ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ୱିଟ ଜରିଆରେ ଦେଲେ…
ଦୀର୍ଘ ୭ ବର୍ଷ ୩ ମାସ ୩ ଦିନର ଅପେକ୍ଷା ପରେ ଶେଷରେ ଫାଶୀ ପାଇଲେ ନିର୍ଭୟା ଘଟଣାର ୪ ଜଣ ଦୁର୍ଦ୍ଦାନ୍ତ ଦୋଷୀ । ଏତେ ବର୍ଷର ବ୍ୟବଧାନ ପରେ ନିର୍ଭୟାଙ୍କ ପରିବାର ସମେତ ସମଗ୍ର ଭାରତ ବର୍ଷର ପ୍ରତିକ୍ଷାର ଅନ୍ତ ଘଟିଛି । ଫାଶୀ ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ ଏହାକୁ ନ୍ୟାୟର ବିଜୟ ବୋଲି…