Browsing Tag

noida police

ଲୁଚି ଲୁଚି ଥାନାରେ ପହଞ୍ଚିଲେ ଏଲ୍‌ଭିଶ ଯାଦବ, ରେଭ୍‌ ପାର୍ଟି ସାପ ବିଷ ମାମଲାରେ ପଚରାଉଚରା କଲା ନୋଏଡା ପୋଲିସ

ଜଣାଶୁଣା ୟୁଟ୍ୟୁବର୍ ତଥା ବିଗ୍ ବସ୍ OTT ବିଜେତା ଏଲ୍‌ଭିଶ ଯାଦବଙ୍କୁ ସାପ ବିଷ ମାମଲାରେ ନୋଏଡା ପୋଲିସ ପଚରାଉଚରା କରିଛି। ଏଲ୍‌ଭିଶ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଚି ଲୁଚି ସେକ୍ଟର-୨୦ ଥାନାରେ ପହଞ୍ଚିଥିଲେ ଏବଂ ପୋଲିସ ନିକଟରେ ହାଜର ହୋଇଥିଲେ। ସେଠାରେ ଡିସିପି ଏବଂ ଏସିପି ସ୍ତରର…

ଏଲ୍‌ଭିଶ ଯାଦବଙ୍କୁ ନୋଏଡା ପୋଲିସ ପଠାଇଲା ନୋଟିସ୍‌, ରେଭ୍‌ ପାର୍ଟି ଡ୍ରଗ୍ସ ମାମଲାରେ ହେବ ପଚରାଉଚରା

ଏଲ୍‌ଭିଶ ଯାଦବଙ୍କୁ ନୋଟିସ୍‌। ସାପ ବିଷ ମାମଲାରେ ୟୁଟ୍ୟୁବର୍ ତଥା ବିଗ୍ ବସ୍ ଓଟିଟି ବିଜେତା ଏଲ୍‌ଭିଶ ଯାଦବଙ୍କୁ ନୋଟିସ ଜାରି କରିଛି ନୋଏଡା ପୋଲିସ। ଖୁବ୍ ଶୀଘ୍ର ନୋଏଡା ପୋଲିସ ନିକଟରେ ହାଜର ହେବେ ଏଲ୍‌ଭିଶ। ସେପଟେ ଏହି ମାମଲାରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପୋଲିସକୁ ଗିରଫ ୫…

ଗ୍ୟାସ୍‌ ଭରିବାକୁ ନେଇ ଦୁଇ ଦଳ ମଧ୍ୟରେ ମାରପିଟ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ :  ଉତ୍ତରପ୍ରଦେଶର ନୋଏଡାରେ ଏକ ସିଏନଜି ପମ୍ପରେ ଗ୍ୟାସ୍‌ ଭରିବା ଡେରି ହେବାକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ । ବିବାଦ ଏତେ ବଢିଗଲା ଯେ ଯୁବକ ଜଣକ ବ୍ୟକ୍ତିକୁ ପିଟିବା ସହ ଉଠାଇ ପିଙ୍ଗି ଦେଇଛନ୍ତି । ସୂଚନା ମୁତାବକ, ମାରପିଟରେ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ…

ଧାର ଟଙ୍କା ସୁଝି ନପାରିବାରୁ ଖାଲି ଦେହରେ ମାର୍କେଟରେ ବୁଲାଇଲେ, ଭିଡ଼ିଓ ହେଉଛି ଭାଇରାଲ

ଧାର ନେଇଥିବା ଟଙ୍କାକୁ ଫେରାଇ ପାରିଲାନି ବୋଲି ଯୁବକଙ୍କୁ ଖାଲି ଦେହରେ ବୁଲାଇଲା । ଟଙ୍କା ଦରକାର ଥିଲା ବୋଲି ଯୁବକ ଜଣକ ଅନ୍ୟ ଜଣଙ୍କଠୁ ଟଙ୍କା ଧାର ନେଇଥିଲା। ଆଉ ତାକୁ ସୁଝିଦେବ ବୋଲି କହିଲା। କିନ୍ତୁ ଟିକେ ସମସ୍ୟା କାରଣରୁ ଅଳ୍ପ ଅଳ୍ପ କରି ଟଙ୍କା ଦେଲା। ସୂଚନା ଅନୁସାରେ ମୋଟ ୫,୧୦୦…

ଦିଲ୍ଲୀ ଘଟଣାର ପୁନରାବୃତ୍ତି, ସ୍ୱିଗୀ ଡେଲିଭରୀ ବଏଙ୍କୁ କାରରେ ୫୦୦ ମିଟର ଘୋଷାଡି ମାରିଦେଲେ

ଦିଲ୍ଲୀ ପରେ ନୋଏଡାରେ ପୁଣି ସମାନ ଘଟଣା ଘଟିଛି। ନୋଏଡାରେ ଜଣେ ସ୍ୱିଗୀ ଡେଲିଭରୀ ବଏଙ୍କୁ ଘୋଷାଡି ମାରିଥିବା ଘଟଣା ସାମ୍ନାକୁ ଆସିଛି । ଡେଲିଭରୀ ବଏଙ୍କ ବାଇକକୁ ଏକ କାର ୫୦୦ ମିଟର ଘୋଷାଡି ନେବା ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ଆଉ କାର ଚାଳକ ଫେରାର ହୋଇଯାଇଛନ୍ତି । ନୋଏଡା ସେକ୍ଟର ୧୪ର…

ହରିୟାଣା ପୋଲିସକୁ ମିଳିଛି ବଡ ସଫଳତା: ପାଣିରେ ବୁଡାଇ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର ନବୀନ ଜାଟ ଗିରଫ

ନୂଆଦିଲ୍ଲୀ : ହରିୟାଣା ପୋଲିସକୁ ମିଳିଛି ବଡ ସଫଳତା । ୟୁପି ହରିୟାଣା ଅଞ୍ଚଳରେ ଅନେକ ହତ୍ୟା ମାମଲାରେ ଅଭିଯୁକ୍ତ ନବୀନ ଜାଟଙ୍କୁ ସୁରଜପୁରରେ ୟୁପି ଏସଟିଏଫ ଗିରଫ କରିଛି । ସୂଚନା ଅନୁସାରେ ଜୁଲାଇ ୨୭, ୨୦୨୧ ରେ ନବୀନ ହରିୟାଣାର ରୋହତକର ଭାଲୋଟ ଗାଁର ବାସିନ୍ଦା ରୋହିତଙ୍କୁ ହତ୍ୟା କରି…