Browsing Tag

parikrama prakalpa

ଭକ୍ତ ବୁଲିବେ ପରିକ୍ରମା ପ୍ରକଳ୍ପ, ଆଜି ୫ ଜିଲ୍ଲାରୁ ଆସିବେ ୧୦ ହଜାର ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ): ଭକ୍ତ ପାଇବେ ଦିବ୍ୟ ଅନୁଭୂତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭୂତି ସାଉଁଟିବେ ସାରା ରାଜ୍ୟର ଭକ୍ତ । ଆଜିଠୁ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସରେ ପୁରୀ ଅଣାଯାଉଛି । ପ୍ରଥମ ଦିନରେ ଗଞ୍ଜାମ,ବାଲେଶ୍ଵର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡା ଜିଲ୍ଲାର କିଛି…

ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ, ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ସାରା ବିଶ୍ବ ଦେଖିଲା ନୀଳାଚଳ ଧାମର ବିକଶିତ ରୂପ । ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗତକାଲି ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିଲେ । ତାପରଠୁ ଭକ୍ତମାନେ ଶ୍ରୀମନ୍ଦିର…

ପରିକ୍ରମା ପ୍ରକଳ୍ପ: ପ୍ରେତ୍ୟକ ଓଡ଼ିଆଙ୍କ ଘରେ ମହାପ୍ରଭୁଙ୍କ ପାଇଁ ଦୀପ ଜଳିବାକୁ ଅନୁରୋଧ କଲା ପ୍ରଶାସନ

ପୁରୀ (କେନ୍ୟୁଜ): ମହାପ୍ରଭୁଙ୍କ ପାଇଁ ଦୀପଟିଏ । ଆଜି ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ନିଜ ନିଜ ଘର ସମ୍ମୁଖରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜୀପଟିଏ ଜାଳିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜିଠୁ ଯଜ୍ଞ ଓ ବେଦ ପାଠରେ କମ୍ପିବ ଚାରି ଦ୍ବାର

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଦିନଟିଏ । ୧୭ ତାରିଖରେ ସାରା ବିଶ୍ବ ଦେଖିବ ଶଙ୍ଖକ୍ଷେତ୍ରରେ ବିକଶିତ ରୂପ । ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଭବ୍ୟ ଆୟୋଜନ କରାଯାଇଛି । ଦୁଇ ଦିନ ଧରି…

ପରିକ୍ରମା ପ୍ରକଳ୍ପ ଉତ୍ସବ: ଝଲସୁଛି ଶ୍ରୀମନ୍ଦିର, ଆଜି ଦିନ ୧୧ଟାରୁ ରାତି ୮ଟା ଯାଏଁ ହେବ ଅଙ୍କୁରପୂଜନ

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ର ଉତ୍ସବମୁଖର । ଝଲସୁଛି ଚାରିଆଡ଼ । ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆରମ୍ଭ ହୋଇଛି ପୂଜାବିଧି । ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଚାର୍ଯ୍ୟ ବରଣ ପରେ ସଂପନ୍ନ ହୋଇଛି ମହାଯଜ୍ଞର ଆଦ୍ୟପର୍ବ ଅଙ୍କୁରାରୋପଣ । ଆଜି ହେବ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରନାହିଁ, ଅନୁରୋଧ କଲେ ସେବାୟତ ଓ ଜାଗା ଦେଇଥିବା ବ୍ୟକ୍ତି

ପୁରୀ(କେନ୍ୟୁଜ୍):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି ନକରିବା ପାଇଁ ଅନୁରୋଧ କରିଛନ୍ତି ସେବାୟତ ଓ ଜାଗା ଦେଇଥିବା ବ୍ୟକ୍ତି । ନିର୍ମାଣ ପାଇଁ ନ୍ୟାସନାଲ ମନୁମେଣ୍ଟ ଅଥରିଟିର NOC ରହିଛି । ଏଏସଆଇ ପ୍ରତିନିଧି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ରହି ନିର୍ମାଣ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଲେ ଗଜପତି, କହିଲେ: ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି

ପୁରୀ (କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ନିବେଦନ କରିଛନ୍ତି । ସମସ୍ତେ ମିଶି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ଉଚିତ । ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରାଯିବା ଉଚିତ ନୁହେଁ । ଶ୍ରୀମନ୍ଦିର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ

ପୁରୀ(କେନ୍ଯୁଜ୍): ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତଙ୍କୁ ଅତ୍ୟାବଶ୍ୟକ ସେବା ସୁବିଧା ଯୋଗାଇଦେବା ଲାଗି ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।…

ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଶିଳାନ୍ୟାସ

ପୁରୀ(କେନ୍ଯୁଜ୍): ଶ୍ରୀକ୍ଷେତ୍ର ଲେଖିବ ନୂଆ ଇତିହାସ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ହେବ ଶିଳାନ୍ୟାସ। ରୀତିନୀତିରେ ଯଜ୍ଞ ଚାଲିଥିବା ବେଳେ ପୂର୍ଣ୍ଣାହୁତି ପରେ ହେବ ଶିଳାନ୍ୟାସ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ।…