Below header
Browsing Tag

odisha agriculture

ବିପଦକୁ ଡାକୁଛି ଚାଷ ଜମିର ନଡ଼ା, ଜଳିବା ଯୋଗୁଁ ବଢୁଛି ପ୍ରଦୂଷଣ

କାକଟପୁର (କେନ୍ୟୁଜ): ଦିନଥିଲା ପାରମ୍ପରିକ ପ୍ରଣାଳୀରେ ଗ୍ରାମାଞ୍ଚଳର ଚାଷୀଭାଇ ମାନେ ଚାଷକାର୍ଯ୍ୟ କରୁଥିଲେ, ଚାଷୀଭାଇ ମାନେ ନିଜ କ୍ଷେତରେ ମୁଣ୍ଡଝାଳ ତୁଣ୍ଡରେ ମାରି ସୁନାର ଫସଲ ଉପାର୍ଜନ କରୁଥିଲେ । ବଳଦ ଲଙ୍ଗଳରେ ମାଟିକୁ କର୍ଷଣ କରି ସେଥିରେ ଚାଷକାର୍ଯ୍ୟ ଆରମ୍ଭ ହେଉଥିଲା ଏବଂ…

ୟୁଟ୍ୟୁବ ଶିଖେଇଲା ବିଦେଶୀ ଥାଇଲାଣ୍ଡ ବରକୋଳି ଚାଷ, ମାସିକ ରୋଜଗାର ହେଉଛି ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା

ନୟାଗଡ଼(କେନ୍ୟୁଜ): ଓଡିଶା ମାଟିରେ ବିଦେଶୀ ଫଳ । ନୟାଗଡ଼ର ଚାଷୀ ନକୁଳ ଜମିରେ ଫଳାଇଛନ୍ତି ଥାଇଲାଣ୍ଡ ବରକୋଳି । ୟୁଟ୍ୟୁବ ଦେଖି ଥାଇଲାଣ୍ଡ ବରକୋଳି ଚାଷ କରି ଆତ୍ମନର୍ଭରଶୀଳ ହୋଇଛନ୍ତି । ଏହା କେବଳ ସମ୍ଭବ ହୋଇଛି ନିଜର ଦୃଢ଼ ଇଛା ଶକ୍ତି ଓ କଠିନ ପରିଶ୍ରମ ଦ୍ଵାରା । ବାପା ଚାଲିଯିବା ପରେ…

ଜୀବନ ଶୈଳୀରେ ପରିବର୍ତ୍ତନ ଆଣୁଛି ମାଣ୍ଡିଆ ଚାଷ, ସ୍ୱାବଲମ୍ବୀ ହୋଇପାରୁଛନ୍ତି ଚାଷୀ

ମାଣ୍ଡିଆ ପୂର୍ବରୁ କେବଳ ଆଦିବାସୀ ମାନଙ୍କ ଖାଦ୍ୟ ଥିଲା କିନ୍ତୁ ଏବେ ଏହା ବିଶ୍ୱ ବଜାରରେ ବେଶ୍ ପରିଚିତ । ଏହି ମାଣ୍ଡିଆ ଚାଷ ଯୋଗୁଁ ଚାଷୀ ବେଶ୍ ଆତ୍ମ ନିର୍ଭରଶୀଳ ହୋଇପାରୁଛି । ଆସନ୍ତୁ ଏଭଳି କିଛି ସ୍ଵତନ୍ତ୍ର ରିପୋର୍ଟ ଦେଖିବା କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରୁ । ଦିନ ଥିଲା ଅଞ୍ଚଳର…

ଚର୍ଚ୍ଚାରେ ବେଗୁନିଆର ଦୁଇଭାଇଙ୍କ କୋବିଚାଷ, ଏବେ ବିଦେଶ ଆଉ ବାହାର ରାଜ୍ୟ ନୁହେଁ ଓଡିଶାରେ ମଧ୍ୟ ମିଳିଲାଣି ଲେଟ୍ୟୁସ୍…

ଚର୍ଚ୍ଚାରେ ବେଗୁନିଆ ବୋତଳମା ଗାଁର ଦୁଇଭାଇଙ୍କ କୋବିଚାଷ । ବଜାର ଚାହିଦା ମୁତାବକ ନୂତନ ପ୍ରଜାତିର କୋବିଚାଷ କରି ହୋଇଛନ୍ତି ଲାଭବାନ । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଖୋର୍ଦ୍ଧା ବେଗୁନିଆ ବଜାରରେ ଶୀତ ଦିନିଆ ଫସଲ କୋବିରେ ଲେଟ୍ୟୁସ୍ ଏବଂ ବ୍ରୋକଲିର ଚାହିଦା ଖୁବ ଅଧିକ । ଏବେ…

ଏବେ ରିଲାୟନ୍ସ ଫ୍ରେସରେ ପାଇବେ କନ୍ଧମାଳ ଷ୍ଟ୍ରବେରୀର ସ୍ୱାଦ, ଖୁସି ହେଲେ ଶହ ଶହ ଏସଏଚଜି ମହିଳା

ପରୀକ୍ଷା ମୂଳକ ଭାବେ କନ୍ଧମାଳରେ ଚାଷ କରାଯାଇଥିବା ଷ୍ଟ୍ରବେରୀ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମିଳିବ ଏନେଇ କଥାବାର୍ତ୍ତା ଚାଲିଛି ରିଲାୟନ୍ସ ଫ୍ରେସ ସହିତ । କନ୍ଧମାଳର ଫୁଲବାଣୀ ବ୍ଲକ ରାଇକିଆ, ଫିରିଙ୍ଗିଆ, ଦାରିଙ୍ଗବାଡି ଆଦି ବ୍ଲକରେ ପ୍ରଶାସନ ପକ୍ଷରୁ ପରୀକ୍ଷା ମୂଳକ ଭାବେ…

