Browsing Tag

national news

ହସ୍ପିଟାଲରେ ଭର୍ତ୍ତି ହୋଇ ନ ଥିଲେ ମଧ୍ୟ ମିଳି ଯାଇଥାଏ ଆୟୁଷ୍ମାନ ଯୋଜନାର ଫାଇଦା, ଜାଣନ୍ତୁ କ’ଣ ଆପଣ ବି ଏହି ଲାଭର…

ଆୟୁଷ୍ମାନ କାର୍ଡ ଯୋଜନା ଅଧୀନରେ ପ୍ରତିବର୍ଷ ୧୦ କୋଟି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥାଏ। ଏଥିରେ ସହରଠୁ ନେଇ ଗାଁ ପର୍ଯ୍ୟନ୍ତ ଗରିବ ପରିବାରଙ୍କୁ ଲାଭ ଦିଆଯାଇଥାଏ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ…

ସଙ୍କଟରେ ଏୟାର ଇଣ୍ଡିଆ କର୍ମଚାରୀ! ୬ ମାସ ଭିତରେ କ୍ୱାଟର ଖାଲି କରିବାକୁ ମିଳିଲା ନୋଟିସ୍‌

ଏୟାର ଇଣ୍ଡିଆର ନିଲାମୀ ପରଠାରୁ ଏହାର କର୍ମଚାରୀମାନଙ୍କ ଉପରେ ସଙ୍କଟ ମାଡ଼ି ଆସିଛି। କମ୍ପାନୀର କର୍ମଚାରୀମାନଙ୍କୁ କ୍ୱାଟର ଛାଡ଼ିବାକୁ ନୋଟିସ୍‌ ଦିଆଯାଇଛି, ଯାହାକୁ ନେଇ କର୍ମଚାରୀ ସଙ୍ଘ ରାଗିଯିବା ସହିତ ହଡ଼ତାଳ କରିବାକୁ ଧମକ ଦେଇଛି। କର୍ମଚାରୀମାନଙ୍କୁ ଜାରି ନୋଟିସ୍‌ରେ କୁହାଯାଇଛି ଯେ…

ଅନଲାଇନ ଜରିଆରେ ବଦଳାଇ ପାରିବେ ନିଜ ରାଶନ କାର୍ଡରୁ ମୋବାଇଲ୍‌ ନମ୍ବର, ଜାଣନ୍ତୁ ସହଜ ଉପାୟ

ରାଶନ କାର୍ଡ ଭାରତରେ ଖାଦ୍ୟଶସ୍ୟ ନେବା ବ୍ୟତୀତ ଏକ ଜରୁରୀ ଦସ୍ତାବିଜ୍‌ ରୂପରେ ମଧ୍ୟ ଉପଯୋଗ କରାଯାଉଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠୁ ଆରମ୍ଭ କରି ଆୟ, ନିବାସ ଭଳି ପ୍ରମାଣ ପତ୍ର ବନାଇବାରେ ଏହାର ପ୍ରୟୋଗ କରାଯାଇଥାଏ। ଏଥି ସହିତ ରାଶନ କାର୍ଡରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା…

କରୋନା ହେଉ କି ଆନ୍ଦୋଳନରେ ମୃତ୍ୟୁ, କାହିଁକି କ୍ଷତିପୂରଣ ଦେବାକୁ ବାଧ୍ୟ ସରକାର? ଜାଣନ୍ତୁ

ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାର ଲୋକଙ୍କୁ ଯୋଗୀ ସରକାର ୪୫-୪୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ସେପଟେ କେନ୍ଦ୍ର ସରକାର ମଧ୍ୟ କରୋନାଜନିତ ମୃତ୍ୟୁରେ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବେ। କିନ୍ତୁ କେତେକ…

ଆଲମିରାରେ ଖୁନ୍ଦାଖୁନ୍ଦି ହୋଇ ରହିଥିଲା ବିଡ଼ା ବିଡ଼ା ଟଙ୍କା, ଡୋର୍‌ ଖୋଲି ଦେବାରୁ ଭିତରର ଦୃଶ୍ୟ ଥିଲା ଏମିତି

