Browsing Tag

parenting tips

ଦୁଷ୍ଟ ଛୁଆଙ୍କୁ ସମ୍ଭାଳିବା ପାଇଁ ଆପଣାନ୍ତୁ ଏହି ସବୁ ସହଜ ଉପାୟ

ପିଲାମାନଙ୍କୁ ଲାଳନ ପାଳନ କରିବା ଏକ ସହଜ କାର୍ଯ୍ୟ ନୁହେଁ । ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ହେଲେ ସେମାନଙ୍କୁ ଶୃଙ୍ଖଳାରେ ରଖିବା ଆବଶ୍ୟକ। ତଥାପି, ଅଧିକାଂଶ ପିତାମାତା ପାଠପଢା ସମୟରେ ପିଲାମାନଙ୍କୁ ଗାଳିଗୁଲଜ କରନ୍ତି କିମ୍ବା ମାରପିଟ କରିଥାନ୍ତି ଯାହା ସମ୍ପୂର୍ଣ୍ଣ ଭୁଲ୍ । ଆପଣ…

ନିଜ ପିଲାଙ୍କୁ କେବେ ଅନ୍ୟ ପିଲାଙ୍କ ସହ କରନ୍ତୁ ନାହିଁ ତୁଳନା, ହେବ ବଡ଼ କ୍ଷତି

ମାତା-ପିତା ସର୍ବଦା ନିଜ ପିଲାଙ୍କୁ ଆଗରେ ଦେଖିବାକୁ ଚାହାଁନ୍ତି । ଯଦି ଆପଣଙ୍କ ପିଲା କେଉଁ ଗୁଣରେ ଟିକିଏ କମ ରହିଛି । କେବେ ବି ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ । ଏହା ଆପଣଙ୍କ ପିଲାର ବଡ଼ କ୍ଷତି କରିଦେଇଥାଏ । କାରଣ ଏହା ଆପଣଙ୍କ ପିଲା ମନ ଉପରେ ବଡ଼ ମାନସିକ ଚାପ ପକାଇଥାଏ । ଆଜି…

ଶିଶୁ ଖଟରୁ ପଡ଼ିଗଲେ ଜାଣନ୍ତୁ କ’ଣ କରିବେ, ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ

ଶିଶୁମାନେ ଅଧିକାଂଶ ସମୟ ଖଟ ଉପରେ ଖେଳୁଥିବା ବେଳେ ନଚେତ୍‌ କଡ ଲେଉଟିବା ବେଳେ ତଳେ ପଡ଼ିଯାଆନ୍ତି। ଛୋଟ ପିଲାମାନେ ବହୁତ ଚଞ୍ଚଳ ହୋଇଥାଆନ୍ତି। ଅନେକ ଥର ଏପରି ହୋଇଥାଏ କି, ହାଲୁକା ମୁଭ୍‌ମେଣ୍ଟରେ ବି ଶିଶୁ ବେଡ୍‌ ତଳକୁ ପଡ଼ିଯାଆନ୍ତି। ଏହି କାରଣରୁ ସେମାନଙ୍କୁ ଭିତରୁ ଆଘାତ ଲାଗିଥାଏ। ଅନେକ…

Parenting Tips: ଛୋଟ ଛୁଆଙ୍କୁ ଏହି ସବୁ ଜିନିଷଠୁ ରଖନ୍ତୁ ଦୂରେଇ, ଗଳାରେ କିଛି ଅଟକିଗଲେ ତୁରନ୍ତ ଆପଣାନ୍ତୁ ଘରୋଇ…

ଛୋଟ ଛୁଆଙ୍କୁ ଏନର୍ଜି ବଲ୍‌ କୁହାଯାଇଥାଏ। ସେମାନେ ପ୍ରତ୍ୟେକ ନୂଆ ଜିନିଷକୁ ନେଇ ଉତ୍ସାହିତ ଥାଆନ୍ତି। ପିଲାଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ସମ୍ଭବ ହୋଇ ନ ଥାଏ ଏବଂ ଏଥିପାଇଁ କେବେ କେବେ ଏମିତି କିଛି ଭୁଲ୍‌ ହୋଇଯାଏ, ଯଦ୍ଦ୍ଵାରା ପ୍ୟାରେଣ୍ଟସ୍‌ଙ୍କୁ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବାକୁ…

