Browsing Tag

political news

କ୍ରିକେଟର ରବିନ୍ଦ୍ର ଜାଡେଜା ବିଜେପିରେ ମିଶିଲେ, ଗୁଜରାଟରେ ଆରମ୍ଭ କରିବେ ରାଜନୈତିକ କ୍ୟାରିୟର

ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ବିଜେପି ବିଧାୟକ ତଥା ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନୂଆ ସଦସ୍ୟ ଭାବରେ ସ୍ୱାମୀଙ୍କ ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ରିଭାବା ତାଙ୍କ ‘ଏକ୍ସ’…

ଆଜି ଏନ୍‌ଡିଏ ଓ ଇଣ୍ଡିଆର ବୈଠକ, ଗୋଟିଏ ବିମାନରେ ନୀତୀଶ-ତେଜସ୍ୱୀ; ସାମ୍ନାକୁ ଆସିଲା ଫଟୋ

ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ସରକାର ଗଠନ ପାଇଁ ଦାବି କରିଛି । ଏନ୍‌ଡିଏକୁ ବହୁମତ ମିଳିଛି । ସେପଟେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ୨୩୪ ଆସନରେ ବିଜୟ ହାସଲ କରିଛି । ଆଜି ଜୁନ୍‌ ୫ରେ ରାଜଧାନୀ ଦିଲ୍ଲୀରେ ଉଭୟ ମେଣ୍ଟ ଏନ୍‌ଡିଏ ଏବଂ…

ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ, ଏବେ ରାଜନୈତିକ ଲଢ଼େଇ ପାଇଁ ଦୁଇ ଷ୍ଟାର ତୟାର

ଭୁବନେଶ୍ୱର(କେନ୍ୟୁଜ୍‌): ବିବାହ ବିଚ୍ଛେଦ ପାଇଁ ପ୍ରଥମେ କୋର୍ଟରେ ଆଇନଗତ ଲଢ଼େଇ । ଆଉ ଏବେ ଓଲିଉଡର ଦୁଇ ନାମୀଦାମୀ ଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ରାଜନୈତିକ ଲଢ଼େଇ ପାଇଁ ତୟାର । ଅନୁଭବ ବିଜେପିରେ ସାମିଲ ହୋଇଥିବା ବେଳେ ବିଜେଡିରେ ବିଧିବଦ୍ଧ ଭାବେ ମିଶିଛନ୍ତି ବର୍ଷା…

BSP ପ୍ରାର୍ଥୀଙ୍କ ହୃଦ୍‌ଘାତରେ ପରଲୋକ, ମଧ୍ୟପ୍ରଦେଶର ଏହି ଲୋକସଭା ଆସନରେ ସ୍ଥଗିତ ରହିଲା ନିର୍ବାଚନ

ମଧ୍ୟପ୍ରଦେଶର ବେତୁଲରୁ ବିଏସ୍‌ପି ପ୍ରାର୍ଥୀ ଅଶୋକ ଭଲାଭିଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ଦ୍ୱିପ୍ରହରରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।…

ଆଲିଗଡ଼: ବେକରେ ଚପଲ ହାର ପିନ୍ଧି ନିଜ ପାଇଁ ଭୋଟ୍‌ ମାଗୁଛନ୍ତି ଏହି ପ୍ରାର୍ଥୀ, ସହରରେ ଚର୍ଚ୍ଚା

ଗଣତନ୍ତ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହାକୁ ବାରଣ ନାହିଁ । ଆପଣ ଚାହିଁଲେ ଏକୁଟିଆ ମଧ୍ୟ ବଡ଼ ନେତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରିବେ । ଉତ୍ତର ପ୍ରଦେଶର ଆଲିଗଡ଼ରେ ଏମିତି ହିଁ କିଛି ଦେଖିବାକୁ ମିଳିଛି । ମାନବ ଅଧିକାରର ଲଢ଼େଇ ଲଢ଼ୁଥିବା ଭ୍ରଷ୍ଟାଚାର ବିରୋଧୀ ସେନାର…