ଆୟକର ବିଭାଗ ହାଇଦ୍ରାବାଦରେ ଏକ ଫାର୍ମାସ୍ୟୁଟିକାଲ ଗ୍ରୁପ୍‌ ଉପରେ ଚଢ଼ଉ କରିଛି। ଚଢ଼ଉ ସମୟରେ ବିଭାଗ ପାଖାପାଖି ୧୪୨ କୋଟି ନଗଦ ଟଙ୍କା ଜବତ କରିଛି। ଏହି ଟଙ୍କା ବିଡ଼ାଗୁଡ଼ିକୁ ଆଲମିରା ଓ ଲକର୍‌ରେ ଲୁଚେଇ ରଖାଯାଇଥିଲା। ଅନୁମାନ କରାଯାଉଛି କି, ଏବେ ସୁଦ୍ଧା କମ୍ପାନୀର ପାଖାପାଖି ୫୫୦ କୋଟି…

ଶିରିଡିରେ ୭ ଅକ୍ଟୋବରରୁ କରନ୍ତୁ ସାଇ ବାବାଙ୍କୁ ଦର୍ଶନ, କରିବାକୁ ହେବ ଏହି ନିୟମଗୁଡ଼ିକର ପାଳନ

ଦେଶରେ କରୋନା ସଂକ୍ରମଣର ସ୍ଥିତି କାବୁ ହେବା ପରେ କୋଭିଡ ଗାଇଡ୍‌ଲାଇନ ମଧ୍ୟରେ ଜନଜୀବନ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି। ଏଭଳି ପରିସ୍ଥିତିରେ ସାଇ ଭକ୍ତଙ୍କ ଅପେକ୍ଷାର ମଧ୍ୟ ଅନ୍ତ ଘଟିବାକୁ ଯାଉଛି। ବାସ୍ତବରେ, ସାଇ ବାବାଙ୍କ ଭକ୍ତମାନେ ଆସନ୍ତା ଅକ୍ଟୋବର ୭ରୁ ମହାରାଷ୍ଟ୍ରର ବିଶ୍ୱ…

ପଶୁଙ୍କ ପ୍ରତି କ୍ରୁର ଆଚରଣ କଲେ ଅଧିକ ଜରିମାନା ଲଗାଇବାକୁ ଯୋଜନା କରିଛନ୍ତି ସରକାର, ଭୋଗିବାକୁ ପଡ଼ିବ ଜେଲ୍‌ ଦଣ୍ଡ

ପଶୁଙ୍କ ପ୍ରତି କ୍ରୁର ଆଚରଣ କରୁଥିବା ଲୋକଙ୍କ ପାଇଁ ସରକାର ଅଧିକ ଜରିମାନା ଏବଂ ଜେଲ ଦଣ୍ଡ ଭୋଗିବାର ଯୋଜନା କରିଛନ୍ତି। ଏଥି ନିମନ୍ତେ ସଂସଦର ପରବର୍ତ୍ତୀ ଅଧିବେଶନରେ ଆଇନରେ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ବିଲ୍ ଅଣାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ଏପରି କାର୍ଯ୍ୟ କରୁଥିବା…

ପରମାଣୁ ଶକ୍ତି ଚାଳିତ ଏବଂ ପାରମ୍ପରିକ ବୁଡ଼ାଜାହାଜ ସହ ଆଗକୁ ବଢ଼ିବ ନୌସେନା, ୬ ନ୍ୟୁକ୍ଲିୟର ବୁଡ଼ାଜାହାଜ ନିର୍ମାଣ ପାଇଁ…

ଭାରତୀୟ ନୌସେନା ପରମାଣୁ ଶକ୍ତି ଚାଳିତ ଏବଂ ଡିଜେଲ-ଇଲେକ୍ଟ୍ରିକ୍‌ ଶକ୍ତିରେ ଚାଲୁଥିବା ପାରମ୍ପରିକ ବୁଡ଼ାଜାହାଜର ବ୍ୟବହାର ଜାରି ରଖିବ। ରୁଷ ଏବଂ ଚୀନ୍ ନୌସେନା ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି। ଭାରତୀୟ ନୌସେନା ୨୪ଟି ନୂଆ ବୁଡ଼ାଜାହାଜର ଆବଶ୍ୟକତା ଲୋଡ଼ିଛି। ସେଥିମଧ୍ୟରୁ ୬ଟି କଲଭାରୀ…

