Browsing Tag

national news

ପଶ୍ଚିମବଙ୍ଗ ନିର୍ବାଚନ: ମହିଳା ବିଧାୟିକାଙ୍କ ଗାଲ ଚିପି ଦେଲେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ, ଭାଇରାଲ ଭିଡିଓକୁ…

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ପ୍ରତ୍ୟେକ ଦଳ ଭୋଟ ପାଇବା ଆଶାରେ କୌଣସି ବି ମଉକା ହାତଛଡ଼ା କରୁନାହାନ୍ତି। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ତେବେ ଏହାରି ଭିତରେ ହୁଗଳିର ଭାଜପା…

ପଶ୍ଚିମବଙ୍ଗ ନିର୍ବାଚନ: ରଣଭୂମିରେ ମିଠାପଣ ଭରୁଛି ‘ମୋଦି ଓ ମମତା ମିଠେଇ’

ପଶ୍ଚିମବଙ୍ଗରେ ଜୋର୍‌ଦାର ହେଉଛି ନିର୍ବାଚନୀ ପ୍ରଚାର ଅଭିଯାନ। ଏହାରି ଭିତରେ ରାଜନୈତିକ ଦଳଗୁଡ଼ିକ ପରସ୍ପର ମଧ୍ୟରେ କଡ଼ା ଟକ୍କର ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ମିଠା ଦୋକାନଗୁଡ଼ିକ ରାଜନୈତିକ ତିକ୍ତତାକୁ କମ୍‌ କରିବା ପାଇଁ ପ୍ରୟାସ କରୁଛନ୍ତି। ଏଠାରେ ମମତା ବାନାର୍ଜୀ ଓ ନରେନ୍ଦ୍ର…

ସୁପ୍ରିମ୍‌କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଶାଶୁଘରେ ସ୍ତ୍ରୀକୁ ଯାହା ବି ଆଘାତ ଲାଗିବ, ସେଥିପାଇଁ କେବଳ ସ୍ୱାମୀ ହିଁ ଦାୟୀ…

ସ୍ୱାମୀମାନଙ୍କ ପାଇଁ ସତର୍କ ବାଣୀ। ଏଣିକି ଶାଶୁଘରେ ସ୍ତ୍ରୀକୁ ଯାହା ବି କିଛି ଆଘାତ ଲାଗିବ, ସେଥିପାଇଁ ଆଉ କେହି ନୁହନ୍ତି, ବରଂ ସ୍ୱାମୀ ହିଁ ଦାୟୀ ରହିବ। ଏପରି କି, ଶାଶୁ, ଶ୍ୱଶୁର ଏବଂ ସମ୍ପର୍କୀୟମାନେ ବି ଯଦି ବୋହୂକୁ ମାରପିଟ କରନ୍ତି କିମ୍ବା କୌଣସି ପ୍ରକାର କଷ୍ଟ ପହଞ୍ଚାନ୍ତି, ତେବେ…

‘ୟେ ହମ୍‌ ହୈ, ୟେ ହୁକ୍କା ହୈ, ଔର୍‌ ଅବ୍‌ ପାଓ୍ଵରୀ ନେହିଁ ହୋ ରହି ହୈ’… ଜବରଦସ୍ତ ଭାଇରାଲ ହେଉଛି ଦିଲ୍ଲୀ ପୋଲିସର…

ବେଆଇନ ଭାବେ ଚାଲିଥିବା ଏକ ହୁକ୍କା ବାର୍‌ ଉପରେ ଚଢ଼ାଉ କରିବା ପରେ ଦିଲ୍ଲୀ ପୋଲିସ ଏକ ଟ୍ଵିଟ୍‌ କରିଛି, ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ପଶ୍ଚିମ ଦିଲ୍ଲୀ ଅଞ୍ଚଳରେ ଥିବା ଏହି ହୁକ୍କା ବାର୍‌ ଉପରେ ଅତର୍କିତ ଚଢ଼ାଉ କରିଥିଲା। ତେବେ ଚଢ଼ାଉ…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି: ପଶ୍ଚିମବଙ୍ଗରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳର ୪୧୫ କମ୍ପାନୀ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳର ୪୧୫ କମ୍ପାନୀକୁ ମୁତୟନ କରାଯାଇଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଏବେ ସୁଦ୍ଧା ସିଏପିଏଫ୍‌ର ୨୦୦ କମ୍ପାନୀ ପଶ୍ଚିମବଙ୍ଗର ପହଞ୍ଚି ସାରିଲେଣି। ଏଥିରେ…

ନିର୍ବାଚନୀ ର‍୍ୟାଲିରେ ଭୋଟରଙ୍କୁ ଧମକ ! ‘ଭୋଟ ଦେବନି ଯଦି ବିଜୁଳି, ପାଣି ସବୁ ବନ୍ଦ କରିଦେବୁ’ ବୋଲି କହିଲେ…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଉପାୟରେ ଭୋଟରମାନଙ୍କୁ ଆକର୍ଷିତ କରିବାରେ ଲାଗିପଡ଼ିଛନ୍ତି। ତେବେ ଏହାରି ଭିତରେ କିଛି ନେତା ଭୋଟ ହାତେଇବା ପାଇଁ ନୈତିକତା ଭୁଲି ଭୋଟରମାନଙ୍କୁ ଡରାଉ ଧମାକାଉଥିବା ଜଣାପଡ଼ିଛି। ମମତା ସରକାରରେ କୃଷି…

ଚେତାବନୀ ଦେଲା WHO, ଚଳିତବର୍ଷ ଶେଷ ସୁଦ୍ଧା ବି ବିନାଶ ହେବ ନାହିଁ କରୋନା ମହାମାରୀ !

