Browsing Tag

odisha corona update

ଆଜି ରାଜ୍ଯରେ କରୋନା ନେଲା ପୁଣି ୧୨ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠୁ କେତେ ମୃତ

ଭୁବନେଶ୍ବର : ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୨ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମ,ଖୋର୍ଦ୍ଧା,କେନ୍ଦୁଝର ଓ…

ଆଜି ରାଜ୍ଯରେ ୧୬୪୩ କରୋନା ପଜିଟିଭ୍ ଚିହ୍ନଟ: ଗଞ୍ଜାମ ଓ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ସଂକ୍ରମିତ

ଭୁବନେଶ୍ବର: ରାଜ୍ଯରେ ଆଜି ୧୬୪୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦୧୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୬୨୫ ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ…

ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ। ତେବେ ରାଜ୍ୟ ସରକାର ହୋଟେଲ ଖୋଲିବା ପାଇଁ କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି। ଏଣିକି ହୋଟେଲରେ ଥିବା ରେଷ୍ଟୁରାଣ୍ଟ ଗୁଡିକ କେବଳ ସମ୍ପୃକ୍ତ ହୋଟେଲରେ ରହୁଥିବା ଲୋକମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ।…

ଆଜି କରୋନା ନେଲା ଆଉ ୮ଜଣଙ୍କ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୮ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୪, ନୟାଗଡା ୧,ଗଜପତି ୧,ସୁନ୍ଦରଗଡ…

ଆଜିଠୁ କୋରାପୁଟ୍‌ ସଟ୍‌ଡାଉନ୍‌, ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କୋରାପୁଟ୍‌: ଆଜିଠୁ କୋରାପୁଟ୍‌ ସଟ୍‌ଡାଉନ୍‌ । ଅଗଷ୍ଟ ୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କେରାପୁଟ ଜିଲ୍ଲା ସଟଡାଉନ ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନିଆଯାଇଛି । କୋରାପୁଟ, ଜୟପୁର, ଲମତାପୁଟ ଓ…

ରାଜ୍ଯରେ ଆଜି ୫ ମୁଣ୍ଡ ନେଲା କରୋନା, ମୋଟ୍ ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୫ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୧, କନ୍ଧମାଳ ୧, ବାଲେଶ୍ବରରୁ ୧,…

ରାଜ୍ଯରେ ୨୯ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ଯା, ଆଜି ଆଉ ୧୦୬୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ଯରେ ଆଜି ୧୦୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୬୬୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ଲୋକାଲ କେସ୍ ରୁ ୪୦୬ଜଣ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୨୮ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ…

ଆଜି ରାଜ୍ଯରେ ପୁଣି ୧୦ ମୁଣ୍ଡ ନେଲା କରୋନା, କେବଳ ଗଞ୍ଜାମରୁ ୬ମୃତ

ଭୁବନେଶ୍ବର: ଆଜି ରାଜ୍ଯରେ ପୁଣି କରୋନା ନେଲା ଆଉ ୧୦ ଜଣଙ୍କ ମୁଣ୍ଡ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ଭିତରୁ ଗଞ୍ଜାମରୁ ୬, ଖୋର୍ଦ୍ଧାରୁ ୨ ଏବଂ…

ଆଜି ରାଜ୍ଯର ୩୦ଟି ଜିଲ୍ଲାରୁ ୧୩୭୬ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୨୫୩୮୯କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ଯରେ ଆଜି ୧୩୭୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୯୧୭ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏବଂ ୪୫୯ ଲୋକାଲ କେସ୍ ରୁ ଚିହ୍ନଟ ହୋଇଥିବାନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ ନୂଆ ସଂକ୍ରମିତ…

ଆସନ୍ତା ୩୧ରେ ସରୁଛି ଅନଲକ୍-୨.୦: ଟେନସନ୍ ବଢାଉଛି ରାଜ୍ୟର ଏହି ୫ ଜିଲ୍ଲା, ବଢ଼ିବ କି ଲକଡାଉନ ଅବଧି?

ଭୁବନେଶ୍ବର: ଆଉ ୫ ଦିନ ପରେ ସରିବ ଅନଲକ୍‌-୨। ଆସନ୍ତା ୩୧ରେ ଅନଲକ-୨.୦ ସରୁଥିବା ବେଳେ ଆଗକୁ ଲକଡାଉନ ଅବଧି ବଢ଼ିବ କି ? ଯାତାୟାତ, ଦୋକାନବଜାର ସ୍ୱାଭାବିକ ଭାବେ ଚାଲିବ ନା ପୁଣି ବଢ଼ିବ ଲକଡାଉନ ଅବଧି ? ଆଗକୁ ସ୍ୱାଭାବିକ ହେବ କି ବ୍ୟାଙ୍କ ସେବା? ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଯେପରି ସଂକ୍ରମଣ…

ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍: ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲାରହିବ ପରିବା ଓ ରାସନ ଦୋକାନ

ସମ୍ବଲପୁର: ଆଜିଠୁ ସମ୍ବଲପୁରରେ ୨ୟ ପର୍ଯ୍ୟାୟ ସଟ୍‌ଡାଉନ୍‌। ଏହି ପର୍ଯ୍ୟାୟରେ ୨୬ରୁ ୩୧ ଯାଏ ୬ ଦିନ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ ରଖାଯିବ। ଏହି ପର୍ଯ୍ୟାୟରେ ପରିବା ଓ ରାସନ ଦୋକାନ ଖୋଲାରହିବ। ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ କ୍ଷୀର, ପନିପରିବା ଓ ଗ୍ରୋସରୀ…

ନବରଙ୍ଗପୁର: କଣ୍ଟେନମେଣ୍ଟ ଜୋନରେ ପଡିଛି ବାଡ, ହେଲେ ବୋଲ ମାନୁନାହାନ୍ତି ଅମାନିଆ

ନବରଙ୍ଗପୁର: କରୋନା ପାଇଁ ବିଭିନ୍ନ ଅଞ୍ଚଳରେ ବାଡ ପଡିଛି । ଅର୍ଥାତ୍ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ଲଗାମ ଲାଗାଯାଇଛି । ହେଲେ କିଛି ଅମାନିଆଙ୍କ ଉପରେ ବାଡ଼ ପକେଇବ କିଏ? ପ୍ରଶାସନ ଖାଲି ବାଉଁଶ ବାଡ଼ କରିଦେଇ ଚୁପ । ଏଭଳି ଚିତ୍ର କୌଣସି ଗ୍ରାମାଞ୍ଚଳର ନୁହେଁ ଏହା ହଉଚି ନବରଙ୍ଗପୁର ଜିଲ୍ଲା…