Below header
Browsing Tag

national news

ନରେନ୍ଦ୍ର ମୋଦି ସେୟାର କଲେ ବିମାନ ଭିତରେ ଫାଇଲ୍‌ କାମ କରୁଥିବାର ଫଟୋ, ଲୋକେ ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଫଟୋ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ବେଳେ ବିମାନରେ ବସିଥିବା ସମୟର ଏକ ଫଟୋକୁ ମୋଦି ନିଜେ ସେୟାର କରିଛନ୍ତି। ଏହି ଫଟୋରେ ପିଏମ୍‌ କିଛି ଦସ୍ତାବିଜ୍‌ ପଢ଼ୁଥିବାର ନଜର ଆସୁଛନ୍ତି। ତାଙ୍କ ପାଖରେ ବି ଅନେକଗୁଡ଼ିଏ କାଗଜପତ୍ର ଏବଂ ଫାଇଲ ରଖା ହୋଇଛି।…

ସାଧାରଣ ରୋଗୀ ବେଶରେ ହସ୍ପିଟାଲ ତଦାରଖ କରିବାକୁ ଯେବେ ପହଞ୍ଚି ଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ତାଙ୍କ ସହିତ ଏମିତି କରିଥିଲେ…

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟା ନିକଟରେ ନିଜ ସହିତ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି। ସେ କହିଛନ୍ତି କି, କିଛିଦିନ ତଳେ ସେ ନୂଆଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲକୁ ହଠାତ୍‌ ତଦାରଖରେ ଯାଇଥିଲେ। ଏହି ସମୟରେ ସେ ମନ୍ତ୍ରୀ ନୁହେଁ, ବରଂ ଜଣେ ସାଧାରଣ ରୋଗୀ ବେଶରେ…

ମହଙ୍ଗା ହୋଇପାରେ Swiggy-Zomatoରୁ ଖାଦ୍ୟ ମଗାଇବା, GST କାଉନସିଲ କମିଟି କଲା ଏହି ସୁପାରିଶ

ଅନଲାଇନ ଫୁଡ୍‌ ଡେଲିଭରି ଆଗାମୀ ଦିନରେ ମହଙ୍ଗା ହୋଇପାରେ। ଜିଏସ୍‌ଟି କାଉନସିଲ ବୈଠକରେ ଏହା ଉପରେ ବିଚାର କରାଯିବ। କମିଟିର ଫିଟ୍‌ମେଣ୍ଟ ପ୍ୟାନେଲ ଫୁଡ୍‌ ଡେଲିଭରି ଆପ୍ସକୁ ଅତି କମ୍‌ରେ ୫ ପ୍ରତିଶତ ଜିଏସ୍‌ଟି ଯୋଜନା ପରସରକୁ ଆଣିବାକୁ ସୁପାରିଶ କରିଛି। ଏମିତି ହେଲେ ଆଗକୁ Swiggy, Zomato…

Padma Awards 2022: ପଦ୍ମ ପୁରସ୍କାର ପାଇଁ ଆଜି ହିଁ ସରୁଛି ନାମାଙ୍କନ, ଜାଣନ୍ତୁ ପୂରା ପ୍ରକ୍ରିୟା

ପଦ୍ମ ପୁରସ୍କାର ୨୦୨୨ ପାଇଁ ଆଜି ନାମାଙ୍କନର ଶେଷ ତାରିଖ। ଗୃହ ମନ୍ତ୍ରାଳୟ ଏ ନେଇ ସୂଚନା ଦେଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ କେବଳ ଅଫିସିଆଲ ପଦ୍ମ ପୁରସ୍କାର ପୋର୍ଟାଲ padmaawards.gov.inରେ ଅନଲାଇନ କରାଯାଇ ପାରିବ। ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଜାରି ଏକ ଅଫିସିଆଲ ବିଜ୍ଞପ୍ତି…

