାଇଲ' ଦେଖିବା ପରେ ଅନେକ ମହଲରେ ତର୍କ ବିତର୍କ ତୀବ୍ର ହୋଇଛି। କିଛି ସପକ୍ଷରେ ତ ଆଉ କିଛି ବିପକ୍ଷରେ ମତ ଦେଉଛନ୍ତି । ଏହାରି ଭିତରେ ଜଣେ ଓକିଲ ତଥା ସାମାଜିକ କାର୍ଯ୍ୟକର୍ତ୍ତା ରାଷ୍ଟ୍ରପତି ରାମନାଥ…

ପାଠ୍ୟକ୍ରମରେ ଯୋଡ଼ା ହେବ ଭଗବଦ୍ ଗୀତା: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ

ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ସିଲାବସ ବଦଳିବାକୁ ଲାଗିଛି। ଏମିତିକି ବିଭିନ୍ନ ପ୍ରକାର ପ୍ରଶ୍ନ ସହିତ ନୂଆ ସିଲାବସ ମଧ୍ୟ ଆସୁଛି। ଯେମିତିକି ଏବେ ଗୁଜୁରାଟ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ବିସି ନାଗେଶ। ସେ କହିଛନ୍ତି ଯେ ଭଗବଦ୍ ଗୀତା ସମସ୍ତଙ୍କ…

ମୁହଁରେ ନିଶ୍ୱାସ ଦେଇ ନବଜାତର ଜୀବନ ବଞ୍ଚେଇଲେ ମହିଳା ଡ଼ାକ୍ତର, ଲୋକେ କହିଲେ ପୃଥିବୀରେ ଭଗବାନ

ଆମେ କେହି ବି ଭଗବାନଙ୍କୁ ଦେଖିନାହୁଁ କିନ୍ତୁ ତାଙ୍କୁ ଅନୁଭବ କରିଛେ। ବେଳେ ବେଳେ ଏମିତି କିଛି ପରିସ୍ଥିତି ଆସେ ଆମେ ଈଶ୍ୱରଙ୍କୁ ମନେ ପକାଇଥାଉ। ହୁଏତ ଈଶ୍ୱର ସବୁ ସ୍ଥାନରେ ପହଞ୍ଚି ନ ପାରନ୍ତି କିନ୍ତୁ ତାଙ୍କ ରୂପରେ ସାହାଯ୍ୟ କରିବାକୁ ସେ ଅନେକ ଭଲ ଲୋକଙ୍କୁ ଏହି ପୃଥିବୀ ପୃଷ୍ଠକୁ…

ମଧ୍ୟ ପ୍ରଦେଶରେ ପୋଷ୍ଟମର୍ଟମ ପୂର୍ବରୁ ଜୀବନ୍ତ ହୋଇଗଲେ ମହିଳା, ସ୍ଵାମୀଙ୍କ ପାଇଁ ବଞ୍ଚିଗଲା ଜୀବନ

ଗ୍ୱାଲିଅରରେ ଏମିତି ଏକ ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ହେବା କଥା ଆପଣ ଜାଣିଥିବେ କିନ୍ତୁ ଏଠାରେ ଏକ ହସ୍ପିଟାଲରେ ଜଣେ ମହିଳାଙ୍କୁ ପୋଷ୍ଟମର୍ଟମ ରୁମ୍ କୁ ନିଆଯାଇଥିଲା। ପୋଷ୍ଟମର୍ଟମ ହେବା ପୂର୍ବରୁ ହିଁ ଜଣାପଡ଼ିଲା ଯେ ମହିଳା…

ସ୍ତ୍ରୀଠୁ ଲୁଚି ପ୍ରେମିକା ସହିତ କୋର୍ଟ ବିବାହ କରିବାକୁ ଯାଉଥିଲା ସ୍ୱାମୀ, ଧରା ପଡ଼ିଯିବାରୁ ରାସ୍ତାରେ ହାଇଭୋଲ୍‌ଟେଜ…

ବିହାରର କଟିହାରରୁ ଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିବାହିତ ବ୍ୟକ୍ତି ନିଜ ପ୍ରେମିକାକୁ ଧରି କୋର୍ଟ ମ୍ୟାରେଜ୍‌ କରିବାକୁ ଯାଉଥିଲେ। ହେଲେ ଏହି ସମୟରେ ତାଙ୍କ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାବୁ କରି ନେଇଥିଲେ। ଆଉ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ବିଶ୍ୱର ପ୍ରଥମ ନେତା ଯାହାଙ୍କର ୟୁଟ୍ୟୁବ ଚ୍ୟାନେଲରେ ୧ କୋଟି ଟପିଲା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଯେତିକି ସକ୍ରିୟ ସେତିକି ଲୋକପ୍ରିୟ। ଟ୍ୱିଟର ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ପ୍ରଫେସନାଲ ଫଟୋ ଏବଂ ଭିଡିଓ ସବୁବେଳେ ସେୟାର କରିଆସୁଛନ୍ତି । ଯାହାକୁ ଅନେକ ଲୋକ ମଧ୍ୟ ଦେଖନ୍ତି ।…

ନିଆଁ ଲାଗିଥିବା ମଲ୍ ରୁ ୧୦ ଟି ପାର୍ଶିଆନ ବିଲେଇଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଗତ ଶୁକ୍ରବାର ସନ୍ଧ୍ୟାରେ ପୁଣେର ଏକ ବିଲ୍ଡିଂରେ ନିଆଁ ଲାଗିବା ପରେ ପୁଣେ ଅଗ୍ନିଶମ ବିଭାଗ ପାଖା ପାଖି ଦଶଟି ପାର୍ସିଆନ ବିଲେଇ ଓ ତାଙ୍କ ଛୁଆକୁ ପ୍ରାୟ ତିନି ମହଲା କୋଠାଘରୁ ଉଦ୍ଧାର କରିଥିଲେ। ​​ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଅଗ୍ନିଶମ ବିଭାଗର ଅଧିକାରୀମାନେ…