ସୋରିଷ ଓ ସୂର୍ଯ୍ୟମୁଖୀ ଚାଷ କରି ପେଟ ପୋଷୁଛନ୍ତି ଚାଷୀ, କିନ୍ତୁ ଏବେ ବି ରହିଛି ଅନେକ ସମସ୍ୟା

ବନ ପାହାଡ ଘେରା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କନ୍ଧମାଳ ଜିଲ୍ଲା, କିନ୍ତୁ ଏହାର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି କନ୍ଧମାଳର ସୋରିଷ ଫୁଲ ଓ ସୂର୍ଯ୍ୟମୁଖୀ ଫୁଲର କ୍ଷେତ । ସରକାରଙ୍କ ଅଣଧାନ ପ୍ରୋତ୍ସାହନ ଯୋଜନାରେ ଫୁଲବାଣୀ ବ୍ଲକର ତୁଡିପାଯୁ ଗ୍ରାମ ପଞ୍ଚାୟତର ବୁଢାଦାନି ଗାଁରେ…

ଚିନ୍ତାରେ ବାଦାମ ଚାଷୀ, ଗଛ ନଷ୍ଟ କରୁଛନ୍ତି ପୋକ

ପୁରୀ ଜିଲ୍ଲାର କଣାସ ବ୍ଲକରେ ରବି ଋତୁରେ ଚାଷୀମାନେ ବାଦାମ ଚାଷ କରିଥାନ୍ତି । ତେବେ ଚଳିତ ବର୍ଷ ବାଦାମରେ ପୋକ ଲାଗିବା ପରେ ଚାଷୀଙ୍କ ମନରେ ଆତଙ୍କ ଦେଖା ଦେଇଛି । ସେପଟେ ଯତେ କୀଟନାଶକ ଔଷଧ ପକାଇଲେ ମଧ୍ୟ ପୋକ ଗଛରୁ ଯିବା ପାଇଁ ନାଁ ଧରୁ ନଥିବାବେଳେ ପୁରୀ ଜିଲ୍ଲା କୃଷି ବିଭାଗ ଏଥିପାଇଁ…

ଦିନରାତି ଜଗି ବସିଛନ୍ତି ଚାଷକୁ କିନ୍ତୁ ବନ୍ୟଜନ୍ତୁଙ୍କ ଉପଦ୍ରବରେ ନଷ୍ଟ ହୋଇଯାଉଛି ସବୁକିଛି, ଧ୍ୟାନ ଦେଉନି ବନ ବିଭାଗ

ଗାଁରେ ଚାଷ ହେଉଛି ବିଭିନ୍ନ ପ୍ରକାରର ପନିପରିବା । ଖାଲି ପରିବା ନୁହେଁ ବଜାର ଚାହିଦା ମୁତାବକ ଫୁଲ ଚାଷକୁ ମଧ୍ୟ ଆଦରି ନେଲେଣି ଲୋକେ । ହେଲେ ବନ୍ୟଜନ୍ତୁ କରୁଛନ୍ତି ଘାଇଲା । ପ୍ରତିରୋଧ ପାଇଁ ଅନେକ ଘରୋଇ ଉପାୟ ମଧ୍ୟ କରି ଦିନରାତି ଜଗି ବସୁଛନ୍ତି ଚାଷୀମାନେ । ତେବେ ଦିନ ରାତି ଅକ୍ଳାନ୍ତ…

ଦାଉ ସାଧିଲା କରୋନା: ପରିବା ଓ ଫୁଲ ଚାଷୀଙ୍କ ପେଟପାଟଣା ଉପରେ ମାଡ଼, ଲକ୍‌ଡାଉନ୍‌ ଯୋଗୁ ହୋଇପାରୁନି ବିକ୍ରି

ପୁରୀ: ଦାଉ ସାଧିଲା କରୋନା । ଲକ୍‌ଡାଉନ୍‌ ଯୋଗୁ ବିକ୍ରି ହେଉନି ପନିପରିବା । ଚାଷୀ ମୁଣ୍ଡରେ ଚଡ଼କ । ବିଶେଷ କରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ଥ ହେଉଛନ୍ତି । ଲକ୍‌ ଡାଉନ ଯୋଗୁ ସମସ୍ତ ଦୋକାନ ବଜାର ବନ୍ଦ ଥିବାରୁ ପନି ପରିବା ବିକ୍ରୀ ହୋଇ ପାରୁନି । ବିଲରେ…

‘ଚାଷୀଙ୍କ ଗାଡ଼ିକୁ କେହି ଅଟକାଇବେ ନାହିଁ, ପାସ୍‌ର ଆବଶ୍ୟକତା ନାହିଁ’

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ୬୦ ଭାଗରୁ ଅଧିକ ଜନସାଧାରଣ କୃଷି ଉପରେ ନିର୍ଭର କରନ୍ତି । ତେଣୁ ସରକାର କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଛନ୍ତି । ତେବେ ସାମାଜିକ ଦୂରତା ରଖି କରାଯିବ । ବୁଣିବା ଠାରୁ ଫସଲ ଅମଳ, ସାର, କୀଟ ନାଶକ ଏବଂ ଚାଷ ପାଇଁ ବ୍ୟବହାର ହେଉଥିବା ଯନ୍ତ୍ରପାତି…