‘ଜଲ୍‌ଦି ବନ୍ଦ କରି ଦିଅନ୍ତୁ ଓ୍ଵାର୍କ ଫ୍ରମ୍‌ ହୋମ୍‌, ନ ହେଲେ ଭାଙ୍ଗିଯିବ ଆମ ବିବାହ’; ଜାଣନ୍ତୁ ସ୍ୱାମୀଙ୍କ…

ସୋସିଆଲ ମିଡିଆରେ ଏକ ଚିଠି ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ବସ୍‌ଙ୍କ ପାଖକୁ ଲେଖିଛନ୍ତି। ଏହି ଚିଠିରେ ସ୍ତ୍ରୀ, ସ୍ୱାମୀଙ୍କ ବସ୍‌ଙ୍କୁ ଅନୁରୋଧ କରିଛନ୍ତି କି, ସେ ତାଙ୍କ ସ୍ୱାମୀଙ୍କ ଓ୍ଵାର୍କ ଫ୍ରମ୍‌ ହୋମ୍‌କୁ ଶେଷ କରି ତୁରନ୍ତ ତାଙ୍କୁ ଅଫିସ୍‌ ଡକାନ୍ତୁ।…

Co-Win ପୋର୍ଟାଲ ଲଞ୍ଚ୍‌ କଲା API, କିଏ ନେଇଛନ୍ତି ଟିକା ଆଉ କିଏ ନେଇ ନାହାନ୍ତି, ତୁରନ୍ତ ମିଳିବ ସୂଚନା

Co-Win ପୋର୍ଟାଲ ଏକ ନୂଆ ଆପ୍ଲିକେଶନ ପ୍ରୋଗ୍ରାମିଙ୍ଗ୍‌ ଇଣ୍ଟରଫେସ୍‌(ଏପିଆଇ) ଲଞ୍ଚ୍‌ କରିଛି, ଯାହାକୁ ‘Know Your Customer/Client Vaccination Status’ ନାମ ଦିଆଯାଇଛି। ଏହା ମାଧ୍ୟମରେ ରେଲେଓ୍ଵ, ମଲ୍‌ କିମ୍ବା କୌଣସି ହୋଟେଲରେ ତୁରନ୍ତ ଜଣା ପଡ଼ିଯିବ କି, କୌଣସି ବ୍ୟକ୍ତି କରୋନା…

‘୧୦୦ ନେତାଙ୍କ ତାଲିକା ଧରି ବସିଛି ED, ଯାହାକୁ ଯେତେବେଳେ ଚାହିଁବ ନୋଟିସ୍‌ ପଠାଇବ’; ସରକାରଙ୍କୁ ଏମିତି ଟାର୍ଗେଟ କଲେ…

ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି। ଆଲୋଚକଙ୍କ କହିବା ହେଲା, ସରକାର ପୁଣିଥରେ ଇଡି ଓ ସିବିଆଇ ଭଳି ସଂସ୍ଥାକୁ ନିଜ ରାଜନୈତିକ ବିରୋଧୀମାନଙ୍କ କ୍ଷେତ୍ରରେ ବ୍ୟବହାର କରିପାରନ୍ତି। ବରିଷ୍ଠ…

ରାସ୍ତା ଖରାପ ଥିଲେ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ଅଟୋ ଚାଳକ ଦୋଷୀ ନୁହେଁ; ଏମିତି କହି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ…

ମୁମ୍ବାଇର ଏକ କୋର୍ଟ ଦୁର୍ଘଟଣାଜନିତ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତ ଅଟୋ ଚାଳକଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ କହିଛନ୍ତି କି, ଯଦି ରାସ୍ତା ଖରାପ ଅଛି, ତ ମୃତ୍ୟୁ ପାଇଁ ଚାଳକଙ୍କୁ ଦୋଷୀ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। ସୂଚନାଥାଉ କି, ସ୍ଥାନୀୟ ଆରେ କଲୋନୀରେ ୧୧ ବର୍ଷ ତଳେ ଜଣେ…

ବେଆଇନ ପାର୍କିଂ: ବାଇକ୍‌ ସହ ଚାଳକଙ୍କୁ ବି କ୍ରେନରେ ଉଠାଇ ନେଲା ପୋଲିସ, ଲୋକେ କହିଲେ ଏମିତି କଥା

