Below header
Browsing Tag

onion hike

ଗଚ୍ଛିତ ପିଆଜ ବିକ୍ରି କରିବେ କେନ୍ଦ୍ର ସରକାର: ପୂଜା ସମୟରେ ମୁମ୍ବାଇ ଓ ପୁଣେରେ ଦର ଛୁଇଁବ ୧୦୦

ନୂଆଦିଲ୍ଲୀ : ପିଆଜର ଅହେତୁକ ଦର ବୃଦ୍ଧି ଯୋଗୁ ଗଚ୍ଛିତ ପିଆଜ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏହା ସହ ବିଦେଶରୁ ଶୀଘ୍ର ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି । କେନ୍ଦ୍ର ସରକାର ପ୍ଲାଣ୍ଟ କ୍ୱାରେଣ୍ଟାଇନ୍‌ ଅର୍ଡର ୨୦୦୩କୁ ବାଦ୍‌ ଦେଇଛନ୍ତି । ଏହା ଦ୍ୱାରା…

ହାଣ୍ଡିଶାଳ ଉପରେ ପିଆଜର ମହଙ୍ଗା ମାଡ଼, ଦର ଏତେ ଯେ ଆଖିରେ ଆଣିଦେଉଛି ଲୁହ

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ। ରାଜ୍ୟରେ ପିଆଜ ଦର ଏବେ ୧୬୦ ଛୁଇଁଛି। ଖାଉଟିମାନେ ପିଆଜ ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ କିଲୋ ଦୁଇ କିଲୋ ପିଆଜ କିଣୁଥିବା ଖାଉଟି ବର୍ତ୍ତମାନ ପିଆଜ ଆଡୁ ମୁହଁ ଫେରେଇ ନେଉଛନ୍ତି। ହାଣ୍ଡିଶାଳ ଉପରେ ପିଆଜର ମହଙ୍ଗା…

ଏଣିକି ଟଙ୍କା ବଦଳରେ ଦେବାକୁ ପଡିପାରେ ପିଆଜ, ଦେଖନ୍ତୁ ଏହି ଭିଡ଼ିଓ

ପିଆଜ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ତ ଲୋକ ପିଆଜ ନାଁ ଧରିବାକୁ ଡରୁଛନ୍ତି। ଏହାର ଦାମ ଲୋକଙ୍କ ଆଖିରେ ଲୁହ ଆଣିଦେଉଛି। କ୍ଷୁଦ୍ର ବ୍ୟବସାୟୀମାନେ ପିଆଜର ଦାମକୁ ଶହେ ଟଙ୍କା ଉପରେ କରିଦେଲେଣି। ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡୁଛି । ଏବେ ପିଆଜକୁ ନେଇ ଚାରିଆଡେ…

କନ୍ଦାଉଛି ପିଆଜ ଆଉ ପରିବାକୁ ଛୁଇଁବାକୁ ଲାଗୁଛି ଡର, କାରଣ ଆକାଶଛୁଆଁ ଦର

ଭୁବନେଶର (କେନ୍ଯୁଜ୍) : ପୁଣି କନ୍ଦାଇଲାଣି ପିଆଜ । ବଜାରରେ ଏବେ ଦର ଆକାଶଛୁଆଁ । ଖାଇବା ଥାଳିରେ ଆଉ ଦେଖାଯିବନି ପିଆଜ, କାରଣ ଆଗକୁ ଆହୁରି ବଢିବ ପିଆଜ ଦର । ପିଆଜ ଦର କିଲୋ ଏବେ ପ୍ରାୟ ୬୦ ଟଙ୍କା ରଖିଛି । ଆଗକୁ ଦର ଆହୁରି ୬ରୁ ୧୦ ଟଙ୍କା ବଢ଼ିପାରେ । ଏଥିପାଇଁ ରିହାତି ଦରରେ ପିଆଜ ଯୋଗାଇ…

ପିଆଜ ପାଇଁ ସଚିବ ଗଲେ ଦିଲ୍ଲୀ, ଦରବୃଦ୍ଧି ରୋକିବା ଓ କିଣିବା ନେଇ କେନ୍ଦ୍ର ସହ କରିବେ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍): ପିଆଜ ପାଇଁ ସଚିବ ଗଲେ ଦିଲ୍ଲୀ। ବର୍ଦ୍ଧିତ ପିଆଜ ଦର ଯାଞ୍ଚ ଓ କିଣିବା ନେଇ ଖାଦ୍ୟ ଯୋଗାଣ ସଚିବ ଓ ସମବାୟ ବିଭାଗ ସଚିବ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ପାଖରେ ଚାହିଦା ମୁତାବକ ପିଆଜ ମହଜୁଦ ଥିବା ନେଇ କେନ୍ଦ୍ର ଖାଦ୍ୟ ଓ ଯୋଗାଣ…