ପିଲାଙ୍କୁ ଜୋର ଜବରଦସ୍ତ ଖୁଆଉଛନ୍ତି କି! ଉପୁଜିପାରେ ଏସବୁ ଗମ୍ଭୀର ସମସ୍ୟା

ପିଲାଙ୍କୁ ପୋଷଣ ଯୋଗାଇବା ପାଇଁ ପ୍ରାୟତଃ ବାପା ମା’ ସେମାନଙ୍କୁ ଜବରଦସ୍ତି ଖୁଆଇଥାନ୍ତି। ଛୋଟ ଥିବା ବେଳେ ପିଲା କେତେ ପରିମାଣର ଖାଦ୍ୟ ଖାଇବ ତାହାର ନିଷ୍ପତ୍ତି ଅଭିଭାବକ ହିଁ ନେଇଥାନ୍ତି। ଛୁଆ ଛୋଟ ଥିବାରୁ ନିଜେ ହାତରେ ଖାଇପାରେ ନାହିଁ ଫଳରେ ତାକୁ ଯେତେବେଳେ ଯିଏ ଯାହା ଖାଇବାକୁ ଦିଏ…

ଛୁଆଙ୍କ ତଣ୍ଟିରେ କିଛି ଜିନିଷ ଅଟକିଥିଲେ ଏହି ଉପାୟରେ ଘରେ କରନ୍ତୁ ପ୍ରାଥମିକ ଉପଚାର

ପିଲାମାନେ ସବୁବେଳେ କିଛି ନା କିଛି ଖାଇବା ପାଇଁ ଉତ୍ସାହିତ ରହିଥା’ନ୍ତି। ସେମାନେ ନିଜ ପସନ୍ଦର ଜିନିଷ ଖାଇବା ବେଳେ ତାହା ବଡ଼ କି ସାନ ଭୁଲିଯାଆନ୍ତି। ଫଳରେ ପ୍ରାୟତଃ ଖାଇବା ବେଳେ ଛୁଆଙ୍କ ତଣ୍ଟିରେ ଖାଦ୍ୟ ଅଟକି ଯାଇଥାଏ। ଛୁଆଙ୍କ ତଣ୍ଟିରେ ଖାଦ୍ୟ କିମ୍ବା କିଛି ଜିନିଷ ଅଟକିଗଲେ ବାପା ମା’…

ପରୀକ୍ଷା ବେଳେ ପିଲାଙ୍କ ଉପରେ ଭୁଲରେ ବି ପକାନ୍ତୁନି ଚାପ, ଏହି ଉପାୟରେ ଛୁଆଙ୍କୁ କରନ୍ତୁ ପ୍ରସ୍ତୁତ…

ପିଲାଙ୍କ ପଢ଼ାକୁ ନେଇ ଆଜିକାଲି ପ୍ରାୟ ସବୁ ଅଭିଭାବକ ଚିନ୍ତାରେ ରହୁଛନ୍ତି। ଛୁଆ କେମିତି ଭଲ ପଢ଼ିବ, କ୍ଲାସ୍‌ରେ ଭଲ ମାର୍କ ରଖିବ ତାହା ଚିନ୍ତା କରି ଛୁଆଙ୍କ ଉପରେ ଅଧିକ ଚାପ ପକାଉଛନ୍ତି ମାତାପିତା। କିନ୍ତୁ ଯେତେ ଚାପ ପକାଇଲେ ମଧ୍ୟ ଯଦି ଛୁଆ ନିଜେ ପଢ଼ା ପ୍ରତି ଇଚ୍ଛା ପ୍ରକାଶ କରୁନାହିଁ,…

ଆପଣଙ୍କ ଛୁଆ ବି ମାନ୍ଦା ହୋଇ ବସିରହୁଛି କି? ଏହି ଉପାୟରେ ତାକୁ କରନ୍ତୁ ଆକ୍ଟିଭ

ଛୋଟ ପିଲାମାନେ ଖୁବ୍‌ ମୁଡି ହୋଇଥାନ୍ତି। ସେମାନେ ଯାହା ବୁଝିଥାନ୍ତି ସେଇଟା ହିଁ ତାକୁ ଠିକ୍‌ ଲାଗେ ଓ ସେମାନେ ସେଇୟା ହିଁ କରିଥାନ୍ତି। ଯଦି କେହି ତାଙ୍କୁ ସେ କାମ କରିବାକୁ ବାରଣ କରେ ତେବେ ସେମାନେ କାନ୍ଦନ୍ତି। ଆଜିକାଲିର ବାପାମା’ ପିଲାଙ୍କୁ ଅଯଥା କନ୍ଦେଇବା ଅପେକ୍ଷା ସେମାନେ ଯାହା…