Below header
Browsing Tag

navratri

ନବରାତ୍ରୀରେ ପୂଜା ପାଇଥାନ୍ତି ନବଦୁର୍ଗା, ଜାଣନ୍ତୁ କ’ଣ ରହିଛି ନଅ ଦେବୀଙ୍କ ରହସ୍ୟ

ନବରାତ୍ରୀ ସମୟରେ ନଅ ଦିନରେ ନବଦୁର୍ଗାଙ୍କ ପୂଜା କରାଯାଇଥାଏ। ଏହି ସମୟରେ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ। ମାତାଙ୍କ ଏହି ୯ ରୂପର ରହସ୍ୟ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ରହସ୍ୟ। ଶୈଳପୁତ୍ରୀ: ପର୍ବତରାଜ ହିମାଳୟର ପୁତ୍ରୀ…

ନବରାତ୍ରୀରେ ମାଙ୍କୁ ପ୍ରସନ୍ନ କରିବା ପାଇଁ ଜପ କରନ୍ତୁ ଏହି ମନ୍ତ୍ର

ଚୈତ୍ର ନବରାତ୍ରୀର ପଞ୍ଚମ ଦିନ ଅର୍ଥାତ ଆଜି ମା ଦୁର୍ଗାଙ୍କ ସ୍କନ୍ଦମାତା ରୂପ ପୂଜା ପାଇଥାଏ। ଆଜିର ଦିନରେ ଉପବାସ କରି ବିଧି ପୂର୍ବକ ପୂଜା କରିବା ପରେ ସ୍କନ୍ଦମାତାଙ୍କର ଏହି ସ୍ତୁତି ପାଠ କରିବା ଦ୍ୱାରା ଭକ୍ତର ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ମନ୍ତ୍ର ଜପ…

ଆଜି ନବରାତ୍ରୀର ନବମ ଦିନରେ ପୂଜା ପାଉଛନ୍ତି ମା ସିଦ୍ଧିଦାତ୍ରୀ

ବିଭିନ୍ନ ଶକ୍ତିପୀଠରେ ଆଜି ଦଶମୀ ପୂଜା ପାଳନ କରାଯାଉଥିବା ବେଳେ ମଣ୍ଡପରେ ନବମୀ ପୂଜା ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ନବମ ଶକ୍ତିର ନାମ ସିଦ୍ଧିଦାତ୍ରୀ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି…

ଜାଣନ୍ତୁ ନବରାତ୍ରୀ ସମୟରେ ବଙ୍ଗାଳୀ ମହିଳାମାନେ କାହିଁକି ପିନ୍ଧିଥାନ୍ତି ଧଳା ଏବଂ ନାଲି ରଙ୍ଗର ଶାଢୀ

ନବରାତ୍ରୀ ସମୟରେ ପଶ୍ଚିମବଙ୍ଗରେ ଭବ୍ୟ ପୂଜାର ଆୟୋଜନ କରାଯାଇଥାଏ। ସମ୍ପୂର୍ଣ୍ଣ ପଶ୍ଚିମବଙ୍ଗରେ ସୁନ୍ଦର ପେଣ୍ଡାଲ ତିଆରି କରାଯାଇଥାଏ ଓ ମହିଳାମାନେ ଲାଲ ବର୍ଡର ଥିବା ଧଳା ରଙ୍ଗର ଶାଢୀ ପିନ୍ଧିଥିବାର ଦେଖିବାକୁ ପାଇବେ। ଯଦିଓ ଫ୍ୟାଶନ୍ ଦୃଷ୍ଟିରୁ ବହୁ ମହିଳା ସମସ୍ତ ରଙ୍ଗର ଶାଢୀ ପିନ୍ଧନ୍ତି…

