କିସ୍ତି ଭରିବାକୁ ଆଉ ପୋଷ୍ଟ ଅଫିସ ଯିବା ଦରକାର ନାହିଁ, ଘରେ ଏପରି ଜମା କରନ୍ତୁ ପେମେଣ୍ଟ
ଯଦି ଆପଣଙ୍କୁ ପୋଷ୍ଟ ଅଫିସ୍ ଦ୍ୱାରା ଜାରି କରାଯାଇଥିବା Public Provident Fund(PPF), Recurring Deposit (RD )କିମ୍ବା Sukanya Samriddhi Yojana (SSY) ସୁକନ୍ୟା ସମୃଦ୍ଧି ଯୋଜନା ଭଳି ଅନେକ ଯୋଜନାର ମାସିକ କିସ୍ତି ଭରିବାର ଅଛି ତାହେଲେ ଆପଣଙ୍କୁ ଡାକଘର ଯିବାର ଆବଶ୍ୟକତା…