Browsing Tag

patanjali

ପତଞ୍ଜଳି ଲଞ୍ଚ୍‌ କଲା ‘କୋରୋନିଲ’, ମାତ୍ର ୭ ଦିନରେ ଶତ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇଥିବା ଦାବି

ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଥିବା ବେଳେ ଯୋଗଗୁରୁ ସ୍ୱାମୀ ରାମଦେବ ଭାଇରସ୍‌ର ଆତଙ୍କ ଶେଷ କରିବାକୁ ଏକ ଆଶାର କିରଣ ଦେଖାଇଛନ୍ତି। ଏବେ ଯାଏଁ ବୈଜ୍ଞାନିକମାନେ କରୋନାର ଟୀକା ବାହାର କରିପାରିନଥିବା ବେଳେ ରାମଦେବ ଆୟୁର୍ବେଦିକ ଔଷଧ’କେରୋନିଲ’ ତିଆରି କରିଛନ୍ତି। ଏହି ଔଷଧ ମାତ୍ର ୧୪ ଦିନ…

ପତଞ୍ଜଳିର ସାନିଟାଇଜରକୁ ସବୁଠୁ ଶସ୍ତା କହି ଟ୍ରୋଲ ହେଲେ ବାବା ରାମଦେବ, ମିଳିଲା ଏଭଳି ରିଆକ୍ସନ

କରୋନା ମହାମାରୀ ମଧ୍ୟରେ ସାନିଟାଇଜରର ପ୍ରବଳ ଚାହିଦା ରହିଛି। ସଂକ୍ରମଣ ରୋକିବାରେ ଏହା ସାହାଯ୍ୟ କରୁଥିବାରୁ ବିଭିନ୍ନ କମ୍ପାନୀଗୁଡ଼ିକ ଏବେ ଚଢ଼ା ଦରରେ ସାନିଟାଇଜର ବିକ୍ରି କରୁଛନ୍ତି। ତେବେ ଏହି ହ୍ୟାଣ୍ଡ ସାନିଟାଇଜରକୁ ନେଇ ଯୋଗଗୁରୁ ରାମଦେବଙ୍କର ଏକ ଟ୍ୱିଟକୁ ନେଇ ଏବେ ଚର୍ଚ୍ଚା ଜୋର…

ବାବା ରାମଦେବଙ୍କ ବଡ ଚିନ୍ତା ! ପତଞ୍ଜଳୀ ଉପରେ ଲାଗିପାରେ ସାଢ଼େ ତିନି କୋଟି ଟଙ୍କା ଜରିମାନା

ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳୀ ପୁଣି ଥରେ ବିବାଦରେ ଫସିବା ଘଟଣା ସାମ୍ନାକୁ ଆସିଛି। ଆମେରିକା ସ୍ବାସ୍ଥ୍ୟ ନିୟାମକ ୟୁନାଇଟେଡ ଷ୍ଟେଟସ୍ ଫୁଡ୍ ଏଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ୟୁଏସଏଫଡିଏ)ର ଏକ ରିପୋର୍ଟରେ ପତଞ୍ଜଳୀ ଦ୍ବାରା ସର୍ବତର ଦୁଇ ବ୍ରାଣ୍ଡସ୍ ଉପରେ ଭାରତ ଏବଂ…

କ୍ଷୀର ବିକିବେ ବାବା ରାମଦେବ, ଖୁବ୍ ଶୀଘ୍ର ଆପଣଙ୍କ ଘରେ ପହଂଚିବ ପତଞ୍ଜଳୀର ଦୁଗ୍ଧ ଜାତୀୟ ଦ୍ରବ୍ୟ

କ୍ଷୀର ବିକ୍ରି କରିବେ ଯୋଗଗୁରୁ ବାବା ରାମଦେବ । ଖୁବ୍ ଶୀଘ୍ର ଆପଣଙ୍କ ଘରେ ପହଂଚିବ ପତଞ୍ଜଳୀର ଦୁଗ୍ଧ ଜାତୀୟ ଦ୍ରବ୍ୟ ଅର୍ଥାତ୍ କ୍ଷୀର, ହଦି, ଛାଛ ଓ ପନୀର ଆଦି ସାମଗ୍ରୀ । ପ୍ରଥମ ପର‌୍ୟ୍ୟାୟରେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ମହାରାଷ୍ଟ୍ରରେ ମିଳିବ ଏହି ଦ୍ରବ୍ୟ । ଏହା ପରେ ଧୀରେ ଧୀରେ…

