Browsing Tag

pension

ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟକଙ୍କୁ ପେନ୍‌ସନ୍‌ ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର, ମିଳିପାରେ ଏସବୁ…

ଅଙ୍ଗନଓ୍ଵାଡ଼ି କର୍ମୀ ଓ ସହାୟକଙ୍କୁ ପେନ୍‌ସନ୍‌ ଯୋଜନାରେ ସାମିଲ କରିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ସରକାର। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସଂସଦର ଏକ ସମିତିକୁ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ଏହି ପେନ୍‌ସନ୍‌ ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ପେନ୍‌ସନ୍‌ ଦେବା…

ପେନସନ ଭୋଗୀ ମାନେ ଘରେ ବସି ଜୀବନ ପ୍ରମାଣ ପତ୍ର ଦାଖଲ କରିପାରିବେ

ସରକାରୀ ଚାକିରୀରୁ ଅବସର ନେଇଥିବା କର୍ମଚାରୀ ଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ଆଉ ଲମ୍ବା ଲାଇନରେ ଛିଡା ହେଇ ସେମାନଙ୍କୁ ଜୀବନପ୍ରମାଣ ପତ୍ର ଜମା କରିବାକୁ ପଡ଼ିବନି । ଏଣିକି ସେମାନେ ଅନଲାଇନ ଜରିଆରେ ମଧ୍ୟ ନିଜ ନିଜ ଜୀବନ ପ୍ରମାଣ ପତ୍ର ଦାଖଲ କରିବା ସହ ଆବଶ୍ୟକ ଫର୍ମ ମଧ୍ୟ ପୂରଣ…

ସମୟ ଭିତରେ ପେନସନ ନ ମିଳିଲେ ବ୍ୟାଙ୍କ ଦେବ କ୍ଷତିପୂରଣ, RBI ଦେଇଛି ନିର୍ଦ୍ଦେଶ

ବର୍ତ୍ତମାନ ଆପଣଙ୍କୁ ଯଦି କୌଣସି ସରକାରୀ ପେନସନ ମିଳିବାର ବିଳମ୍ବ ହେଉଥାଏ ତେବେ ଏଥିପାଇଁ ଆପଣଙ୍କୁ ୮ ପ୍ରତିଶତ ସୁଧ ମଧ୍ୟ ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ସରକାରୀ ପେସନଦେୟୀ ବ୍ୟାଙ୍କକୁ କହିଛି ଯଦି ସେମାନେ ପେନସନ କ୍ରେଡିଟ୍‌ କରିବାରେ ବିଳମ୍ବ କରନ୍ତି ତେବେ ସେମାନଙ୍କୁ…

କ୍ଷୁଦ୍ର ବ୍ୟବସାୟୀଙ୍କୁ ବଡ ଖୁସି ଖବର ଦେଲେ ପ୍ରଧାନମନ୍ତ୍ରୀ, ଘରେ ବସି ସବୁ ମାସରେ ପାଇବେ ୩ହଜାର ଟଙ୍କା ପେନସନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି । ଖବରଟି ହେଉଛି କି, ଏବେ କ୍ଷୁଦ୍ର ବ୍ୟବସାୟୀମାନେ ମାସକୁ ପାଇବେ ପେନସନ । ପ୍ରଧାନମନ୍ତ୍ରୀ ଗୁରୁବାର ରାଞ୍ଚିରେ ବ୍ୟବାୟୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଲଘୁ ବ୍ୟାପାର ମାନଧନ୍‌…

ଇପିଏଫଓ ପେନସନ ଉପଭୋକ୍ତାଙ୍କୁ ନେଇ ଗଠନ ହେଲା ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏସନ୍‌

ଇପିଏଫଓ ପେନସନ ଉପଭୋକ୍ତାଙ୍କୁ ନେଇ ଗଠନ ହୋଇଛି ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏସନ୍‌। ଏହି ସଂଘ ଗଠନ ହେବାର ୬ ମାସ ଭିତରେ ପ୍ରାୟ ୬୦ରୁ ଅଧିକ ସରକାରୀ ନିଗମ, ବେସରକାରୀ ସଂସ୍ଥାର ଅବସରପ୍ରାପ୍ତ ଶ୍ରମିକ ଓ କର୍ମଚାରୀ ସାମିଲ ହୋଇଛନ୍ତି। ସଂଗଠନ ପକ୍ଷରୁ ଦାବି ହୋଇଛି ଯେ, ସର୍ବନିମ୍ନ…

ବିଭିନ୍ନ ପେନସନଧାରୀଙ୍କ ପାଇଁ ଜରୁରୀ ଖବର, ତୁରନ୍ତ ଯାଆନ୍ତୁ ବ୍ୟାଙ୍କ୍‌ ନଚେତ ପେନସନ୍‌ ହୋଇଯିବ ରଦ୍ଦ

ବୃଦ୍ଧା, ଦିବ୍ୟାଙ୍ଗଙ୍କ ସମେତ ବିଭିନ୍ନ ପେନସନ୍‌ ପାଇଁ ଦିଆଯାଇଥିବା ଭୁଲ ବ୍ୟାଙ୍କ୍‌ ଖାତା ଉପରେ ସମାଜ କଲ୍ୟାଣ ବିଭାଗ କଡା ପଦକ୍ଷେପ ନେଇଛି। ବିଭାଗ ପକ୍ଷରୁ ପେନସନଧାରୀଙ୍କୁ ଜାରି କରାଯାଇଥିବା ନୋଟିସରେ ସ୍ପଷ୍ଟ କରାଯାଇଛି ଯେ ନିଜର ଅପଡେଟ୍‌ ଖାତା ନମ୍ବର ଦିଅନ୍ତୁ। ଯଦି ତୁରନ୍ତ…

ବଢ଼ିଲା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା

ଭୁବନେଶ୍ବର (କେନ୍ଯୁଜ୍) :ବଢ଼ିଲା ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା । ମଧୁବାବୁ ପେନସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଦୁଇ ଶହ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ ୬୦ ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ୩୦୦ ଟଙ୍କା ବଦଳରେ ଏବେ ୫୦୦ ଟଙ୍କା ମିଳିବ । ସେହିଭଳି ୮୦ ବର୍ଷରୁ…