Browsing Tag

otv sarua

ସାରୁଆ ଜମି ବିବାଦ ମାମଲା: ହାଇକୋର୍ଟରେ ଦାୟର ଆଗୁଆ ଜାମିନ ଆବେଦନ ପ୍ରତ୍ୟାହାର କଲେ ପଣ୍ଡା ଦମ୍ପତି

କଟକ: ସାରୁଆ ଜମି ବିବାଦ ମାମଲାରେ ହାଇକୋର୍ଟରେ ଦାୟର ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା । ଜଷ୍ଟିସ ଦେବବ୍ରତ ଦାଶଙ୍କ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ଆବେଦନ ପ୍ରତ୍ୟାହାର ପାଇଁ ପ୍ରାର୍ଥନା କରାଯାଇଥିଲା । ସାରୁଆ ଜମି…

ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ପଦ ଏବଂ ଓଟିଭି ସିଏଫଓ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ, ସାରୁଅ ଦୁର୍ନୀତି…

କେନ୍ୟୁଜ୍(ବ୍ୟୁରୋ):  ସାରୁଅ ଜମି ଦୁର୍ନୀତି ମାମଲାରେ ଗିରଫ ମନୋରଞ୍ଜନ ଷଡଙ୍ଗୀଙ୍କ ନିଜ ପଦରୁ ଇସ୍ତଫା । ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ପଦ ଏବଂ ଓଟିଭି ସିଏଫଓ ପଦରୁ ଇସ୍ତଫା ଦେଇଛନ୍ତି ମନୋରଞ୍ଜନ ଷଡଙ୍ଗୀ । ଏହାପରେ ମହା ଖୁଲାସା କରିଛନ୍ତି ମନୋରଞ୍ଜନ ଷଡଙ୍ଗୀଙ୍କ ଶଳା ହରି ମିଶ୍ର ।…

ଖୋର୍ଦ୍ଧା ସାରୁଅ ଷ୍ଟୁଡିଓରେ ଆଜି ପୁଣି ପୋଲିସ୍, ଜମି ହଡ଼ପ ଅଭିଯୋଗ ମାମଲାରେ ଜଗିଙ୍କ ବାପାଙ୍କୁ ପଚରାଉଚରା

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅ ଷ୍ଟୁଡିଓରେ ଆଜି ପୁଣି ପୋଲିସ । ଜମି ହଡ଼ପ ଅଭିଯୋଗ ମାମଲାରେ ଜଗିଙ୍କ ବାପା ରଣଧୀର ସିଂହଙ୍କୁ ପଚରାଉଚରା କରିଛି ପୋଲିସ । ଦିନ ୧୧ଟାରେ ପୋଲିସ ପହଁଚିବ ବୋଲି ଲଟକା ଜାରି କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂବରୁ ସାରୁଅ ଷ୍ଟୁଡିଓରେ ପହଁଚିଥିଲେ ଖୋଦ୍ଧା ଏସଡିପିଓ…

ଖୋର୍ଦ୍ଧା:ସାରୁଅରେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡ଼ପ ମାମଲା : ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

କେନ୍ୟୁଜ୍(ବ୍ୟୁରୋ):  ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ଜମି ହଡ଼ପ ଅଭିଯୋଗ ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ । କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି ହଡ଼ପ ନେଇ ଅଭିଯୋଗ ହୋଇଥିଲା । ଜଣେ…

ଖୋର୍ଦ୍ଧା:ସାରୁଆରେ ଓଟିଭି ଦ୍ୱାରା ଜମି ହଡ଼ପ ମାମଲା: ଓଟିଭି କର୍ତ୍ତୃପକ୍ଷଙ୍କୁ ୯ଘଣ୍ଟା ଜେରା

କେନ୍ୟୁଜ୍(ବ୍ୟୁରୋ): ଖୋର୍ଦ୍ଧା ସାରୁଆରେ ଓଟିଭି ଦ୍ୱାରା ଜମି ହଡ଼ପ ମାମଲାରେ ବାଘମାରୀ ଥାନାରେ ଓଟିଭି କର୍ତ୍ତୃପକ୍ଷଙ୍କୁ ୯ଘଣ୍ଟା ଜେରା। ଓଟିଭିର ଫାଇନାନ୍‌ସ ଅଧିକାରୀ ମନୋରଞ୍ଜନ ଷଡ଼ଙ୍ଗୀ, ସାରୁଅ ପ୍ରୋଜେକ୍ଟ ହେଡ ଅନିରୁଦ୍ଧ ପଣ୍ଡା ଓ ଓଟିଭିର ପୂର୍ବତନ ଅଧିକାରୀ ସଲିଲ ମହାନ୍ତିଙ୍କୁ…