ଇଜିପ୍ଟର ବିଲୁପ୍ତ ଶାଗୁଣା ଚୋରା ଚାଲାଣ ର‍୍ୟାକେଟ୍‌ର ପର୍ଦ୍ଦାଫାଶ; ପ୍ଲାଷ୍ଟିକ ଥଳି ଭିତରେ ଲୁଚାଇ ନେଇ ଯାଉଥିଲେ…

ମଧ୍ୟ ପ୍ରଦେଶର ଖଣ୍ଡୱା ଜିଲ୍ଲାରେ ପୋଲିସ ଏକ ଆନ୍ତଃରାଜ୍ୟ ଶାଗୁଣା ଚୋରା ଚାଲାଣ ର‍୍ୟାକେଟର ପର୍ଦ୍ଦାଫାଶ କରିଛି। ଏଥି ସହିତ ଉତ୍ତର ପ୍ରଦେଶର ଉନ୍ନାଓରେ ରହୁଥିବା ୬୦ ବର୍ଷର ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଇଜିପ୍ଟର ୭ଟି ବିଲୁପ୍ତ ଶାଗୁଣାଙ୍କୁ କାନପୁରରୁ ମହାରାଷ୍ଟ୍ରର ମାଲେଗାଓଁ…

IAS କ୍ୟାଡରକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ! ପ୍ରତିକ୍ରିୟା ରଖିଲେ ମମତା ବାନାର୍ଜୀ; ଜାଣନ୍ତୁ କେଉଁ…

କେନ୍ଦ୍ର ସରକାର IAS କ୍ୟାଡର ନିୟମ ୧୯୫୪ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ ପରିସ୍ଥିତି ସୃଷ୍ଟି ହୋଇଛି। ବାସ୍ତବରେ, ଆଇଏଏସ୍ ଅଧିକାରୀମାନଙ୍କର କେନ୍ଦ୍ରୀୟ ଡେପୁଟେସନ ପାଇଁ କେନ୍ଦ୍ର ସମସ୍ତ ରାଜ୍ୟକୁ ସେମାନଙ୍କ ତାଲିକା…

୫୦ ବର୍ଷ ଧରି ଇଣ୍ଡିଆ ଗେଟ୍‌ରେ ଜଳୁଥିବା ‘ଅମର ଯବାନ ଜ୍ୟୋତି’ର ହେବ ବିଲୟ! ଆଜିଠୁ ଜାତୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ…

ଦେଶରେ ଗଣତନ୍ତ୍ର ଦିବସ ପୂର୍ବରୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଜାତୀୟ ଯୁଦ୍ଧ ସ୍ମାରକୀରେ ଆଜି ବିଲୟ ହେବ ଅମର ଯବାନ ଜ୍ୟୋତି। ଦିଲ୍ଲୀରେ ଇଣ୍ଡିଆ ଗେଟ୍‌ରେ ୫୦ ବର୍ଷ ଧରି ପ୍ରଜ୍ଜ୍ୱଳିତ ଥିବା ଅମର ଯବାନ ଜ୍ୟୋତି ଆଜିଠାରୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସ୍ଥଳୀରେ ଜଳିବ। ରାଜଧାନୀ…

ଭାରତରେ ୫ କୋଟିରୁ ଊର୍ଦ୍ଧ୍ୱ ଲୋକ ବେକାର, ମହିଳାଙ୍କ ସଂଖ୍ୟା ଅଧିକ! ସାମ୍ନାକୁ ଆସିଲା CMIE ରିପୋର୍ଟ

‘Centre for Monitoring Indian Economy (CMIE)’ର ରିପୋର୍ଟ ଅନୁସାରେ, ୨୦୨୧ ଡିସେମ୍ବର ସୁଦ୍ଧା ଭାରତରେ ୫୩ ନିୟୁତ ବେରୋଜଗାର ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏକ ବଡ଼ ଅଂଶ ହେଉଛନ୍ତି ମହିଳା। CMIE କହିଛି ଯେ ୩୫ ନିୟୁତ ବେରୋଜଗାର ଲୋକ, ଯେଉଁମାନେ କି, ସକ୍ରିୟ ରୂପରେ କାମ…

ଚୀନର ରୋବୋଟ ଦେଲା ଅଜବ ତଥ୍ୟ, ଜାଣନ୍ତୁ ଚନ୍ଦ୍ରରେ ଦେଖାଯାଉଥିବା ଠେକୁଆର ରହସ୍ୟ 

ଚନ୍ଦ୍ରକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ ଉତ୍ସାହ । ଏମିତିକି ସେଥିପାଇଁ ବଡ଼ ବଡ଼ ଦେଶମାନେ ଚନ୍ଦ୍ରର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଚନ୍ଦ୍ରକୁ ସଟେଲାଇଟ୍ ପଠାଉଛନ୍ତି। ଯାହାକି ସବୁ ସମୟରେ ଚନ୍ଦ୍ରରେ ଘଟୁଥିବା ଘଟଣା ବିଷୟରେ ସୂଚନା ଦେବ। ସେହିପରି ଚୀନ ମଧ୍ୟ ନିଜର Robot…