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ମିଶିଲେ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ବିଜେପିରେ ଯୋଗ ଦେଇଛନ୍ତି । ସୋମବାର ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚୌହାନ ବିଜେପିରେ ଯୋଗଦେବା ପୂର୍ବରୁ କହିଥିଲେ କି, ଆଜିଠାରୁ ମୁଁ ମୋର ରାଜନୈତିକ ଜୀବନ ପୁଣିଥରେ ଆରମ୍ଭ କରୁଛି । ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ଜୟନ୍ତ ଚୌଧୁରୀଙ୍କ ଦଳ NDAରେ ସାମିଲ, ୟୁପିରେ INDIA ମେଣ୍ଟକୁ ବଡ଼ ଝଟ୍‌କା

ରାଷ୍ଟ୍ରୀୟ ଲୋକ ଦଳ (RLD) ସଭାପତି ଜୟନ୍ତ ଚୌଧୁରୀ INDIA ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି । ସେ ସୋମବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଏନଡିଏ ସହ ଯିବାକୁ ନିଷ୍ପତ୍ତି ନେଇଛି । ଏନଡିଏରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଚୌଧୁରୀ କହିଛନ୍ତି, ଦଳର ସମସ୍ତ ବିଧାୟକଙ୍କ ସହ ଆଲୋଚନା…

ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା, ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଦଳରୁ ଦେଲେ ଇସ୍ତଫା

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି । ବାବା ସିଦ୍ଦିକି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସିଦ୍ଦିକି ଲେଖିଛନ୍ତି, ‘ମୁଁ ଜଣେ ଯୁବକ ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି…

ଗୁଜୁରାଟରେ ପୁଣି ସରକାର ଗଢ଼ିବ ବିଜେପି, ଏଥର ବିଜୟର ସବୁ ରେକର୍ଡ ଭାଙ୍ଗିବ ଶାସକ ଦଳ: ଅମିତ୍‌ ଶାହା

କେନ୍ୟୁଜ୍‌: ଗୁଜୁୁରାଟରେ ୧୮୨ ବିଧାନ ସଭା ଆନ ପାଇଁ ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୧ ଏବଂ ୨ୟ ପର୍ଯ୍ୟାୟ ୫ ଡିସେମ୍ବରରେ ଅନୁଷ୍ଠିତ ହେବ । ଫଳାଫଳ ୮ ଡିସେମ୍ବରରେ ପ୍ରକାଶ ପାଇବ । ଏଥର ନିର୍ବାଚନରେ ବିଜେପି କଂଗ୍ରେସ ବ୍ୟତୀତ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ…

୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀ ହାଇକୋର୍ଟ ପୂର୍ବତନ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ୬ ସପ୍ତାହ ମଧ୍ୟରେ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦିଲ୍ଲୀ ହାଇକୋର୍ଟରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରକୃତରେ ହାଇକୋର୍ଟ…

IAS କ୍ୟାଡରକୁ ନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ! ପ୍ରତିକ୍ରିୟା ରଖିଲେ ମମତା ବାନାର୍ଜୀ; ଜାଣନ୍ତୁ କେଉଁ…

କେନ୍ଦ୍ର ସରକାର IAS କ୍ୟାଡର ନିୟମ ୧୯୫୪ରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ନେଇ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ମତଭେଦ ପରିସ୍ଥିତି ସୃଷ୍ଟି ହୋଇଛି। ବାସ୍ତବରେ, ଆଇଏଏସ୍ ଅଧିକାରୀମାନଙ୍କର କେନ୍ଦ୍ରୀୟ ଡେପୁଟେସନ ପାଇଁ କେନ୍ଦ୍ର ସମସ୍ତ ରାଜ୍ୟକୁ ସେମାନଙ୍କ ତାଲିକା…

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଂଗ୍ରେସ ଦେଲା ଟିକେଟ, ୧୨୫ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ କେବଳ ମହିଳା

ୟୁପି ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳର ମହାସଚିବ ତଥା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମ୍ବାଦିକ ସମ୍ମିଳନୀରେ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ସୂଚନା ଜାରି କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, 'ଆମ ତାଲିକାରେ…