ଏବେ ଡ୍ରୋନ୍‌ ଦ୍ୱାରା ହେବ କରୋନା ଭ୍ୟାକ୍ସିନ୍‌ର ଡେଲିଭରି, ସ୍ୱାସ୍ଥ୍ୟ ମନ୍ତ୍ରୀ ଆରମ୍ଭ କଲେ ପ୍ରୋଜେକ୍ଟ

ଏଣିକି ଦେଶର ଦୁର୍ଗମ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ସହଜ ହେବ। କାହିଁକିନା, ଏହି ଅଞ୍ଚଳମାନଙ୍କରେ ଏବେ ଡ୍ରୋନ୍ ମାଧ୍ୟମରେ ଟିକା ବିତରଣ କରାଯାଇ ପାରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଉତ୍ତର-ପୂର୍ବ ଅଞ୍ଚଳ ପାଇଁ Indian Council of Research(ICMR)ର…

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ସାହାଯ୍ୟ କରିଥିବା ଲୋକକୁ ପୁରସ୍କାର ଦେବେ ସରକାର, ପ୍ରତିବର୍ଷ ଶ୍ରେଷ୍ଠ ନାଗରିକ…

ସଡକ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଡାକ୍ତରଖାନା ନେଇଥିବା ନାଗରିକମାନଙ୍କୁ କେନ୍ଦ୍ର ସରକାର ନଗଦ ପୁରସ୍କାର ରାଶି ସହ ପ୍ରଶଂସା ପତ୍ର ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ ଜିଲ୍ଲା ପ୍ରଶାସନ ଜଣେ ଭଲ ନାଗରିକ(ପୁରୁଷ କିମ୍ବା ମହିଳା)ଙ୍କୁ ବର୍ଷକୁ ସର୍ବାଧିକ ପାଞ୍ଚ ଥର ୫୦୦୦ ଟଙ୍କା କରି…

ବର୍ଷେ ହେବ ମିଳୁ ନାହାନ୍ତି ଜେଏନୟୁ ଓ ବିଏଚୟୁର ନୂତନ କୁଳପତି, ଦ୍ୱିତୀୟ ଥର ପାଇଁ ଆବେଦନ ମାଗିଲା ମନ୍ତ୍ରାଳୟ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରବର୍ତ୍ତୀ କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟା ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସରକାରଙ୍କ କହିବା ଅନୁସାରେ, ଏ ପର୍ଯ୍ୟନ୍ତ ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି…

ଭାରତରେ ଧସେଇ ପଶିଲେ ଆତଙ୍କୀ, ଗୁଇନ୍ଦା ସଂସ୍ଥା ଜାରି କଲା ଆଲର୍ଟ; ସେନା କ୍ୟାମ୍ପ୍‌କୁ କରି ପାରନ୍ତି ଟାଗେର୍ଟ

ଆଫଗାନିସ୍ତାନରେ ତାଲିବାନ କବ୍‌ଜା ପରେ ଭାରତର ସୁରକ୍ଷା ବି ବିପଦରେ ରହିଛି। ପ୍ରଥମ ଥର ଆଫଗାନ ଆତଙ୍କୀ ଭାରତରେ ଧସେଇ ପଶିଥିବାର ଖବର ଆସିଛି। ଗୁଇନ୍ଦା ସଂସ୍ଥା ଏ ନେଇ ଆଲର୍ଟ ଜାରି କରି କୌଣସି ବି ବଡ଼ ଧରଣର ଆକ୍ରମଣ ଆଶଙ୍କା ଜାହିର କରିଛି। ସୂଚନା ମୁତାବକ, ଆତଙ୍କୀମାନଙ୍କ ଟାର୍ଗେଟରେ ସେନା…