Browsing Tag

pipili by election

ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ପିପିଲି ଉପନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ ଜାରି

ପିପିଲି (କେନ୍ଯୁଜ୍): ପିପିଲି ଉପନିର୍ବାଚନ ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ । ସବୁ ଦଳର ପ୍ରାର୍ଥୀଙ୍କ ପାଇଁ ଆଡଭାଇଜରୀ ଜାରି କରାଗଲା । ପ୍ରବଳ ବର୍ଷା ଓ ପବନକୁ ନଜରରେ ରଖି ଆଡଭାଇଜରୀ ଜାରି କରାଯାଇଛି । ସାମୁଦ୍ରିକ ଝଡ଼ ଗୁଲାବ ପାଇଁ ସତର୍କତା ମୂଳକ ପଦକ୍ଷେପ ନେବାକୁ କୁହାଯାଇଛି ।…

ପିପିଲି ଉପନିର୍ବାଚନ: ଗୋଟିଏ ଦଳରୁ ସର୍ବାଧିକ ୨୦ ଜଣ ଷ୍ଟାର କ୍ୟାମ୍ପେନର ରହିବେ, ନିୟମ ଖିଲାପ କଲେ ପ୍ରଚାର ଅନୁମତି…

କେନ୍ୟୁଜ୍(ବ୍ୟୁରୋ):  ସେପ୍ଟେମ୍ବର ୩୦ରେ ପିପିଲି ଫାଇଟ୍‌ । ଉପନିର୍ବାଚନ ପାଇଁ  ଘୋଷଣା ହେଲା ତାରିଖ । ଅକ୍ଟୋବର ୩ରେ ଭୋଟ ଗଣତି । ଆସନ୍ତା ୬ ତାରିଖରେ ମତଦାନ ପାଇଁ ବାହାରିବ ବିଜ୍ଞପ୍ତି । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଥିଲା । ପୂର୍ବରୁ ଦୁଇ ଦୁଇ ଥର…

ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର(କେ ନ୍ୟୁଜ): ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ । ପିପିଲି ସହିତ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଉପନିର୍ବାଚନ ହେବ । ଆଜି ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖରେ ଏନେଇ ବିଜ୍ଞପତି ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର…

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ, ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା

ପିପିଲି : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ନିଆଗଲା ପଦକ୍ଷପ। ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ପୁଣି ନୂଆ ବିଜ୍ଞପ୍ତି। ଏନେଇ ସୂଚନା ଦେଲେ ଭାରତୀୟ ନିର୍ବାଚନ କମିଶନ। ସୂଚନା ଥାଉକି, ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ…

ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା, ୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ…

ପିପିଲି : ପିପିଲି ଉପନିର୍ବାଚନକୁ ଘୁଞ୍ଚାଇବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ମାମଲାକୁ ଗ୍ରହଣ କରି ନିର୍ବାଚନ କମିସନଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୭ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ହୋଇଛି। ନିର୍ବାଚନ ହେଲା ଶତାଧିକ ଲୋକ କୋଭିଡ…

ଆଜିଠାରୁ ବିଜେଡି ପକ୍ଷରୁ ପିପିଲିରେ ଘରେ ଘରେ ଶଙ୍ଖ ବଣ୍ଟନ କାର୍ଯ୍ୟକ୍ରମ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ବାସଭବନରେ ବୈଠକ। ମହିଳା ବିଜେଡି ପକ୍ଷରୁ ପିପିଲିରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବ। ଆଜିଠାରୁ ପିପିଲିରେ ଘରେ ଘରେ ଶଙ୍ଖ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ମାଗଣା ଟିକା…

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କଲା କଂଗ୍ରେସ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ…

କେନ୍ୟୁଜ୍(ବ୍ୟୁରୋ):   କଳ୍ପନା ଜଳ୍ପନାର ହେଲା ଅନ୍ତ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ନାମ ଘୋଷଣା କଲା  କଂଗ୍ରେସ  ।  ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ହେଲେ କଂଗ୍ରେସ ପ୍ରାର୍ଥୀ । ଏ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାମ ଘୋଷଣା…

ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ ତାରିଖ, ୧୩ ପରିବର୍ତ୍ତେ ହେବ ୧୬ରେ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଘୁଞ୍ଚିଲା  ପିପିଲି ଉପନିର୍ବାଚନ ତାରିଖ। ପୂର୍ବରୁ ୧୩ ତାରିଖ ଥିଲା ଉପନିର୍ବାଚନ ତାରିଖ।  କିନ୍ତୁ ୧୩ରେ ଇଦ୍-ଉଲ୍-ଫିତର ପଡୁଥିବାରୁ ବର୍ତ୍ତମାନ ଏହା  ୧୬ ତାରିଖକୁ  ଘୁଞ୍ଚିଛି । ଏନେଇ ମୁଖ୍ୟନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଆସନ୍ତା…

ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପାଇଁ ନିର୍ବାଚନ…

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା  ସାନି ତାରିଖ । ମେ ୧୩ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବ। ମେ ୧୬ରେ ଭୋଟ ଗଣତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପ୍ରେଲ ୧୭ରେ ଭୋଟିଂ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା…

ପିପିଲି ଓ ଡେଲାଙ୍ଗରେ ଦୁଇଟି ବଡ ଜୀବନ ନେଲା କରୋନା: ପ୍ରଦୀପ ମହାରଥୀଙ୍କ ପରେ ଅଜିତ ମଙ୍ଗରାଜଙ୍କ ପରଲୋକ

ପିପିଲି: ପିପିଲି ଓ ଡେଲାଙ୍ଗରେ ଦୁଇଟି ବଡ ଜୀବନ ନେଇଛି ମହାମାରୀ କରୋନା। ପ୍ରଥମେ ବିଧାୟକ ପ୍ରଦୀପ ମହାରଥୀ ଓ ଗତକାଲି ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ମୁତ୍ୟୁ ହୋଇଛି। ଲାଗାତାର ଦୁଇ ଦୁଇଟି ଦୁଃଖଦ ଘଟଣା ସମଗ୍ର ପୁରୀ ଜିଲ୍ଲାରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ମହାରଥୀଙ୍କ…

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ପିପିଲିରେ ବନ୍ଦ ରହିବ ଉପନିର୍ବାଚନ : ରାଜ୍ୟ ମୁଖ୍ୟ ନିର୍ବାଚନ…

ଭୁବନେଶ୍ବର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁ ପିପିଲିରେ ବନ୍ଦ ରହିବ ଉପନିର୍ବାଚନ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଳ ଲୋହାନୀ ଏହି ସୂଚନା ଦେଇଛନ୍ତି । ପୁଣି ଥରେ ଉପନିର୍ବାଚନ ତାରିଖ ଘୋଷଣା ହେବ । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବାର ଥିଲା…

ପିପିଲି ନିର୍ବାଚନ ପ୍ରସ୍ତୁତି ଶେଷ, ମତଦାନର ୭୨ ଘଣ୍ଟା ପୂର୍ବରୁ ହୋଇପାରିବ ନାହିଁ କୌଣସି ବାଇକ ରାଲି

ପିପିଲି(କେ.ନ୍ୟୁଜ): ଆଉ ମାତ୍ର ଦିନ କେଇଟା ପରେ ପିପିଲି ବିଧାନସଭା ନିର୍ବାଚନ ପ୍ରସ୍ତୁତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮,୨୧୨ ଜଣ ୮୦ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୦୭୭ ଜଣ…