ଏଥର ତୁମ ଭକ୍ତ ଉପରେ ଏ ବିପଦ କାହିଁକି ପ୍ରଭୁ, ତୁମେ କଣ ସତରେ ରାଗିଛ?
ପୁରୀ: ରାଗିଛ କି ପ୍ରଭୁ? ତୁମ ରଥ ଟଣା ବିଳମ୍ବ ହେଲା ବୋଲି କଣ କୋପ କଲ କି ପ୍ରଭୁ? ଯଦି ନୁହେଁ ତାହାହେଲେ ପ୍ରଭୁ କାହିଁକି ଏତେ ରାଗ । ଏଥର ଏମିତି ସବୁ ଦୃଶ୍ୟ କାହିଁକି ପ୍ରଭୁ । ତୁମ ଭକ୍ତ ଉପରେ ଏ ବିପଦ କାହିଁକି? ତୁମେ କଣ ସତରେ ରାଗିଛ? ନା ଏସବୁ କରି ଆଉ କିଛି ସଙ୍କେତ ଦେଉଛ…