Browsing Tag

netaji subhas chandra bose

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ; ଜନ୍ମସ୍ଥାନ କଟକରେ ଆୟୋଜନ ହେବ ବିଭିନ୍ନ କାର୍ଯ୍ୟକ୍ରମ

କଟକ (କେନ୍ୟୁଜ): ଦେଶ ପାଳନ କରୁଛି ସ୍ୱାଧୀନତା ସଂଗ୍ରାମର ମହାନାୟକ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ । ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ବେଳେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।…

ଗୁମ୍‌ନାମୀ ବାବା ହିଁ ନେତାଜୀ! ଆର୍‌ଟିଆଇରେ ଡିଏନ୍‌ଏ ରିପୋର୍ଟ ମାଗିଥିଲେ ଆବେଦକ, କିନ୍ତୁ ମନା କଲେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ଗୁମ୍‌ନାମୀ ବାବା ନାଁରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଭାରତରେ ରହୁଥିବା ଚର୍ଚ୍ଚା ହୋଇଆସୁଛି। ଗତ ସେପ୍ଟେମ୍ବର ୨୪ରେ ପଶ୍ଚିମବଙ୍ଗ ହୁଗୁଳି କୋନଗର ବାସିନ୍ଦା ସାୟକ ସେନ୍‌ ଆରଟିଆଇ ଅନୁସାରେ ଡିଏନଏ ରିପୋର୍ଟ ପ୍ରକାଶ କରିବା ଲାଗି ଆବେଦନ କରିଥିଲେ। କିନ୍ତୁ ବାବାଙ୍କ ଡିଏନଏ…

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ: କଟକର ଜାନକୀନାଥ ଭବନ ଚଳଚଞ୍ଚଳ

କଟକ(କେନ୍ୟୁଜ୍):  ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସ୍ୱାଧିନତା ସଂଗ୍ରାମର ପୃଷ୍ଠା ଖେଳାଇଲେ ଯାହାଙ୍କର ନାଁ ଏବେ ବି ପଢୁଛି ସାରା ବିଶ୍ୱ। ଯାହାଙ୍କ ପାଇଁ କଟକ ସହରକୁ ଚିହ୍ନେ ସାରା ପୃଥିବୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସଜେଇ ହୋଇଛି ଓଡିଆ ବଜାରଠାରେ ଥିବା…

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ, ଏହି ବୀରପୁତ୍ରଙ୍କ ଅଦମ୍ୟ ସାହସ ଓ ବୀରତ୍ୱକୁ ମନେ ପକାଉଛି ଦେଶ

ଭୁବନେଶ୍ବର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ । ପୁରା ଦେଶ ଆଜି ନେତାଜୀଙ୍କ ଅଦମ୍ୟ ସାହସ, ବୀରତ୍ୱ ଓ ଉତ୍ସର୍ଗୀକୃତ ଦେଶପ୍ରେମକୁ ସ୍ମରଣ କରୁଛି । ନେତାଜୀଙ୍କ ଜୟନ୍ତୀ ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ । ଅନ୍ୟାୟ ବିରୋଧରେ ଲଢେଇ ହେଉ କି ଦେଶକୁ ଗୁଲାମୀର…