Browsing Tag

odisha budget session

ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ, ଉପସ୍ଥାପିତ ହେବ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ

ଭୁବନେଶ୍ୱର(କେନ୍ୟୁଜ୍) :ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ। ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପିତ ହେବ। ଜୁଲାଇ ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର…

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ: ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର (କେନ୍ୟୁଜ୍): ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ । ପ୍ରତିଦିନ ୬ଘଣ୍ଟା ଲେଖାଏଁ ଗୃହ ଚାଲିବ । ପ୍ରଥମ ଦିନରେ ଉପସ୍ଥାପନ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥର ବଜେଟ ଆକାର ୨ଲକ୍ଷ କୋଟି ଟପିବାର ସମ୍ଭାବନା ରହିଛି । ବଜେଟ୍‌ରେ କିଛି ନୂଆ ଯୋଜନା…

ଆଜି ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନ, ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନ । ଧାନ ମଣ୍ଡି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବେ ସମବାୟ ମନ୍ତ୍ରୀ । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଏହି ରୁଲିଂ ଦେଇଥିଲେ । ଗତକାଲି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ବିରୋଧୀ…

ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ହେବ ଆଲୋଚନା

ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିପାରେ ଗୃହ। ସରକାରଙ୍କୁ ଘେରିବାକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, କୋଟିଆ ବିବାଦ, ମଣ୍ଡି ସମସ୍ୟା ଉଠାଇବାକୁ ରଣନୀତି ପ୍ରସ୍ତୁତ…

ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ, ତିନି ପ୍ରମୁଖ ରାଜନୈତିକ ଦଳଙ୍କ ରଣନୀତି ହୋଇ ସାରିଛି ଚୂଡ଼ାନ୍ତ

ଭୁବନେଶ୍ବର: ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ଏଥର ଅଧିବେଶନ ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ସଜବାଜ ହୋଇଛନ୍ତି । ରଣନୀତି ଚୂଡ଼ାନ୍ତ ହୋଇ ସାରିଛି। ଶୀତ ଅଧିବେଶନରେ କଟକଣା ପାଇଁ ପ୍ରଶ୍ନକାଳ ନଥିଲା। ଏଥର ଅଧିବେଶନରେ ପ୍ରଶ୍ନକାଳ ରହିଛି। ତେଣୁ…

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍‌ ଅଧିବେଶନ, ଶ୍ରୀମନ୍ଦିରର ଅର୍ଥ ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗକୁ ନେଇ…

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଆରମ୍ଭରୁ ବିରୋଧୀଙ୍କ ହାତରେ, ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ରଖିବା ପ୍ରସଙ୍ଗ। ଏହାକୁ ନେଇ ଉଠିବ ପଡିବ ବିଧାନସଭା। ବିରୋଧୀ ଦଳର ରଣନୀତିରୁ ଏମିତି ଆଭାସ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ କେଉଁ ପରିସ୍ଥିତିରେ…

କାଲି ଆସିବ ରାଜ୍ୟ ସରକାରଙ୍କ ଗ୍ରୀନ ବଜେଟ, ପ୍ରଥମଥର ହେବାକୁ ଯାଉଛି ପେପରଲେସ୍‌ ବା ଇ-ବଜେଟ

କେନ୍ୟୁଜ୍(ବ୍ୟୁରୋ): କାଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଣିବେ ଦ୍ୱିତୀୟ ବଜେଟ । ହୋଇପାରେ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ । ଏଥର ହେବାକୁ ଯାଉଛି ପେପରଲେସ୍‌ ବା ଇ-ବଜେଟ । ଯାହାର ନାଁ ରଖାଯାଇଛି ଗ୍ରୀନ ବଜେଟ । ଏହାର ଉଦେଶ୍ୟ ହେଉଛି କାଗଜର କମ ବ୍ୟବହାର । ବଜେଟ ପାଇଁ ୭୫ ଲକ୍ଷ…

ଆଜି ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ, ବିଜେପି ବିଧାୟକଙ୍କ ହଟ୍ଟଗୋଳ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ । ବିରୋଧୀ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ମୁଲତବୀ । ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ପ୍ରଶ୍ନ ଚୟନ ଠିକ୍‌ ଭାବେ ହେଉନଥିବା ନେଇ…

ଆସନ୍ତାକାଲି ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ଆଜି ବସୁଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତାକାଲି ଆରମ୍ଭ ହେଉଛି ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଆଜି ଦିନ ୧୧ଟା ୪୫ରେ ବସୁଛି ମନ୍ତ୍ରୀ ପରିଷଦ ବୈଠକ। ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଏଜେଣ୍ଡା ସମ୍ପର୍କରେ ଜଣାପଡିନି। ତେବେ ବଜେଟ୍‌ ବ୍ୟୟବରାଦ ନେଇ…