Browsing Tag

new corona cases

ଉପରମୁଁହା କରୋନା ମିଟର, ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୪୩୧ ନୂଆ ସଂକ୍ରମିତ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୩୧ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୯୫୬ କୋଭିଡ୍‌ ଟେଷ୍ଟ ହୋଇଛି । ତେବେ କୋଭିଡରେ ଆଉ କେହି ପ୍ରାଣ ହରାଇ ନାହାନ୍ତି । ସୁସ୍ଥ ହୋଇଛନ୍ତି ୧୯୭ ଆକ୍ରାନ୍ତ । ରାଜ୍ୟରେ ମୋଟ…

ରାଜ୍ଯରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍‌ ଚିହ୍ନଟ, ୬୪ ମୃତ

ଭୁବନେଶ୍ବର(କେନ୍ଯୁଜ୍): କମୁଛି କରୋନା ସଂକ୍ରମଣ। ରାଜ୍ୟରେ ୨ ପ୍ରତିଶତ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧ ହଜାର ୪୩୭ ପଜିଟିଭ୍‌ ଚିହ୍ନଟ । ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ପଜିଟିଭିଟି ରେଟ୍‌ ରହିଛି ୧.୯୨ ପ୍ରତିଶତ । ଯାହାକି ଗତକାଲି ଥିଲା…

ଆଜି ରାଜ୍ଯରେ ୧୯୨୭ ପଜିଟିଭ ଚିହ୍ନଟ, ସର୍ବାଧିକ ୬୯ ଆକ୍ରାନ୍ତ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ପୁଣି ୨ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧ ହଜାର ୯୨୭ ପଜିଟିଭ୍‌ ଚିହ୍ନଟ । ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୬୭ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୯୫ ପ୍ରତିଶତ । ୨୪ ଘଣ୍ଟାରେ…

ଆଜି ପୁଣି ରାଜ୍ଯରେ ୧୧,୦୯୯ କରୋନା ପଜିଟିଭି ଚିହ୍ନଟ, ଖୋର୍ଦ୍ଧାରେ ପୁଣି ସର୍ବାଧିକ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ଯରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଦେଖି ଆଜିଠାରୁ ଲାଗୁ ହୋଇଛି ଦ୍ବିତୀୟ ପର୍ଯ୍ଯାୟ ଲକଡାଉନ। ରାଜ୍ଯରେ ଗତ ୨୪ ଘଣ୍ଟାରେ ଆଉ ୧୧, ୦୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬୨୧୪ କ୍ବାରେଣ୍ଟାଇନ କେସ ରହିଥିବା ବେଳେ ଲୋକାଲ କେସ୍ ୪୮୮୫…

ଥମିବାର ନା ନେଉନି କରୋନା: ଆଜି ପୁଣି ରାଜ୍ଯରେ ଆଉ ୫୭୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ଯରେ ଆଉ ୫୭୦ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୩୮୪ ଏବଂ ଲୋକାଲ କେସରୁ ୧୮୬ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୧୨୫୨୬ରେ ପହଁଚିଛି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍…

ଝାରସୁଗୁଡ଼ାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୬୦ରେ ପହଁଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ବି ଆଉ ଜଣେ ପଜିଟିଭ୍‌ ଚିହ୍ନଟହୋଇଛନ୍ତି। ନୂଆ ସଂକ୍ରମିତ ଜଣକ ଝାରସୁଗୁଡ଼ା ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି। ସଂକ୍ରମିତ ଜଣକ ଜଣେ ୪୦ ବର୍ଷୀୟ…

ଯାଜପୁର ଜିଲ୍ଲାର ନୂଆ ୩ କରୋନା ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଯାଜପୁର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ସମସ୍ତ ୩ ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍‌। ୩ ସଂକ୍ରମିତଙ୍କ ମଧ୍ୟରେ ଜଣେ ଯୁବତୀ ଓ ୨ଜଣ ପୁରୁଷ। ଯୁବତୀଙ୍କ ବୟସ ୧୮ ଓ…