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିବା ପରେ ଆପଣଙ୍କୁ ବି ପୋଲିସ ଉପରେ ରାଗ ଆସିପାରେ। ତେବେ ପ୍ରଥମେ ଭାବି ନିଅନ୍ତୁ କି, ଆପଣ ରାଗିବାକୁ ଚାହୁଁଛନ୍ତି ନା ହସିବାକୁ। ମାମଲାଟି ମହାରାଷ୍ଟ୍ରର ପୁଣେ ସହରର। ଏଠାରେ ଟ୍ରାଫିକ୍‌ ପୋଲିସ ଏକ ଅଜବ…

ଶେଷରେ ଭାଙ୍ଗି ଗଲା ଏହି ଜଣାଶୁଣା IAS କପଲ୍‌ଙ୍କ ଯୋଡ଼ି, ଟିନା ଡାବୀ-ଅତହର ଖାନଙ୍କ ଛାଡ଼ପତ୍ରକୁ କୋର୍ଟ ଦେଲେ ମଞ୍ଜୁରୀ

ଜଣାଶୁଣା ଆଇଏଏସ୍‌ କପଲ୍‌ ଟିନା ଡାବୀ ଓ ଅତହର ଖାନ ଶେଷରେ ଅଲଗା ହୋଇଛନ୍ତି। ସେମାନଙ୍କ ଛାଡ଼ପତ୍ରକୁ କୋର୍ଟ ମଞ୍ଜୁରୀ ଦେଇ ଦେଇଛନ୍ତି। ଦୁହେଁ ନଭେମ୍ବର ୨୦୨୦ରେ ଛାଡ଼ପତ୍ର ପାଇଁ ଫାଇଲ୍‌ କରିଥିଲେ। ପ୍ରଥମେ ସଂଘ ଲୋକସେବା ଆୟୋଗ(ୟୁପିଏସ୍‌ସି)ରେ ଟପ୍‌ କରି ଟିନା ଡାବୀ ଖୁବ୍‌ ଚର୍ଚ୍ଚାକୁ…

PM kisan: ଚାଷୀଙ୍କ ପାଇଁ ଖୁସି ଖବର! ଏବେ ପ୍ରତି ବର୍ଷ ୬୦୦୦ ଜାଗାରେ ମିଳିବ ୩୬୦୦୦ ଟଙ୍କା, ଜଲ୍‌ଦି ହିଁ କରି…

ପିଏମ୍‌ କିସାନ ସମ୍ମାନ ନିଧିର ଲାଭାର୍ଥୀ ଚାଷୀଙ୍କ ପାଇଁ ଖୁସି ଖବର। ଏବେ ଆପଣଙ୍କୁ ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମାସରେ ୩୦୦୦ ଟଙ୍କା ମିଳିପାରିବ। ସବୁଠୁ ବଡ଼ କଥା ହେଉଛି, ଏଥିପାଇଁ କୌଣସି ବି ପ୍ରକାରର କିଛି ଦସ୍ତାବିଜ୍‌ ଦେବାକୁ ପଡ଼ିବ ନାହିଁ। କହି ରଖୁଛୁ, ଏବେ ପିଏମ୍‌ କିସାନ ମାନଧନ…

ହାଇଦ୍ରାବାଦରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୪.୦

ହାଇଦ୍ରାବାଦରେ ଭୂକମ୍ପ ଝଟକା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜିର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ହାଇଦ୍ରାବାଦର ଦକ୍ଷିଣରେ ସକାଳ ୫ଟା ସମୟରେ ଅନୁଭୂତ ହୋଇଥିଲା। ଏହାର ରିକ୍ଟର ସ୍କେଲରେ ତ୍ରିବତା ୪.୦ ରହିଥିବାର ସୂଚନା ମିଳିଛି। ସୂଚନା ମୁତାବକ, ଏହି ଭୂକମ୍ପ ହାଇଦ୍ରାବାଦଠୁ ୧୫୬…