ଆଜି ନବରାତ୍ରୀର ସପ୍ତମ ଦିନରେ ପୂଜା ପାଉଛନ୍ତି ମା କାଳରାତ୍ରୀ

ଶାରଦୀୟ ନବରାତ୍ରୀର ସପ୍ତମ ଦିନରେ ମା’ କାଳରାତ୍ରୀ ନାମରେ ପୂଜିତ । ମା’ ଙ୍କ ସ୍ଵରୂପ ଅତି ଭୟଙ୍କର ଶରୀରର ରଙ୍ଗ ଅନ୍ଧକାର ପରି ଗାଢ଼ କଳା । ମସ୍ତକର କେଶ ମୁକୁଳା, ମା’ ଙ୍କର ତିନୋଟି ନେତ୍ର ନାସିକା ରୁ ପ୍ରବାହିତ ଶ୍ଵାସ ପ୍ରଶ୍ଵାସ ରେ ଅଗ୍ନି ର ଜ୍ୱାଲା ବାହାରୁଥାଏ । ମା’ କାଳରାତ୍ରୀ…

ଦୁର୍ଗାଷ୍ଟମୀରେ ଏହି ୮ ଉପାୟ ମଧ୍ୟରୁ କରନ୍ତୁ ଗୋଟିଏ, ମାତା ରାଣୀଙ୍କ ଆଶୀର୍ବାଦରୁ ଦୂର ହେବ ଦୁର୍ଭାଗ୍ୟ

ନବରାତ୍ରୀରେ ନବଦୁର୍ଗାଙ୍କର ନଅ ସ୍ୱରୂପକୁ ପୂଜା କରାଯାଏ। ମା ଦୁର୍ଗାଙ୍କର ନଅ ସ୍ୱରୂପର ପୂଜ କରିବାର ନିଜ ନିଜର ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୬ରେ ନବରାତ୍ରୀର ଅଷ୍ଟମୀ ତିଥି ପଡୁଛି। ଏହି ଦିନରେ ଦେବୀ ମହାଗୌରୀଙ୍କର ପୂଜା ହୋଇଥାଏ। ମାତା ଦୁର୍ଗାଙ୍କର ଅଷ୍ଟମୀ ଶକ୍ତିର ନାମ ମହାଗୌରୀ।…

ଗରବା ପାଇଁ ମହିଳାମାନେ ନିଜ ପିଠିରେ ବନାଇଲେ ମୋଦି ଏବଂ ଟ୍ରମ୍ପ ଟାଟୁ

ଗୁଜରାଟରେ ନବରାତ୍ର ଉତ୍ସବ ପାଇଁ ଗରବାର ସାଜ ସଜ୍ଜାରେ ଏଥର ଟାଟୁର ଟ୍ରେଣ୍ଡ ପରିବର୍ତ୍ତନ ହୋଇଛି। ମହିଳାମାନେ ନିଜ ପିଠିରେ ହାଉଡି ମୋଦି କାଯ୍ୟର୍କ୍ରମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ମିଟିଙ୍ଗ, ଚନ୍ଦ୍ରଯାନ ୨, ଆର୍ଟିକିଲ ୩୭୦, ୩୫ଏ ଏବଂ…

ଆଜି ନବରାତ୍ରୀର ଚତୁର୍ଥ ଦିନରେ ପୂଜା ପାଉଛନ୍ତି ମା କୁଷ୍ମାଣ୍ଡା

ଶାରଦୀୟ ନବରାତ୍ରୀର ଆଜି ଚତୁର୍ଥ ଦିନରେ ମା କୁଷ୍ମାଣ୍ଡା ରୂପରେ ପାଇଥାନ୍ତି। ନିଜର ମନ୍ଦହାସ ଦ୍ଵାରା ବ୍ରହ୍ମାଣ୍ଡକୁ ଉତ୍ପନ କରିଥିବା କାରଣରୁ ମାତାଙ୍କୁ କୁଷ୍ମାଣ୍ଡା ଦେବୀ ନାମରେ ଅଭିହିତ କରାଯାଇଛି । ମା ଙ୍କର ନିବାସରେ ସୂର୍ଯ୍ୟ ମଣ୍ଡଳର ଅନ୍ତଃଲୋକରେ ସୂର୍ଯ୍ୟ ସମାନ ଜ୍ୟୋତି ଓ ପ୍ରଭାରେ…

