Browsing Tag

national news

ପାଟନା ମେଟ୍ରୋର ସବୁଠାରୁ ଭଲ ଲୋଗୋ ବନାଇଥିବା ଲୋକକୁ ମିଳିବ ୫୦ ହଜାରର ବମ୍ପର ପୁରସ୍କାର, ପ୍ରତିଯୋଗିତା ଆୟୋଜନ,…

ପାଟନା ମେଟ୍ରୋର ନୂଆ ଲୋଗୋ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାର ସାଧାରଣ ଜନତାଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ପ୍ରକୃତ କଥା ହେଉଛି, ପାଟନା ମେଟ୍ରୋର ନୂଆ ଲୋଗୋକୁ ପ୍ରସ୍ତୁତ କରିବା ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ପାଟନା…

ଗଙ୍ଗା ନଦୀରେ ଭାସୁଥିବା କାଠବାକ୍ସରୁ ମିଳିଲା ୨୨ ଦିନର ନବଜାତ କନ୍ୟା, ଭିତରେ ଥିଲା ମା’ ଦୁର୍ଗାଙ୍କ ଫଟୋ

ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାରେ ବୁଧବାର ଗଙ୍ଗା ନଦୀରେ ଭାସୁଥିବା ଏକ କାଠବାକ୍ସରୁ ୨୨ ଦିନର ଏକ ଜୀବିତ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି କି, ରାଜ୍ୟ ସରକାର ଉଦ୍ଧାର ନବଜାତ କନ୍ୟାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ଏବଂ ତା'ର ଉଚିତ…

କୋଭିଡ-୧୯ର ଦ୍ଵିତୀୟ ଲହରୀ ଜୁଲାଇ ସୁଦ୍ଧା ଚାଲି ଯାଇପାରେ, ଅକ୍ଟୋବର ପୂର୍ବରୁ ଆସିବାର ନାହିଁ ତୃତୀୟ ଲହରୀ: ସରକାରୀ…

ଭାରତରେ ସବୁଆଡେ ଏବେ ହାହାକାର ସ୍ଥିତି। କରୋନାର ଦ୍ଵିତୀୟ ଲହରୀ ଯିବା ପାଇଁ ଏବେ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ। ବିଜ୍ଞାନ ଏବଂ ଟେକ୍ନିକ ବିଭାଗ ପକ୍ଷରୁ ୩ ସଦସ୍ୟ ବିଶିଷ୍ଟ ପ୍ୟାନେଲ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଭାରତରେ କରୋନାର ଦ୍ଵିତୀୟ ଲହରୀର ପ୍ରଭାବ ଚଳିତବର୍ଷ…

ନବଜାତକ ଜିତିଗଲା ଜୀବନ ଯୁଦ୍ଧ, ଜନ୍ମର ୨୦ ଦିନ ପରେ ହୋଇଥିଲା କରୋନା ସଂକ୍ରମିତ

ସାରା ଦେଶରେ କୋଭିଡ ମହାମାରୀ ଭିତରେ ଚଣ୍ଡୀଗଡ଼ରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ନବଜାତକ କରୋନାକୁ ମାତ ଦେଇ ସମସ୍ତଙ୍କ ମୁଁହରେ ହସ ଫୁଟାଇଛି। ଖବରରୁ ଜଣାପଡ଼ିଛି, ଗୁରଦୀପ ସିଂ ଓ ତାଙ୍କ ସ୍ତ୍ରୀ ସନ୍ଦୀପ କୌର ଏପ୍ରିଲ ପ୍ରାରମ୍ଭରେ ଏକ ଶିଶୁପୁତ୍ରର ମାଆ, ବାପା ହୋଇଥିଲେ। କିନ୍ତୁ…

କରୋନା ପୀଡ଼ିତା ମାଆକୁ ମିଳିଲାନି ଅକ୍ସିଜେନ ବେଡ, ତ ଝିଅ ଅଧ ଲିଟର ସାନିଟାଇଜର ପିଇ କରି ଦେଲା ଆତ୍ମହତ୍ୟା