ବାପା ଥିଲେ ଗରିବ ଚୌକିଦାର, ପୁଅ ଦେଶର ୮ମ ଧନୀ ବ୍ୟକ୍ତି

ଦୀପ ଜଳିବା ସମସ୍ତେ ଦେଖନ୍ତି । ଦୀପ ଜଳି ଆଲୋକ ହେବା ମଧ୍ୟ ସମସ୍ତେ ଦେଖନ୍ତି । ହେଲେ ଏହି ଦୀପ ଜାଳିବା ପାଇଁ କେତେ ତେଲ ଲାଗିଥାଏ ତାହା କେହି ଦେଖନ୍ତି ନାହିଁ । ଆଜି ଆମେ ଯେଉଁ ବ୍ୟକ୍ତିତ୍ବଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ସଂଘର୍ଷର କାହାଣୀ ମଧ୍ୟ ଠିକ୍ ସେମିତି । ପତଞ୍ଜଳୀର ବିଜ୍ଞାପନ…

କମବ୍ୟାକ୍ କଲା କିମ୍ଭୋ : ହ୍ବାଟ୍ସଆପକୁ ଟକ୍କର ଦେବ ପତଞ୍ଜଳୀର ସ୍ବଦେଶୀ ଆପ୍

କମବ୍ୟାକ୍ କଲା କିମ୍ଭୋ ଆପ୍ । ହ୍ବାଟ୍ସଆପକୁ ଟକ୍କର ଦେବେ ଯୋଗଗୁରୁ ରାମଦେବଙ୍କ ସ୍ୱଦେଶୀ ଆପ୍ । ସ୍ବାଧୀନତା ଦିବସ ଅବସରରେ ପତଞ୍ଜଳୀ ପୁଣି ଥରେ ଲଂଚ୍ କରିଛି କିମ୍ଭୋ ଆପ୍ । .ତେବେ ୨୭ ଅଗଷ୍ଟରେ ବିଧିବଦ୍ଧ ଭାବେ ଏହି ଆପକୁ ଲଂଚ କରାଯିବ । ଏହା ପୂର୍ବରୁ ଏହି ମେସେଜିଙ୍ଗ୍ ଆପ୍ ଲଂଚ୍ ହୋଇଥିଲା…

ପତଞ୍ଜଳି ସହବନ୍ଧନ ପରେ ବିଏସଏନଏଲରର ସୁପର ପ୍ଲାନ୍ !

ଭୁବନେଶ୍ବର : ପତଞ୍ଜଳି ସହ ସହବନ୍ଧନ ପରେ ଓଡିଶାରେ ବିଏସଏନଏଲରର ପ୍ରଥମ ପ୍ଲାନ ଘୋଷଣା। ପତଞ୍ଜଳି ରାଜ୍ୟ ପ୍ରଭାରୀ ଏସ୍ ଏସ୍ ଅଧିକାରୀ ଏବଂ ବିଏସଏନଏଲ୍ ଓଡିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ସତ୍ୟାନନ୍ଦ ନାୟକ ଏହି ପ୍ଲାନ୍ ଘୋଷଣା କରିଛନ୍ତି। ୧୪୪ ଟଙ୍କା ପ୍ଲାନରେ ଅସୀମିତ ଭଏସ୍ କଲ ଏବଂ…

ରାମଦେବ ଖୋଲିଲେ ନିଯୁକ୍ତିର ଦ୍ବାର : ୫୦ହଜାର ପଦବୀ ପାଇଁ ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ପତଞ୍ଜଳିରେ କାମ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯୋଗଗୁରୁ ବାବା ରାମଦେବ ୫୦ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ପତଞ୍ଜଳି ନିଜର ବ୍ୟବସାୟ ବଢ଼ାଇବାକୁ ଦେଶର ସମସ୍ତ ଜିଲ୍ଲାର ସେଲ୍ସମ୍ୟାନଙ୍କୁ ନିଯୁକ୍ତି କରିବ ।…