ଆଜି ନବରାତ୍ରୀର ତୃତୀୟ ଦିନରେ ପୂଜା ପାଉଛନ୍ତି ମା ଚନ୍ଦ୍ରଘଣ୍ଟା

ଶାରଦୀୟ ନବରାତ୍ରୀ ର ତୃତୀୟ ଦିନ ରେ ଦେବୀ ଚନ୍ଦ୍ରଘଣ୍ଟା ନାମ ରେ ଆରାଧନା କରାଯାଏ । ମାତା ଙ୍କ ର ଏହି ସ୍ଵରୂପ ପରମ ଶାନ୍ତି ଦାୟକ ଓ କଲ୍ୟାଣକାରି ଅଟେ । ଏହାଙ୍କର ମସ୍ତକ ରେ ଘଣ୍ଟା ଆକାର ର ଅର୍ଦ୍ଧଚନ୍ଦ୍ର ବିରାଜିତ ହୋଇ ଥିବାରୁ ଏହା ଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ । ଚନ୍ଦ୍ରଘଣ୍ଟା…

ଆସୁଛି ନବରାତ୍ରୀ, ପୂଜା ପୂର୍ବରୁ ଘରେ ରଖନ୍ତୁ ଏହି ସବୁ ଜିନିଷ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ୨୯ ସେପ୍ଟେମ୍ବର ରୁ ଆରମ୍ଭ ହୋଇ ୭ ଅକ୍ଟୋବର ପଯ୍ୟର୍ନ୍ତ ଚାଲିବ। ଏହି ଦିନରେ ନଅ ଦିନ ପଯ୍ୟର୍ନ୍ତ ମା’ ଙ୍କୁ ପୂଜା କରାଯାଇଥାଏ। ୮ ଅକ୍ଟୋବର ଦିନ ଧୂମଧାମର ସହ ବିଜୟାଦଶମୀ ପାଳନ କରାଯିବ। ଏହାବ୍ୟତୀତ ୮ ଅକ୍ଟୋବର ଦିନ ହିଁ ମା’…

ନବରାତ୍ରୀରେ କାହିଁକି ଖାଆନ୍ତି ନାହିଁ ପିଆଜ ଏବଂ ରସୁଣ ?

ନବରାତ୍ରୀ ସମୟରେ ପ୍ରାୟ ସମସ୍ତେ ଦୁର୍ଗା ମାଁଙ୍କ ଆରଧାନ କରିଥାନ୍ତି। ସବୁଆଡ଼େ ଶୁଣିବାକୁ ମିଳିଥାଏ ମା ଙ୍କ ଜୟଜୟକାର। ତେବେ ସାଧାରଣତଃ ନବରାତ୍ରୀ ସମୟରେ କୌଣସି ବ୍ଯକ୍ତି ବ୍ରତ କରିବା ସହ ପିଆଜ-ରସୁଣ ଖାଇନଥାନ୍ତି। ତେବେ ଖାଲି ତାହା ନୁହଁ ପ୍ରାୟତଃ ପୂଜା ଏବଂ ବ୍ରତ ସମୟରେ ବିନା ପିଆଜ ଏବଂ…

ନବରାତ୍ରୀର ନଅ ଦିନରେ କରନ୍ତୁ ଏହି ୯ ଉପାୟ, କେବେ ବି ରହିବନି ଅର୍ଥର ଅଭାବ

ମା ଦୁର୍ଗାଙ୍କ ଆରାଧନା ବିଶେଷ କରି ନବରାତ୍ରୀ ଅବସରରେ କରାଯାଇଥାଏ, ଯାହା ଚଳିତ ବର୍ଷ ଆସନ୍ତା ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେଉଛି । ଯାହାକି ୧୯ ତାରିଖ ପର୍ଯ୍ଯନ୍ତ ଚାଲିବ । ଦେବୀଙ୍କ ଆଶୀର୍ବାଦ ପାଇବା ପାଇଁ ନବରାତ୍ରୀର ନଅ ଦିନରେ ଏହି ନଅଟି ଉପାୟ ଅବଲମ୍ବନ କଲେ ଆପଣଙ୍କ ସମସ୍ତ ଅସୁବିଧା…