ସାରା ଦେଶରେ କରୋନାର ସଙ୍କଟଜନକ ସ୍ଥିତି ଭିତରେ ମହାରାଷ୍ଟ୍ରର ନାସିକରୁ ଅତି ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଝିଅ ମାଆର ମୃତ୍ୟୁରେ ଭାଙ୍ଗିପଡ଼ି ନିଜେ ଆତ୍ମହତ୍ୟା କରି ଦେଇଛି। ଖବରରୁ ଜଣାପଡ଼ିଛି, ଅକ୍ସିଜେନ ବେଡ ନ ମିଳିବାରୁ ମହିଳାଙ୍କ ପ୍ରାଣ ଚାଲିଯାଇଥିଲା। ଆଉ ଏଥିରେ ଦୁଃଖୀ…

ସାହସୀ ହେବାକୁ ବାର୍ତ୍ତା ଦେଲେ କୋଭିଡ୍‌ ସଂକ୍ରମିତ ସ୍ୱାମୀ, ସ୍ତ୍ରୀ, ହସ୍ପିଟାଲରୁ ଗାଇଲେ ‘ଜିନ୍ଦଗୀ ଔର କୁଛ ଭି…

କରୋନା କାରଣରୁ ଯେଉଁଠି ଲୋକେ ମନୋବଳ ହରାଇ ବସୁଛନ୍ତି, ସେଠି ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଛି। ଏହି ଭିଡିଓ ଦେଖିଲେ ଆପଣ ପଜିଟିଭ ଭାବିବା ଆରମ୍ଭ କରିଦେବେ। ଭିଡିଓଟି ପଦ୍ମଶ୍ରୀ ଅନୁଜ ଶର୍ମାଙ୍କର। କିଛିଦିନ ତଳେ ସେ ଓ ତାଙ୍କ ସ୍ତ୍ରୀ…

କାନପୁର ହସ୍ପିଟାଲରୁ ଆସିଲା ଛାତିଥରା ଘଟଣା, ବେଡ୍‌ ଉପରେ ହିଁ ତନ୍ତ୍ରମନ୍ତ୍ର କରି କୋଭିଡ୍‌ ରୋଗୀକୁ ମାରିଦେଲେ ଦୁଇ…

କାନପୁରର ହାଲେଟ୍‌ ହସ୍ପିଟାଲରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିଲେ ଆପଣ ଆଚମ୍ବିତ ହୋଇଯିବେ। ଆପଣଙ୍କ ଛାତି ଥରି ଉଠିବ। ଘଟଣାରୁ ଜଣାପଡ଼ିଛି, ଏହି ହସ୍ପିଟାଲ ଭିତରେ ଦୁଇଜଣ ମହିଳା ପଶି ଜଣେ କରୋନା ସଂକ୍ରମିତ ମହିଳାଙ୍କ ଜୀବନ ନେଇଯାଇଛନ୍ତି। ମହିଳାଙ୍କୁ କରୋନା ନୁହେଁ,…

ସାପ କାମୁଡ଼ି ଦେବାରୁ ୧୦ ବର୍ଷ ପିଲାର ଗୋଡ଼କୁ ବାନ୍ଧିଦେଲେ ଗାଁ ଲୋକେ, ବାଲ୍ଟି ବାଲ୍ଟି ପାଣି ଢାଳି କଲେ ଏମିତି କାମ

ସାପ ନାଁ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ଏକ ଗାଁର ଲୋକେ ସାପକୁ ନ ଡରି ଜଣେ ୧୦ ବର୍ଷ ବାଳକର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ବାଳକକୁ କାମୁଡ଼ିଥିବା ସାପକୁ ଧରି ଗାଁ ଲୋକେ ଏକ ବୋତଲରେ ଭର୍ତ୍ତି କରି ଦେଇଥିଲେ। ସେପଟେ ପିଲାଟିକୁ ମଧ୍ୟ ବାନ୍ଧି ପକାଇଥିଲେ। ତା’ ଗୋଡ଼କୁ…

ମହାରାଷ୍ଟ୍ରରେ କରୋନାରେ ହାହାକାର ! ଆମ୍ବୁଲାନ୍ସରେ ପଡ଼ିଥିଲେ ବାପା, ତ ପୁଅ କହିଲା, ‘ବେଡ୍‌ ଦେଇପାରିବେନି ଯଦି…