କରୋନା ମହାମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଲୋକଙ୍କୁ ଚେତାବନୀ ଦେଇଛି। ଏହା କହିଛି ଯେ ଏବେ କରୋନା ଯାଉନି। ଏହା କହିବା ଭୁଲ୍‌ ହେବ କି, ୨୦୨୧ ଶେଷ ଆଡ଼କୁ ମହାମାରୀ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇଯିବ। WHO ହେଲ୍‌ଥ ଇମରଜେନ୍ସି ପ୍ରୋଗ୍ରାମର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା.…

ଇସ୍ରୋର କମାଲ: ଏବେ ମହାକାଶରୁ ଭାରତ ରଖିବ ଚୀନ ଏବଂ ପାକିସ୍ତାନର ମନ୍ଦ ଗତିବିଧି ଉପରେ କଡ଼ା ନଜର

ଚୀନ ଏବଂ ପାକିସ୍ତାନର ମନ୍ଦ ଗତିବିଧି ଉପରେ ଭାରତ ଏବେ ଆହୁରି ତୀକ୍ଷ୍‌ଣ ନଜର ରଖିପାରିବ। ‘ସିନ୍ଧୁ ନେତ୍ର’ ଉପଗ୍ରହର ସଫଳ ପ୍ରତିକ୍ଷେପଣ ସହ ଲଦାଖର ପାହାଡ଼ିଆ ଅଞ୍ଚଳରୁ ହିନ୍ଦୁ ମହାସାଗର ଅଞ୍ଚଳ(ଆଇଓଆର୍‌) ପର୍ଯ୍ୟନ୍ତ ସବୁ ଛୋଟବଡ଼ ଗତିବିଧି ଉପରେ କଡ଼ା ନଜର ରଖିବାର କ୍ଷମତା ଭାରତର ବଢ଼ିଯାଇଛି।…

CSIR ମହାନିର୍ଦ୍ଦେଶକ ଦେଲେ ଚେତାବନୀ, କରୋନାର ତୃତୀୟ ଲହରୀ ହୋଇପାରେ ଅଧିକ ଭୟଙ୍କର !

ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ(ସିଏସ୍‌ଆଇଆର୍‌)ର ମହାନିର୍ଦ୍ଦେଶକ(ଡିଜି) ଶେଖର ସି. ମାଣ୍ଡେ ରବିବାର ଚେତାବନୀ ଦେଇଛନ୍ତି କି, ଦେଶରେ କରୋନା ମହାମାରୀ ସଙ୍କଟ ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। କରୋନାର ତୃତୀୟ ଲହରୀ ପ୍ରତି ସେ ସଚେତନ କରିବା ସହ କହିଛନ୍ତି, ଯଦି ଆମେ ଆମ…

ଆମେରିକାରେ Johnson & Johnson ଭ୍ୟାକ୍ସିନ୍‌କୁ ମିଳିଲା ମଞ୍ଜୁରୀ, ଗୋଟିଏ ଡୋଜ୍‌ ହିଁ ଯଥେଷ୍ଟ

Moderna ଓ Pfizer ପରେ ଏବେ ଆମେରିକାରେ ତୃତୀୟ ଭ୍ୟାକ୍ସିନ୍‌କୁ ବି ମଞ୍ଜୁରୀ ମିଳିଯାଇଛି। ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେଶନ ଜନ୍‌ସନ ଆଣ୍ଡ ଜନ୍‌ସନ(J&J) ଭ୍ୟାକ୍ସିନ୍‌କୁ ଅନୁମୋଦନ ଦେଇଛି। ଏହି ଭ୍ୟାକ୍ସିନ୍‌ ୨ ପରିବର୍ତ୍ତେ କେବଳ ଗୋଟିଏ ହିଁ ଡୋଜ୍‌ରେ ପ୍ରଭାବଶାଳୀ ରହିବ।…

ହସି ହସି ଶେଷ କରିଦେଲେ ନିଜ ଜୀବନ, ଆତ୍ମହତ୍ୟା ପୂର୍ବରୁ ନଦୀ ବ୍ରିଜ୍‌ ଉପରେ ବନାଇଲେ ଭିଡିଓ

ଗୁଜରାଟର ଅହମ୍ମଦାବାଦରେ ଜଣେ ବିବାହିତା ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହାକି ଏବେ ଭାଇରାଲ ହେଉଛି। ଏହି ଭିଡିଓରେ ମହିଳା ଜଣକ କହୁଛନ୍ତି, ‘ଯେତିକି ବି ଜୀବନ ବଞ୍ଚିଲି, ଶାନ୍ତି…

ବିଷ ଖାଇ ଜୀବନ ହାରିଦେଲେ ନାବାଳିକା, ସମ୍ପର୍କୀୟ ଲୋକଙ୍କୁ ହ୍ଵାଟସ୍‌ଆପରେ ପଠାଇଦେଲେ ସୁଇସାଇଡ୍‌ ନୋଟ୍‌, ଯାହାକୁ ପଢ଼ି…

ମୁମ୍ବାଇରେ ୧୪ ବର୍ଷୀୟା ଜଣେ ନାବାଳିକା ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ, ଯାହାକୁ ନେଇ ତାଙ୍କ ଘର ଲୋକ ଚକିତ ହୋଇପଡ଼ିଛନ୍ତି। ଏହି ସୁଇସାଇଡ୍‌ ନୋଟ୍‌ରେ ଲେଖା ହୋଇଛି କି, ସେ ଏଥିପାଇଁ ଏଭଳି ପଦକ୍ଷେପ ଉଠାଇବାକୁ ଯାଉଛନ୍ତି,…