ମହାରାଷ୍ଟ୍ରରେ କରୋନା ଭାଇରସ୍‌ ମହାମାରୀ ଯୋଗୁ ସ୍ଥିତି ଜଟିଳ ହେବାରେ ଲାଗିଛି। ଏବେ ରାଜ୍ୟରେ ନୂଆ କରୋନା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଶଯ୍ୟା ସୁଦ୍ଧା ଉପଲବ୍ଧ କରାଯାଇପାରୁ ନାହିଁ। ଏମିତିରେ ପରିବାର ଲୋକଙ୍କୁ ନିଜ ସଂକ୍ରମିତ ସଦସ୍ୟଙ୍କୁ ଧରି ହସ୍ପିଟାଲ ଚକ୍କର କାଟିବାକୁ ପଡ଼ୁଛି। ଏବେ…

ଅନଲାଇନ ମଦ ଅର୍ଡର କରିବା ବରିଷ୍ଠ ନାଗରିକଙ୍କୁ ପଡ଼ିଲା ମହଙ୍ଗା, କ୍ୟୁଆର୍‌ କୋଡ୍‌ ସ୍କାନ କରୁ କରୁ ଆକାଉଣ୍ଟରୁ ଗାଏବ…

ମୁମ୍ବାଇରେ କୋଭିଡ୍‌ ମାମଲା ଦିନକୁ ଦିନ ବଢ଼ିଚାଲିଛି ଏବଂ ଏହି କାରଣରୁ ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି। ଏପରିକି, ଲୋକଙ୍କୁ ଅନ୍‌ଲାଇନ ଅର୍ଡର କରିବାକୁ ମଧ୍ୟ ପ୍ରୋତ୍ସାହିତ କରୁଛି। କାହିଁକି ନା, ଲୋକେ ଯେପରି ତାଙ୍କ ଘରେ ହିଁ ସବୁ ଜିନିଷ ପାଇପାରିବେ। ତେବେ ଏହାରି ଭିତରେ…

‘ରାହୁଲ ଗାନ୍ଧୀଙ୍କଠୁ ଦୂରେଇ ରୁହନ୍ତୁ ଯୁବତୀ, କାହିଁକି ନା ସେ…’, ଏମିତି ବିବାଦୀୟ ବୟାନ ଦେଲେ ପୂର୍ବତନ ସାଂସଦ

ନିର୍ବାଚନ ସମୟରେ ନେତାମାନଙ୍କ ମଧ୍ୟରେ ସାଧାରଣତଃ ବାକ୍‌ ଯୁଦ୍ଧ ଲାଗି ରହିଥାଏ। ପରସ୍ପର ପରସ୍ପର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି। ଏହାରି ଭିତରେ ନେତାଙ୍କ ମୁହଁରୁ ବିଭିନ୍ନ ଆପତ୍ତିଜନକ ବୟାନ ମଧ୍ୟ ସାମ୍ନାକୁ ଆସିଥାଏ। ଏବେ ଏମିତି ହିଁ କିଛି କରିଛନ୍ତି କେରଳର ପୂର୍ବତନ ସାଂସଦ…

ଅର୍ଡର କ୍ୟାନ୍ସଲ କରିଦେବାରୁ ଯୁବତୀଙ୍କ ନାକକୁ ମୁଥ ମାରି ଫଟାଇ ଦେଲେ ଜମାଟୋ ଡେଲିଭରୀ ବୟ, ପୀଡ଼ିତାଙ୍କୁ କ୍ଷମା ମାଗିଲା…

ବେଙ୍ଗାଲୁରୁରେ ଜମାଟୋ ଡେଲିଭରୀ ବୟଙ୍କ ଦୁର୍ଦ୍ଦାନ୍ତ କାରନାମା ସାମ୍ନାକୁ ଆସିଛି। ଘଟଣାଟି ଘଟିଛି ବୁଧବାର। ଜଣେ ଯୁବତୀ ଜମାଟୋରେ ଅର୍ଡର କରିଥିବା ଖାଦ୍ୟକୁ କ୍ୟାନ୍ସଲ କରିଦେବାର ଜାଣି ଡେଲିଭରୀ ବୟ ହଠାତ୍‌ ରାଗିଯାଇଥିଲେ। ଆଉ ତା’ପରେ ଯୁବତୀଙ୍କ ନାକକୁ ମୁଥ ମାରି ଫଟାଇ ଦେଇଥିଲେ। ଖବରରୁ…